ନବମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ। ଏହି ତାରିଖରୁ

school

ଆଜିର ଖବର ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ଏକ ବଡ଼ ଗୁରୁତ୍ତ୍ୱପୂର୍ଣ କଥା ବାବଦରେ ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ ଆମ ୨୦୨୧ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ବାବଦରେ କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ କ୍ଳାସ ରୁମ ପାଠ ବାବଦରେ ଯାହା କି ନବମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ।

schools

ତେବେ କୋଭିଡ କାଳରେ ଏହା ପୁଣି ଆରମ୍ଭ ହେବାକୁ ଯାଉଛି ଆଉ ତାହା ବାବଦରେ ଚିଠି ଲେଖି ଜଣାଇଛନ୍ତି ଗଣଶିକ୍ଷା ସଚିବ । ଏହା ଭଲ କି ଖରାପ ତାହା ବାବଦରେ ଆମେ ଚର୍ଚା କରିବୁ। ଏହା ବାବଦରେ ହି ଆଜି ଆମେ କହିବୁ। ତେବେ ଏହା ସିଧା ପ୍ରସାରଣ ଅଟେ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ଆସନ୍ତୁ ଆଉ ଡେରି ନକରି ଆମେ ଆରମ୍ଭ କରିବା ଆଉ ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ି ରୁହନ୍ତୁ।

ତେବେ ଗଣଶିକ୍ଷା ସଚିବ ଏହା ବାବଦରେ ସୂଚନା ପ୍ରଦାନ କରିଛନ୍ତି ଆଉ ସେ କହିଛନ୍ତି କି ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କ୍ଳାସ ରୁମ ପାଠ ପଢା ଆରମ୍ଭ ହେବାକୁ ଯାଉଛି ଆଉ ତାହା କରୋନା ପାଇଁ ବହୁତ ଦିନରୁ ବନ୍ଦ ଥିଲା। ତେବେ ଏହା ବାବଦରେ ସୂଚନା ପ୍ରଦାନ କରାଯାଇଛି।ତେବେ ସକାଳ ୯.୦୦ ରୁ ଆରମ୍ଭ ହେଇ ଦିନ ୧୨.୩୦ ଯାଏ ପାଠପଢ଼ା ହେବ ଆଉ ସାଧାରଣ ଛୁଟିଦିନ ତଥା ରବିବାର ଦିନ ପାଠ ପଢ଼ା ହେବ ନାହିଁ। ଅଭିଭାବକ ମାନଙ୍କ ପରାମର୍ଶ ନେଇ ପାଠ ପଢିବାକୁ ଯିବେ ଛାତ୍ର ଛାତ୍ରୀ ଆଉ ସେମାନଙ୍କ ପାଇଁ କୋଭିଡ ସବୁ କଟକଣା ଲାଗୁ ହେବ।

schools

ତେବେ ଆସନ୍ତା ଆଗସ୍ତ ୧୬ ତାରିଖରୁ ଆରମ୍ଭ ହେବ ଅଫଳାଇନ ପାଠ ପଢା ଆଉ ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କ୍ଳାସ ରୁମରେ ଅବସ୍ଥିତି ବାଧ୍ୟତାମୂଳକ କରାଯିବ ନାହିଁ। ଏହା ଉପରେ ୱେବ ବିଜ୍ଞପ୍ତି ଜାରି କରା ଯାଇଛି। ଏହା ଆଗକୁ ଲାଗୁ ହେବାକୁ ଯାଉଛି ଯାହା କି ଆମକୁ ଜାଣିବାର ଅଛି। ତେବେ ଏହା ବାବଦରେ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା ବିଭାଗ। ସମସ୍ତ ଶିକ୍ଷାଅନୁଷ୍ଠାନ ମାନଙ୍କୁ ଏହା ଆଗରୁ ଜାରି ହେଇଥିବା ଏଶୋପି ମାନ୍ୟତା କରିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଛି। ତେବେ ଏହା କିପରି ସମ୍ଭବପର ହେବ ତାହା ଆମକୁ ଜାଣିବା ଦରକାର।

ଯେଉଁ ପିଲାମାନେ କ୍ଳାସ କରିବେ ସେମାନେ ନିଜର ଅଭିଭାବକ ମାନଙ୍କର ପରାମର୍ଶ ନେଇକି ଆସିବେ ଆଉ ସବୁ ପିଲା କ୍ଳାସ କରିବା ପାଇଁ ବାଧ୍ୟ ନୁହନ୍ତି।

Leave a Reply

Your email address will not be published. Required fields are marked *