ତେବେ ଆଜିର ବଡ଼ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆର୍ଟିଓ ଦ୍ୱାରା ଜାରି କରା ଯାଇଥିବା କିଛି ନୂଆ ଟ୍ରାଫିକ ନିୟମ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କର ଜାଣିବା ନିହାତି ଦରକାର। ତେବେ ଏହି ନିୟମ ଭିତ୍ତିରେ ଆହୁରି କିଛି ଚଳାନ ତଥା ରୋଡ଼ ଟ୍ୟାକ୍ସ କଟାଯିବାର ସମ୍ଭାବନା ଅଛି। ତେବେ କଣ ରହିଛି ଏହା ଉପରେ ନିଷ୍ପତ୍ତି ତାହା ଆମେ ଆଜି ଜାଣିବା। ତେବେ ଆପଣ ଆମ ସହ ଶେଷ ଯାଏ ଯୋଡ଼ି ରୁହନ୍ତୁ ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ଖବର ବାବଦରେ।
ଏବେ ଆର୍ଟିଓ ଦ୍ୱାରା ଜାରି କରା ଯାଇଥିବା ନିୟମ ଏହି ଅଗଷ୍ଟ ମାସ ପାଇଁ ଲାଗୁ ହେବାକୁ ଯାଉଛି। ତେବେ କଡାକଡି କରିବାର ନିଷ୍ପତ୍ତି ନିଆ ଯାଇଛି ଯାହା କି ବେପରୁଆ ଚାଳକ ମାନଙ୍କର ଦାୟିତ୍ତ୍ୱହିଁ ଗାଡି ଚଲା ପାଇଁ ଜାରି କରା ଯିବାକୁ ଯାଉଛି। କଡା କଡୀ ହେବାକୁ ଯାଉଛି ନିୟମ ଆଉ ବେପରୁଆ ଚାଳକ ମାନଙ୍କର ଆଉ ନିସ୍ଥାର ନାହିଁ। ତେବେ କରୋନା କାଳରେ ସବୁ ନିୟମ କୋହଳ କରା ଯାଇଥିଲା ମାତ୍ର ଏବେ ତାହା ଆହୁରି କଡା କରାଯିବାକୁ ଯାଉଛି ଆଉ ଏଣିକି ଟ୍ରାଫିକ ନିୟମ ଭାଙ୍ଗିବା ଉପରେ ଦଣ୍ଡାଦେଶ କରାଯିବ ଯାହା କି ଆଗ ତୁଳନାରେ ଆହୁରି ଅଧିକ କଡା ହେବ।
ଦାୟିତ୍ତ୍ୱହୀନ ଭାବେ ଚଳାଉଥିବା ଚାଳକ ମାନଙ୍କ ପାଇଁ ଏହା ଠିକ ଖବର ନୁହଁ କାରଣ ସେମାନଙ୍କର ଏବେ ଆଉ କିଛି ବି ନିୟମ କାମ କରିବ ନାହିଁ ଆଉ ସେମାନଙ୍କୁ କଠୋର ଦଣ୍ଡାଦେଶ କରାଯିବ। ସବୁ ରାଜ୍ୟରେ ଖୁବ ଶୀଘ୍ର ଏହି ନିୟମ ମାନଙ୍କର ଜାରି ହେବାକୁ ଯାଉଛି।
ଅନ୍ୟ ପଟରେ ସବୁ ରାଜ୍ୟର ସବୁ ସ୍ଥାନ ମାନଙ୍କରେ ଅନ୍ତଃରାଜ୍ୟ ବସ ସେବା ଆରମ୍ଭ ହେବାକୁ ଯାଉଛି। ଏହା ଉପରେ ରାଜ୍ୟ ପରିବହନ ବିଭାଗ ରାଜ୍ୟର ସବୁ ଜିଲ୍ଲା ମାନଙ୍କରେ ଥିବା ପରିବହନ କାର୍ଯ୍ୟାଳୟ ମାନଙ୍କୁ ନୋଟିସ କରିଛନ୍ତି। କରୋନା କାଳରୁ କଟକଣା ଲାଗିଥିବା ଏହି ବସ ଚଳାଚଳ ଏବେ ପୁଣି ଆରମ୍ଭ ହେବାକୁ ଯାଉଛି। ଖୁବ ଶୀଘ୍ର ଏହା ଆରମ୍ଭ ହେବାକୁ ଯାଉଛି।
ତେବେ ରାଜ୍ୟ ପରିବହନ ବିଭାଗର ଜଣେ କାର୍ଯ୍ୟକାର୍ତ୍ତ ତାଙ୍କର ଏକ ଇଣ୍ଟରଭିଉରେ କହିଲେ, ” ଆପଣ ଜାଣନ୍ତି କି ଏହି ନିୟମ କୋହଳ କରାଯିବା ପରେ ଦୁର୍ଘଟଣା ମାନଙ୍କର ହାର କିଭଳି ବଢିଯାଇଛି। ଆପଣ ଦେଖୁଛନ୍ତି କି ଦୂତଘଟଣା ଜନିତ ମୃତ୍ୟୁ ହାର ବି ବଢିଯାଇଛି ତେଣୁ ଆମକୁ ଯାହା ବି ହେଉ ସେହି ନିୟମ ମାନିବାକୁ ହେବ।ଖୁବ ଶୀଘ୍ର ସେହି ନିୟମ ମାନଙ୍କର ପ୍ରଣୟନ କରି ତାହାକୁ କଡାକଡି କରିବାକୁ ହେବ। ଆଉ ହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ପୁଣି ଅନ୍ଥରାଜ୍ୟ ବସ ଚଳାଚଳ ହେବାକୁ ଯାଉଛି ଯାହା କି ଆମକୁ ଜାଣିବାକୁ ହେବ।