ଓଡିଶା ପୁଣି ଥରେ ଲକଡାଉନ ଭିତରକୁ ଯାଇପାରେ। ଏହି ତାରିଖରୁ ପୁଣି ହେବ ଲକଡାଉନ

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଗୁରୁତ୍ୱପୁର୍ଣ୍ଣ ଖବର ନେଇକି ଆସିଛୁ ଯାହା ଆପଣଙ୍କର ଜାଣିବା ନିହାତି ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଓଡ଼ିଶାର ଲକଡାଉନ ବାବଦରେ। ରାଜ୍ୟବାସୀଙ୍କୁ ପୁଣି ସତର୍କ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ତାଙ୍କର ସତର୍କତା ପୁଣି ଲୋକଙ୍କ ଅଭିମୁଖେ ରହିବାକୁ ଯାଉଛି ଆଉ ତାହା ବାବଦରେ ସେ ଏକ ଭିଡିଓ ଦ୍ୱାରା ସଭିଙ୍କୁ କହିଛନ୍ତି।

ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମାନଙ୍କୁ କୋଭିଡର ତୃତୀୟ ଲହରୀ ପାଇଁ ସାବଧାନ କରିଛନ୍ତି। ତାହା ବାବଦରେ ସେ ସବୁ ଲୋକଙ୍କ ସାମ୍ନାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ତେବେ ଏହି ସୂଚନା ଦ୍ୱାରା ଏହା ଜଣା ପଡଛି କି ଓଡିଶା ପୁଣିଥରେ ଲକଡାଉନ ଭିତରକୁ ଆସିପାରେ। ଲକଡାଉନ ହେବାପରେ ହି ଲୋକମାନଙ୍କର ସତର୍କତା ରହିପାରେ। ଏହା ବାବଦରେ ହି ଆଜି ଆମେ କହିବୁ। ତେବେ ଏହା ସିଧା ପ୍ରସାରଣ ଅଟେ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

naveen

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି ଦ୍ୱିତୀୟ ଲହରୀ ସାଙ୍ଗରେ ମୁକାବିଲା କରିବା ପାଇଁ ଓଡ଼ିଶାବାସୀ ବହୁତ ସହାୟତା କଲେ ଆଉ ଆଶା କରାଯାଉଛି କି ତୃତୀୟ ଲହରୀ ପାଇଁ ବି ସମାନ ସହାୟତା କରିବେ। ଜୀବନ ଆଉ ଜୀବିକା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ ସେଥିପାଇଁ ଲୋକମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ଦୋକାନ ମାନଙ୍କୁ ଖୋଲାଯିବାକୁ ନିଷ୍ପତ୍ତି ନିଆ ଯାଉଛି।

ଓଡିଶା ଧୀରେ ଧୀରେ ଅନଲକ ହେଉଚି। ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଏବେ କୋଭିଡ କେସ ବଢି ଚାଲିଛି ଆଉ ତାହା ଆମ ପାଇଁ ଜମା ବି ଏକ ଭଲ ଖବର ନୁହଁ। କୋବିଡ଼ କେସ ବଢିବା ଦ୍ୱାରା ଆପଣଙ୍କର ସତର୍କ ରହିବା ନିହାତି ଦରକାର। ତେବେ ଅନ୍ୟ ରାଜ୍ୟ ମାନଙ୍କ ଭଳି ଓଡ଼ିଶାର ପରିସ୍ଥିତି ନାହିଁ। ଆମ ଓଡ଼ିଶାରେ କେସ କମି କମି ଚାଲିଛି। ଓଡିଶା ଧୀରେ ଧୀରେ ଅନଲକ ହେବାରେ ଲାଗିଛି। ଆମ ଅନୁଷ୍ଠାନ ମାନଙ୍କର ଖୋଲିବା ଏହାର ଉଦାହରଣ ଅଟେ।

ତେବେ ସେ ଆହୁରି ବି କହିଛନ୍ତି କି ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବା ନିହାତି ଦରକାର ଆଉ ତାହା କରି ହିଁ ଆମେ ସତର୍କ ରହିପାରିବା। ବାହାର ରାଜ୍ୟ ମାନଙ୍କରେ କୋଭିଡ କେସ ବଢି ଯାଇଛି ଯାହା କି ଓଡ଼ିଶାର ଲୋକଙ୍କ ପାଇଁ ଜମା ବି ଭଲ ଖବର ନୁହଁ। ସଭିଙ୍କୁ ଟୀକା କାରଣରେ ଭାଗ ନେବାକୁ ପରାମର୍ଶ ଆଉ ତାହା ପରେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

naveen patnaik

ତେବେ ସେ କହିଲେ,” ପ୍ରିୟ ଭାଇ ଓ ଭଉଣୀ ମାନେ ଆପଣ ମାନେ କୋଭିଡର ଦ୍ୱିତୀୟ ଲହରୀ ସହ ମୁକାବିଲା କରିବା ପାଇଁ ଯେପରି ଆମ ଡାକ୍ତର ତଥା ବୈଜ୍ଞାନିକ ମାନଙ୍କର ସହାୟତା କଲେ, ମୁ ଆପଣଙ୍କ ପାଖରୁ ସେଭଳି ହି କିଛି ସହାୟତା ଆଶା କରୁଛି କୋଭିଡର ତୃତୀୟ ଲହରୀ ପାଇଁ। ଆପଣ ମାନେ ତ ଦେଖିଲେ କି ଭାରତର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡର ଦ୍ୱିତୀୟ ଲହରୀ କିଭଳି କାୟା ବିସ୍ତାର କରିଥିଲା ଆଉ ଆପଣ ଏବେ ଆମ ଓଡିଶାକୁ ଦେଖନ୍ତୁ ତାହା କିପରି ନିୟନ୍ତ୍ରଣ ଭିତରେ ଥିଲା। ତେବେ ଓଡ଼ିଶାର ଲୋକ ମାନଙ୍କର ସତର୍କତା ତଥା ତାଙ୍କର ଅନ୍ୟାନ୍ୟ ସମସ୍ତ ପାଳନ ପାଇଁ ଆମେ ଆଜି ସୁରକ୍ଷିତ ଅଛୁ।”

Leave a Reply

Your email address will not be published. Required fields are marked *