ପୁଣି ହେବକି ଲକଡ଼ାଉନ୍ । ଏହି ଦିନଠାରୁ ଲାଗୁ ହୋଇପାରେ ଲକଡାଉନ !

loc12

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଚିନ୍ତା ବଢେଇଲାଣୀ କୋରନା ର ନୂଆ ଷ୍ଟ୍ରେନ୍ଥ କଣ ପୁଣି ଥରେ ଓଡିଶା କୁ ଫେରି ପାରେ ଲକଡାଉନ୍ ସରକାର ଏହି ନେଇ କେଉଁ ସବୁ ପଦକ୍ଷେପ ନେଉଛନ୍ତି ଏହି ବିଷୟ ରେ ଜାଣିିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ,

ଦେଶ ରେ କୋରନା ସଂଙ୍କ୍ରମଣ ଦେଖି ଲୋକ ମାନେ ଭୟବିତ ହେଲେଣୀ ମହାରାଷ୍ଟ୍ର ର ପରିସ୍ଥିତି କୁ ଅନୁଧ୍ୟନନ କରି ଓଡିଶା ମୂଖ୍ୟ ମନ୍ତ୍ରୀ ନବିନୀ ପଟ୍ଟନାୟକ ମଧ୍ୟ ଓଡିଶା ରେ କୋରନା କୁ ସମ୍ଭାବିତ ଜିବତ ରଖିବା ପାଇଁ କୋଠର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବଢୁ ଥିବା କୋରନା ଗ୍ରାଫ୍ କୁ ନେଇ ଏବେ ବିଭିନ୍ନ ରାଜ୍ୟ ସଜାଗ୍ ରହିଛନ୍ତି ,

lock

ତେବେ ପୁଣି ଥରେ ଏବେ ସାରା ଦେଶରେ କ-ରୋ-ନାର ତୃତୀୟ ଲହର ଚିନ୍ତା , ଦ୍ୱୀତିୟ ଲହର ଯେଉଁ ପରି ଭାବେ ସାରା ଦେଶରେ ସାଙ୍ଘାତିକ ପରିସ୍ତିତି ସୃଷ୍ଟି କରିଥିଲା ତୃତୀୟ ଲହରରେ ଏପରି ନ ହେବା ପାଇଁ ସରକାର ଚିନ୍ତିତ ହୋଇ ପଡିଛନ୍ତି ।

ମହାରାଷ୍ଟ୍ର ରେ ଲକଡାଉନ୍ ଗୁଜୁରାଟ ରେ ନାଇଟ୍ କୋର୍ଫ୍ୟୁ ଜାରି ହେବା ପରେ ଓଡିଶା ସରକାର ବି ତତ୍ପରାତା ଦେଖେଇଛନ୍ତି ,ସରକାର ଙ୍କ ପକ୍ଷ୍ୟ ରୁ ସମସ୍ତ ଜିଲ୍ଲା ପାଳ ଏବଂ ଏସ୍ପି ଙ୍କୁ ଚିଠି ଲେଖା ଜାଇଛି ନୂଆ କୋରନା ମାମଲା ଉପରେ ଦୃଷ୍ଟି ରଖିବା ସହିତ ନିୟମ କୁ କଡା କଡ଼଼ି ଭାବେ ପାଳନ କରିବା ପାଇଁ କୁହା ଜାଇଛି ଫଳ ରେ ଓଡିଶା କୁ ପୁଣି ଥରେ ଲକଡାଉନ୍ ଫେରିବ କି ନେଇ ଲୋକ ମାନେ ବର୍ତମାନ ସମୟ ରେ ଚିନ୍ତା ପଡିଛନ୍ତି ।

ତେବେ ଆବଶ୍ୟକ ହେଲେ ଲାଗୁ ହୋଇ ପାରେ ଲକଡାଉନ୍ ବୋଲି ସିବିକେ ମହାନ୍ତି , ଲକଡାଉନ୍ ଉପରେ ପ୍ରତିକ୍ରିୟା  ଦେଇ ସିବିକେ ମହାନ୍ତି କହିଛନ୍ତି ଓଡିଶା ରେ କୋରନା ସ୍ଥିତି ନିୟନ୍ତ୍ରଣ ରେ ରହିଛି । ତେବେ ଏବେ ଏବେ ସ୍କୁଲ କଲେଜ ମଧ୍ୟ ଖୋଲିଛି , ଯଦି ସ୍ତିତି ଅସମ୍ଭାଳ ହୁଏ , ତେବେ ପୁଣି ଥରେ ଓଡିଶା ଲକ ଡାୁନର ସାମ୍ମା କରି ପାରେ ବୋଲି ସୁଚନା ରହିଛି ।

lock

ଏବେ ଲକଡାଉନ୍ ର ଆବଶ୍ୟକତା ନାହିଁ ହେଲେ ଦରକାର ପଡିଲେ ଲକଡାଉନ୍ ବି ଘୋଷଣା ହୋଇ ପାରେ ବୋଲି ସେ କହିଛନ୍ତି , କୋରନା ଭୟ କମି ଥିଲେ ବି ଲୋକ ମାନଙ୍କୁ ବର୍ତମାନ ସମୟ ରେ ବି ସଚେତନନ ରହିବା ପାଇଁ ଆଦେଶ ଦିଆ ଜାଉଛି ଏବଂ ଲୋକ ସେଚେତନ ରହିଲେ ଲକଡାଉନ୍ କୁ ଏଡାଇ ହେବ ବୋଲି ସେ କହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *