ନବୀନଙ୍କ ବଡ ଘୋଷଣା – ଏହି କାମ କଲେ ମିଳିବ ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଚାରିଆଡେ ଚହଳ ପଡିଛି eShram Card ତେବେ ଆପଣ ମାନେ ବି ଭାବୁଥିବେ ଏହି eShram Card କାର୍ଡ କଣ ଆଉ ଏହାକୁ କିପରି ବନେଇପାରିବେ । କେଉଁମାନେ ବନେଇପାରିବେ । ଏମିତିକି ଏହାକୁ ବନେଇତିଲେ ଆମକୁ ବେନିଫିଟ କଣ ମିଳିବ ।

ତେବେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି କି ଏହାକୁ ବହୁତ ଲୋକ ମାନେ ଲେବର କାର୍ଡ ବୋଲି କହିଥାନ୍ତି । ହେଲେ ସଂମ୍ପର୍ଣ୍ଣ ରେ ଏହା ଲେବର କାର୍ଡ ନୁହେଁ ତେବେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଆମେ ମାନେ ଜାଣିନେବା ବାସ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।

e-Shram Card

ତେବେ ବନ୍ଧୁଗଣ ଏହା କୈଣସି ଲେବର କାର୍ଡ ନୁହେଁ ଜାହା ଆମ ରାଜ୍ୟ ସରକାର ଙ୍କ ତରଫ ରୁ ରହିଛି ଯେଉଁଥିରେ ଆପଣ ମାନଙ୍କୁ ବହୁତ ଗୁଡିଏ ବେନିଫିଟ ରହୁଛି ଋଣ , ଝିଅ ବାହାଘର କୁ ଟଙ୍କା , ଛୁଆ ପିଲାଙ୍କୁ ସାଇକେଲ ଇତ୍ୟାଦି ମିଳୁଛି । କିନ୍ତୁ ଏହି ଶ୍ରମ କାର୍ଯ୍ୟ ଲେବର କାର୍ଡ ଭଳି ହେଲେ ବେନିଫିଟ୍ ନାହିଁ। ହେଲେ ବହୁତ ଲୋକ ଲେବର କାର୍ଡ ବୋଲି ଭାବୁଛନ୍ତି ।

ଯେଉଁଟାକି ଏହା କେନ୍ଦ୍ର ସରକାର ଙ୍କ ତରଫରୁ ଆପଣ ମାନେ ଜାଣିଛନ୍ତି ସମସ୍ତଙ୍କ ପାଖରେ ଆଧାର କାର୍ଡ ରହିଛି । ଠିକ୍ ସେମିତି ଏହା ଆଧାର କାର୍ଡ ଟାଇପ୍ ର ଅଟେ । ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ତଳେ ଥିବା ଲିଙ୍କ୍ ରେ କ୍ଲିକ୍ କରନ୍ତୁ ଏବଂ ଦେଖନ୍ତୁ ସଂମ୍ପର୍ଣ୍ଣ ଭାବେ ଲେଖା ରହିଛି ଆପଣ ମାନେ କେଉଁ କେଟାଗୋରି ରେ ଆସୁଥିଲେ ଏହାକୁ ଆପ୍ଲାୟ କରି ପାରିବେ ।

Card

ତେବେ ଏହା ପାଇଁ https://netodisha.in/e-shram-card-apply-odisha-eshram-card-benefit-and-details/ ରେ ଯିବାକୁ ପଡିବ ଏବଂ ଏଠାରେ ସଂମ୍ପର୍ଣ୍ଣ ଭାବେ ବିବରଣି ପାଇ ପାରିବେ । ତେବେ ଏହାକୁ ଆପ୍ଲାୟ କରିବା ପାଇଁ CSC ବା ଜନସେବା କେନ୍ଦ୍ରରେ ଜାଇ ଆପଣ ମାନେ ଏହାକୁ ଆପ୍ଲାୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *