ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ସମୟ ରେ ଆମେ ମାନେ କିଛି ନା କିଛି ଖାସ ଖବର ଆପଣଙ୍କ ପାଇଁ ନେଇ କରି ଆସିଥାନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ବାସ୍ତୁ ଟିପ୍ସ ଉପରେ କଥା ବାର୍ତ୍ତା ହେବା ପାଇଁ ଆସିଛୁ । ତେବେ ଆମ ମାନଙ୍କ ଘରେ ଯେତେ ବେଳେ କୈଣସି ଏଖ ନବଜାତ ଶିଶୁ ଟିଏ ଜନ୍ମ ଗ୍ରହଣ କରେ ତେବେ ସେହି ସମୟ ରେ ଆମର ଚିନ୍ତା ରହିଥାଏ ତାର ନାମକୁ ନେଇ ।
କାରଣ ପିଲାଟି ପୁଅ କି ଝିଅ ଏହି ନାମରୁ ହିଁ ତା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବା । ତେବେ ଆମେ ଏହାକୁ ଅତି ଚିନ୍ତାର ଭାବେ ନେଇ ଥାନ୍ତି । ସେିତି ରେ ଆମ ମାନଙ୍କୁ ସବୁବେଳେ ଅତି ଚିନ୍ତିତ ସହିତ ନାମ ପ୍ରଦାନ କରିବା ଆବଶ୍ୟକ ଅଟେ ଜାହା ପରେ ପରେ କିଛି ବି ଚିନ୍ତା ରହେ ନାହିଁ । ସେମିତି ରେ ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନଙ୍କୁ ନିଜର ପିଲା ର ନାମ କୁ କେଉଁ ନାମ ରୁ ଆରମ୍ଭ କରିବା ଉଚିତ ନୁହେଁ ଏବଂ କେଉଁ ନାମ ରୁ ଦେବା ଉଚିତ୍ ।
ବିଭିଷଣ
ରାମାୟଣ ର ଏକ ଗୁରୁତ୍ୱପୂର୍ଣ୍ଣ ଅଶଂ ଅଟେ ବିଭିଷଣ ଏଠାରେ କୈଣସି ମିଛ କହିବ ନାହିଁ । ହେଲେ ଏହି ନାମର ଏକ ଉତ୍ତମ ଅର୍ଥ ସତ୍ୱେ ଆମେ ଆମର ପିଲାର ନାମ ଏହି ନାମରେ ଦେବା ଉଚିତ୍ ନୁହେଁ । ଏହାର କାରଣ ଅଟେ ବିଭୀଷଣ ନିଜ ଭାଇ ରାବଣଙ୍କ ମୃତ୍ୟୁର କାରଣ ଥିଲା |
ଦାସ
ବନ୍ଧୁଗଣ ଆପଣ ମାନେ ଏହି ନାମକୁ ନିଜର ପିଲା ମାନଙ୍କ ପାଇଁ ରଖନ୍ତୁ ନାହିଁ କାରଣ ହିନ୍ଧୁ ଧର୍ମ ରେ ଦାସ ର ଅର୍ଥ ହେଉଛି ସେବକ । ଏହି ନାମ ବହୁତ ବ୍ୟବହୃତ ହୁଅ ଯେତେବେଳେ କେହି କାହାର କାମ କରନ୍ତି ବା କାହା ସହିତ କଥା ହୁଅନ୍ତି ।
ନକୁଳ
ନକୁଳ ମହାଭାରତର ଜଣେ ପ୍ରସିଦ୍ଧ ଚରିତ୍ର ରହିଥିଲେ | ଏହା ପାଞ୍ଚଟି ପାଣ୍ଡବଙ୍କ ମଧ୍ୟରୁ ଗୋଟିଏ ଥିଲା। ଏହି କାରଣରୁ ଅନେକ ଲୋକ ନିଜ ସନ୍ତାନର ନକୁଳ ନାମ ଦିଅନ୍ତି |
ତମସ୍
ତେବେ ଏହି ତମସ୍ ର ପ୍ରକୃତ ନାମ ର ଅର୍ଥ ହେଲା ଅନ୍ଧକାର ସଦୃଶ ଅଟେ । ବନ୍ଧୁଗଣ ଆପଣ ମାନଙ୍କ ପିଲା ର ନାମ ଏହି ଥିରେ କେବେ ବି ରଖନ୍ତୁ ନାହିଁ କାରଣ ଏହା ଆପଣ ମାନଙ୍କ ପିଲା କୁ ଅନ୍ଧକାର ସମାନ ନାକାରାତ୍ମକ କରେଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।