ସାଧୁ ବାଣୀ – ଜୀବନରେ କେବେବି ଏହି 10 ଟି ଭୂଲ କରନ୍ତୁ ନାହିଁ ଆଜିହିଁ ଜୀବନ ବଦଳିଯିବ

life

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି 10 ଟି ଭୂଲ କରନ୍ତୁ ନାହିଁ ନେହଲେ ଆପଣ ମାନଙ୍କର ସୈଭାଗ୍ୟ କୁ ଦୂରର୍ଭାଗ୍ୟ ରେ ପରିଣତ ହୋଇଯିବ । ତେବେ ପ୍ରଥମେ ରହିଛି ଦର୍ପଣ ଯଦି ଆପଣ ମାନଙ୍କ ଘରେ ଏକ ଭଙ୍ଗା ଦର୍ପଣ ରହିଛି ଜହାର କାଚ ଟିକିଏ ବି ଭାଙ୍ଗିଥିଲେ ଆପଣ ମାନେ ଏହାକୁ ନିଜଠାରୁ ଦୂରେଇ ଦିଅନ୍ତୁ । ନେହଲେ ଆପଣ ମାନଙ୍କର ସୈଭାଗ୍ୟ କୁ ଦୂରର୍ଭାଗ୍ୟ ରେ ପରିଣତ ହୋଇଯିବ ।

broken mirror

ସେହି ପରି ପାରା ଯଦି ଆପଣଙ୍କ ଘରେ ବସା ବାନ୍ଧି ରହିଛନ୍ତି । ତାହାକୁ ତୁରନ୍ତ ବାହାର କରନ୍ତୁ ଯେକୈଣସି ପକ୍ଷୀ ଘରକୁ ଆସିଲେ କ୍ଷେତି ନାହିଁ ହେଲେ ଘରେ ବସା ବାନ୍ଧିଲେ ଆପଣ ମାନଙ୍କର ସୈଭାଗ୍ୟ କୁ ଦୂରର୍ଭାଗ୍ୟ ରେ ପରିଣତ ହୋଇଯିବ । ସେହି ପରି ଆପଣଙ୍କ ଘରେ ପାଣି ଟେପ ରୁ ପାଣି ଯଦି ଟପଟପ୍ ହୋଇ ପଡୁଛି ତେବେ ତାହାକୁ ତୁରନ୍ତ ବନ୍ଧ କରନ୍ତୁ ନହେଲେ ଆପଣ ମାନଙ୍କ ଆର୍ଥିକ ସମସ୍ୟା ଦେଖିବାକୁ ମିଳିବ ଏବଂ ଆପଣ ମାନଙ୍କର ସୈଭାଗ୍ୟ କୁ ଦୂରର୍ଭାଗ୍ୟ ରେ ପରିଣତ ହୋଇଯିବ । ଯଦି ଆପଣ ଘରେ କେବେ ବି ଭଙ୍ଗା ବାସନ କୁ ରଖନ୍ତୁ ନାହିଁ । ଏହି ବିଷୟ ରେ ଜ୍ୟତିଷ ଶାସ୍ତ୍ର ରେ ମଧ୍ୟ କୁହା ଜାଇଛି । ଯେ ଘରେ ଭଙ୍ଗା ବାସନ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି ।

ସେହି ପରି ଭାବେ ଆପଣ ମାନେ ଯଦି ଘରେ ଭଙ୍ଗା କାଚ ବା ଗ୍ଲାସ୍ ଆଦି କୁ ରଖିଛନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଦାରିଦ୍ର ର ସୀମା ରେଖା କୁ ଯିବା ନିଶ୍ଚିତ ଅଟେ । ଏହା ଦ୍ୱାରା ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ତେଣୁ ଏବେ ହିଁ ଘରୁ ବାହାର କରନ୍ତୁ । ସେହି ପରି ବେଳେ ଆପଣ ମାନଙ୍କ ପାଖରେ ଅଧା ଭଙ୍ଗା ଫୋଟ ରହିଛି ବା ଚିରି ଜାଇ ଥିବା ଫୋଟ ଗ୍ରାଫ୍ ରହିଛି ତେବେ ଏବେହିଁ ବାହାର କରି ପକାନ୍ତୁ । ଏହା ଦ୍ୱାରା ଘରୁ ଖରାପ୍ ଶକ୍ତି ମାନେ ପ୍ରବେଶ କରନ୍ତି ନାହିଁ ।

Broken glass

ସେହି ପରି ବେଳେ ଆପଣ ମାନଙ୍କ କବାଟ ଯଦି ଭଙ୍ଗା ହୋଇ ଥାଏ । ତେବେ ଆପଣ ମାନେ ହାକୁ ତୁରନ୍ତ ହିଁ ପରିବର୍ତନ କରନ୍ତୁ କାରଣ ଏହା ଆପଣ ମାନଙ୍କ ପାଇଁ ବହୁତ କିଛି ସଂଙ୍କଟ ନେଇ କରି ଆସି ଥାଏ । ଏହି ଯୋଗୁଁ ଆପଣ ମାନଙ୍କୁ ଆର୍ଥିକ ଅସୁବିଧା ହୋଇଥାଏ । ଆପଣ ମାନଙ୍କର ସୈଭାଗ୍ୟ କୁ ଦୂରର୍ଭାଗ୍ୟ ରେ ପରିଣତ ହୋଇଯିବ । ସେହି ପରି ବେଳେ ଘରେ ଭଙ୍ଗା ପଲଙ୍କ ବା ଭଙ୍ଗା ଫର୍ନିଚର ବି ରହିବା ବହୁତ ଖରାପ୍ ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *