ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ଆମେ ଆପଣଙ୍କ ପାଇଁ ସକାଳର ଖବର ଯାହା କି ରାଜ୍ୟର ଭିତର ଦୁନିଆର ଖବର ବାବଦରେ କହିବାକୁ ଯାଉଛୁ। ଆମ ମାନ୍ୟବର ପ୍ରଧାନ ମନ୍ତ୍ରୀ ଆମ ଦେଶର ଚାଷୀ ମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଯାହା କି ଆମକୁ ଜାଣିବା ନିହାତି ଦରକାର।
ତେବେ ଯଦି ଆପଣ ବି ଜଣେ ଚାଷୀ ଅଟନ୍ତି ଆଉ ଆପଣଙ୍କର ବି ଚାଷ ଜମି ଅଛି ତାହେଲେ ଆପଣଙ୍କୁ ମିଳିପାରେ ପ୍ରାୟ ୧୨ ହଜାର ଟଙ୍କା।ତେବେ କଣ ରହିଛି ଏହା ବାବଦରେ ବଡ଼ ଖବର ତାହା ଆମେ ଜାଣିବା। ସେହି ଟଙ୍କା କିଭଳି ଆଉ କାହାକୁ ମିଳିବ ତଥା ତାହାକୁ ଆପଣ କିପରି ହାସିଲ କରିବେ ତାହା ଆମେ ଜାଣିବା ଆଜି। ଆସନ୍ତୁ ଜାଣିବା ଏହା ବାବଦରେ।
ତେବେ ଏବେ ଏବେ ହି ବଡ଼ ଘୋଷଣା ଆସିଛି କି ଆମ ଦେଶର ଚାଷୀ ମାନଙ୍କର ଆକାଉଣ୍ଟକୁ ପ୍ରାୟ ୧୨ ହଜାର ଟଙ୍କା ପ୍ରତି ବର୍ଷ ପଠାଇବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏବେ ହି ଘୋଷଣା ଆସିଛି କି ଚାଷୀ ମାନଙ୍କ ଆକାଉଣ୍ଟକୁ ୨ ହଜାର ବଦଳରେ ଯିବ ୪ହଜାର ଟଙ୍କା। ତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
ମୋଟ ଉପରେ କହିବାକୁ ଗଲେ ପିଏମ କିଷାନ ସମ୍ମାନନିଧି ଯୋଜନା ଉପରେ ବଡ଼ ଆକାରର ପରିବର୍ତ୍ତନ ଆସିଛି। ତେବେ ଏହି ଯୋଜନା ଅନ୍ତର୍ଗତ ଭାବରେ ଏବେ ଚାଷୀ ମାନଙ୍କ ଆକାଉଣ୍ଟକୁ ତିନୋଟି କିସ୍ତିରେ ୬ ହଜାର ପରିବର୍ତ୍ତେ ୧୨ ହଜାର ଟଙ୍କା ଯିବ।
ବର୍ଦ୍ଧିତ ଟଙ୍କା ଚାଷୀ ମାନଙ୍କ ପାଖକୁ ଖୁବ ଜଲଦି ଆଉ ଭଲ ଭାବରେ ପହଂଚି ଯିବ। ଏହାଦ୍ୱାରା ଚାଷୀ ଭାଇମାନେ ଭଲ ଭାବରେ ଉନ୍ନତି ମଧ୍ୟ ପାଇପାରିବେ। ତେବେ ଚାଷୀ ଭାଇ ମାନଙ୍କର ଉନ୍ନତି ପାଇଁ ପିଏମ କିଷାନ ନିଧି ଯୋଜନା ତରଫରୁ ବଡ ଘୋଷଣା କରା ଯାଇଛି। ତେବେ ବିହାରର କୃଷି ମନ୍ତ୍ରୀ ଅମରେନ୍ଦ୍ର ସିଂ ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତମାର ଆଉ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନଙ୍କ ସହ କଥା ଜେଇ ଏହି ଯୋଜନା ଆନ୍ତର୍ଭୂକ୍ତ କରିଛନ୍ତି।
ଏହାଦ୍ୱାରା ଆମକୁ ବହୁତ ଅଧିକ ଲାଭ ମିଳିବାକୁ ଯାଉଛି ଆଉ ଏହି ଅର୍ଥ ଦୁଗୁଣିତ ହେଇଯାଇଛି। ତାଙ୍କୁ ୬ ହଜାର ବଦଳରେ ୧୨ ହଜାର ଟଙ୍କା ମିଳିବାକୁ ଯାଉଛି। ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ପ୍ରାପ୍ତ ପରିମାଣକୁ ୨ ଗୁଣିତ କରିବା କଥା ନଜରକୁ ଆସୁଛି। ଏହା ଉପରେ ଆଲୋଚନା ବହୁତ ଜୋରରେ କରା ଯାଉଥିଲା। ଏହାକୁ କେନ୍ଦ୍ର ମାନି ନେଇଛି ବୋଲି ଚର୍ଚା ସାମ୍ନାକୁ ଆସୁଛି।