ଓଡ଼ିଆ ଅଭିନେତା ସ୍ୱରାଜଙ୍କ ପ୍ରକୃତ ପ୍ରେମ କିଏ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ !

Swaraj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେଷ ରେ ଓଡିଆ ହିରୋ ସ୍ୱରାଜ ନିଜର ପ୍ରେମ ବିଷୟ ରେ ଖୋଲମ୍ ଖୁଲା କହିଲେ ତେବେ ସେ କଣ କହିଛନ୍ତି ଆସନ୍ତୁ ଜାଣିନେବା । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ୟଙ୍ଗ୍ ଟେଲେଣ୍ଟ ସ୍ୱରାଜ ବାରିକ୍ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଆପଣ ମାନେ ନିଶ୍ଚିତ ଭାବେ ଜାଣଇ ଥିବେ ସ୍ୱରାଜ ବାରିକ୍ ଓଲିଉଡ ରେ ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରି ଥିଲେ ଏବଂ ପରେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରି ଥିଲେ ।

ଏବଂ ପରେ ପରେ ସେ ପାଖା ପାଖି 5 ବର୍ଷ ର ଗେଫ୍ ପରେ ପରେ ସେ ଓଲିଉଡ କୁ ଏଣ୍ଟ୍ରୀ କରି ଥିଲେ ସ୍ୱରାଜ ବାରିକ୍ ସେ ତରଙ୍ଗ ସିନେ ପ୍ରଡ୍କୋସନ ରେ ତୁ ମୋ ଲଭ୍ ଷ୍ଟୋରୀ ରେ ଲିଡ୍ ରୋଲ ଭାବେ କାମ କରି ଥିଲେ, ଏବଂ ସ୍ୱରାଜ ବାରିକ୍ ଙ୍କ ବିପକ୍ଷ ରେ ନାୟୀକା ଭାବେ ଭୂମିକା ଦାସ୍ କାମ କରି ଥିଲେ । ଏହି ଫିଲ୍ମ ଟି ତାଙ୍କର ସୁପର ହିଟ୍ ହେବା ପରେ ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ତାଙ୍କୁ ଅନେକ ଗୁଜିଏ ଫିଲ୍ମ ମିଳି ଥିଲା କାମ କରିବା ପାଇଁ ,

Swaraj

ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଆଗକୁ ସ୍ୱରାଜ ବାରିକ୍ ଙ୍କ ଆସିବା ପାଇଁ ଯାଉଛି ଆଉ ଏକ ନୂଆ ଓଡିଆ ଫିଲ୍ମ ଜାହାର ନାମ ରହିଛି ଦିଲ୍ଲୀ ମୋ ମାନେନା ଏହି ଫିଲ୍ମ ରେ ଶିବାନୀ ସ୍ୱରାଜ ବାରିକ୍ ଙ୍କ ବିପକ୍, ରେ କାମ କରି ଥିବାର ଦେଖିବା ପାଇଁ ମିଳିବେ । ଜାହାର ସୁଟିଂ ବର୍ତମାନ ସମୟ ରେ ସେଷ ହୋଇ ସାରିଛି ।

ଏହି ସିନେମା ର ଏହି ଦୁହିଁଙ୍କ ରୋମାନ୍ସ କୁ ଦେଖି ଦର୍ଶକ ଭାବିଲେ କି ଭୂମିକା ହେଉଛନ୍ତି ସ୍ୱରାଜ ଙ୍କ ଗାର୍ଲ ଫ୍ରେଣ୍ଡ । ଏହି ନେଇ ସ୍ୱରାଜ କହିଲେ କି ସେ ହେଉଛନ୍ତି ମୋର ସହ ଅଭିନେତ୍ରୀ । ସେହି ପରି ବେଳେ ଏହି ଫିଲ୍ମ ର ଦ୍ୱତୀୟ ଭାଗ ରେ ବି ଏହି ଦୁହିଁଙ୍କୁ ଦେଖିବା ପାଇଁ ମିଳି ଥିଲା । ସେହି ପରି ଭାବେ କିଛି ଫିଲ୍ମ ମାନଙ୍କ ରେ ସନମିରା ଙ୍କୁ ବି ଆପଣ ମାନେ ଦେଖିବା ପାଇଁ ପାଇ ଥିବେ ।

Swaraj

ନିଶ୍ଚିତ ଭାବେ ଦେଖିବା ପାଇଁ ପାଇଥିବେ ଯେମିତି କି ଲୈଲା ଓ ଲୈଲା । ଚଳଚିତ୍ର ରେ ସେମିତି ରେ ଏଠାରେ ବି ଏହି ଦୁହିଁଙ୍କ ଭିତର ସଂମ୍ପର୍କ ଥିଲା ହେଲେ ବର୍ତମାନ ସମୟ ରେ ସେମିତି କିଛି ବି ଜଣା ପଡି ନାହିଁ । ଦେଖିବା କଥା କି ଆଗାମୀ ସମୟ ରେ କିଏ ତାଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *