ବର୍ଷାଜଳ ଚୁମ୍ବକ ପରି ଟାଣିଆଣେ ଧନକୁ। ଜାଣନ୍ତୁ ବର୍ଷା ଜଳର କିଛି ବଡ଼ ଉପକାରୀତା।

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ବର୍ଷାଜଳର କିଛି ବଡ଼ ଉପକାରୀତା ବାବଦରେ। ତେବେ ଆମେ କହିବାକୁ ଯାଉଛୁ ଆପଣଙ୍କ ପାଖରେ କିଛି ଏପରି କାର୍ଯ୍ୟ ଯାହା କି ବର୍ଷାଜଳ ସହ କଲେ ଆପଣଙ୍କ ଘରେ ଧନ ବର୍ଷା ହେବ। ଜୀବନର ଅନେକ ପ୍ରକାରର ସମସ୍ୟାର ସମାଧାନ ହେଇଯିବ। ତେବେ ଆସନ୍ତୁ ଜାଣିବା ସେହିଭଳି ଉପାୟ ମାନଙ୍କ ବାବଦରେ। ତେବେ ଏହା ବାବଦରେ ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

କୁହାଯାଏ କି ଜଳ ହି ଜୀବନ। ପ୍ରକୃତିର ଏହା ସବୁ ଯିବ ଜନ୍ତୁଙ୍କ ପାଇଁ ବରଦାନ ଅଟେ। କୁହାଯାଏ କି ଏହାକୁ ପ୍ରକୃତି ଆମକୁ ବରଦାନ ଦେଇଥାଏ। ତେବେ ଏହା କେବଳ ଆମ ଶୋଷ ମେଣ୍ଟାଇ ନଥାଏ କି ଆମର ଦୈନନ୍ଦିନ କାମରେ ଆସିନଥାଏ। ଏହାର ଆହୁରି ଅନେକ ମହତ୍ତ୍ୱ ରହିଛି। ବରଂ ଏହା ସହ ଯୋଡ଼ା କିଛି ଉପାୟ ମନୁଷ୍ୟକୁ ସୁଖ, ସମୃଦ୍ଧି ତଥା ଅନ୍ୟାନ୍ୟ ସାମଗ୍ରୀର ଭରି ଦେଇଥାଏ। ତେବେ ଦର୍ଶକବନ୍ଧୁ ଏବେ ତ ବର୍ଷାଋତୁ ଚାଲୁ ଅଛି।

rain

ଏହି ବର୍ଷା ଜଳକୁ ନେଇ ଆପଣ ଯଦି ନିଜର କାମରେ ଲାଗେଇବେ ଅଥବା କୀଚଜି କାର୍ଯ୍ୟ କରିବେ ତାହେଲେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେଇପାରେ। ଏହା ଆପଣଙ୍କ ଦରିଦ୍ରତା ଦୂର କରିବ ଆଉ ଆପଣଙ୍କୁ ଅନେକ ଉପାୟ ମାନ ଦେବାରେ ସହାୟକ ହେବ। ଏହି ଉପାୟ ଆପଣ ଜମା ବି ଏକା କରିବେ ନାହିଁ। ତେବେ ଚାଲନ୍ତୁ ଏହି ଉପାୟ ମାନ କରିବା ଯାହା କି ବର୍ଷା ଦ୍ୱାରା ଆମକୁ ସୌଭାଗ୍ୟ ଦେଇପାରିବ। ତେବେ ଆସନ୍ତୁ ଆରମ୍ଭ କରିବା।

ପ୍ରଥମ ଉପାୟ ଧନ ପ୍ରାପ୍ତିର ଆଶା ରଖୁଥିବା ଲୋକ ମାନଙ୍କ ପାଇଁ ଅଟେ। ଯଦି ସ୍ୱାତି ନକ୍ଷତ୍ର ଦିନ ବର୍ଷା ହୁଏ ତାହେଲେ ଆପଣ ଏହି ବର୍ଷା ସମୟରେ ଏକ ପାତ୍ର ନେଇ ଘରର ଐଶ୍ୱଅନ୍ୟ କୋଣରେ ରଖି ଦିଅନ୍ତୁ ଆଉ ତାହାକୁ ଆଣି ଘରେ ରଖନ୍ତୁ। ଏହା ସ୍ୱାତି ନକ୍ଷତ୍ର ଯେଉଁଦିନ କି ଜଳ ମୁକ୍ତା ଭିତରକୁ ଯାଇ ମୁକ୍ତାରେ ପରିଣତ ହେଇଥାଏ ତେଣୁ ଏହା ପବିତ୍ର ଅଟେ। ଏହାକୁ ଆପଣ ନିଜର ଘରେ ରଖିବା ଦ୍ୱାରା ତାହା ଆପଣଙ୍କ ପବିତ୍ରତା ଦୂର କରିଥାଏ। ଏହି ଜଳକୁ ଆପଣ କୌଣସି ପାତ୍ରରେ ପୁରେଇ ସିନ୍ଦୁକ ଅଥବା ଅନ୍ୟାନ୍ୟ କିଛି ରେ ରଖିଲେ ତାହା ଆପଣଙ୍କର ଦରିଦ୍ରତା ଦୂର କରିଥାଏ। ତାହା ଆପଣଙ୍କ ଘରେ ସୁଖ ତଥା ସମୃଦ୍ଧି ଆଣି ଦେଇଥାଏ।

mata Lakshmi

ଏହାପର ଉପାୟ ଜୀବନରେ ଦୁଖୀ ଆଉ ଚିନ୍ତାମଗ୍ନ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ। ଯଦି ଆପଣଙ୍କ ଜୀବନରେ ଚିନ୍ତା ରହୁଥାଏ ଆଉ ଆପଣ ନିଜର ବ୍ୟବସାୟ ପାଇଁ ଚିନ୍ତିତ ଥାଆନ୍ତି ତାହେଲେ ଆପଣ ଏକ ପିତ୍ତଳ ଲୋଟାରେ ଜଳ ରଖି ତାହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଅଭିଷେକ କରନ୍ତୁ ଆଉ ତାହାଦ୍ୱାରା ଆପଣଙ୍କ ଦରିଦ୍ରତା ଦୂର ହେଇଯିବ।

Leave a Reply

Your email address will not be published. Required fields are marked *