ପାର୍କରେ ପ୍ରେମ ନାଟକ:ଜଣଙ୍କ ସହ ଗପୁଥିଲେ ପ୍ରେମିକା ପହଞ୍ଚିଗଲେ ଆଉ ଜଣେ ପ୍ରେମିକ ଲାଗିଗଲେ ମାରପିଟ, ଆଉ ତା ପରେ ଜାହା ହେଲା |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ଆପଣ ମନେ ଜାଣିଥିବେ ଆଜି କାଲିର ଦୁନିଆ କି ପରିସ୍ଥିତିରେ ଗତି କରୁଛି, ଯାହାକି ଲୋକମାନଙ୍କୁ ଭଲ ବାଟରୁ ଖରାପ ବାଟକୁ ନେଇଆସୁଛି, ବେଶୀ କରି ଭଲ ପାଇବା କଥାରୁ ସମାଜ ପୁରା ତଳକୁ ଖସି ଗଲାଣି, ଭଲ ପାଇବା ଏକ ପବିତ୍ର ବନ୍ଧନ, ହେଲେ ଲୋକ ମାନେ ସେଇ ଭଲ ପାଇବା କୁ ଖେଳ ଘର ଭାବି ଲୋକଙ୍କ ସହିତ ଧୋକାବାଜି କରୁଛନ୍ତି, ଦେଖନ୍ତୁ ଏପରି ଏକ ଘଟଣା ଘଟିଛି ଯାହାକି ଆପଣମାନେ ଜାଣିଲେ ଆପଣକୁ ବହୁତ ଖରାପ ଲାଗିବ |

ଏହିପରି ଏକ ଘଟଣା ଭୁବନେଶ୍ୱର ପାର୍କ ରେ ଘଟିଛି, ଏହା ହେଉଛି ଭଲ ପାଇବାର ଏକ ସଂଯୋଗ, ଯାହାକି ସମାଜ ପାଇଁ ଠିକ ନୁହଁ, ଏହା ଏକ ଯୁବତୀ ଆଉ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଘଟିଛି, ଯୁବତୀ ଜଣଙ୍କ ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ରହି ଏକ ଘରୋଇ ଇଂଜିନିଅରିଂ କଲେଜ ରେ ପାଠ ପଢୁଥିଲେ, ସେହି ଯୁବତୀ ଜଣଙ୍କ ଦୁଇ ଜଣ ଯୁବକଙ୍କୁ ଭଲ ପାଉଥିଲେ, ଆଉ ତାଙ୍କ ଦୁଇ ଜଣଙ୍କୁ ଠିକ ଟାଇମ ଦେଇ କଥା ହେଉଥିଲେ,ହେଲେ ଦୁଇ ଜଣ ପ୍ରେମିକ ସେହି ପ୍ରେମିକା ର ଚାଲ ବୁଝିପାରୁନଥିଲେ,

park

ଯୁବତୀ ଜଣଙ୍କ ଜଣେ ପ୍ରେମିକ ସହ ଗପୁଥିବା ବେଳେ ତାଙ୍କ ପୁରୁଣା ପ୍ରେମିକ ଏହାକୁ ଦେଖି ସେଠାକୁ ଆସିଲେ ଆଉ ପ୍ରେମିକାଙ୍କୁ ପଚାରିଲେ ଏହି ପୁଅ କିଏ ତୁମେ ତାଙ୍କ ସହ କଣ ପାଇଁ କଥା ହେଉଛ, ସେଇଠୁ ପ୍ରେମିକା କହିଲେ ସେ ମୋ ସାଙ୍ଗ, ଏହାକୁ ଶୁଣିବା ପରେ ପୁରୁଣା ପ୍ରେମିକ ତାଙ୍କୁ କହିଲେ ତୁମେ ମୋତେ ଭଲ ପାଉଛ ପୁଣି ଆଉ ଜଣଙ୍କୁ ବି ଭଲ ପାଉଛ, ମୋ ସହିତ ଭଲ ପାଇବାର ଖେଳ ଖେଳୁଛ ଏହା କହି ପ୍ରେମିକାଙ୍କୁ ଗୋଟେ ଚାପୁଡ଼ା ମାରିଲେ,

ଏହାକୁ ଦେଖି ନୂଆ ପ୍ରେମିକ ପୁରୁଣା ପ୍ରେମିକ କହିଲେ ତୁମେ କଣ ପାଇଁ ମୋ ପ୍ରେମିକା କୁ ମାରିଲ, ସେ ମୋତେ 2 ବର୍ଷ ହେଲା ଭଲ ପାଉଛି,ଏହା କହି ଦୁଇ ଜଣ ପ୍ରେମିକ ବହୁତ ଜୋରେ ମାରପିଟ ଲାଗିଗଲେ, ଏହାକୁ ଦେଖି ସ୍ଥାନୀୟ ଲୋକେ ପିସିଆଇ ଭ୍ୟାନ କୁ ଫୋନ କରିଥିଲେ |ଏହା ପରେ ପୋଲିସ ସେଠାରେ ପହଁଞ୍ଚି 3 ଜଣଙ୍କୁ ଥାନା କୁ ନେଇଯାଇଥିଲେ |

park

ଏହା ହେଉଛି ଭଲ ପାଇବାର ଗୋଟେ ଖରାପ ଗୁଣ, ଏମିତି କାମ ଆପଣ ମାନେ କେବେବି କରିବେ ନାହିଁ, ଯେଉଁଥି ପାଇଁ ଆପଣ ଖରାପ ହେବା ସହିତ ଆପଣଙ୍କ ପରିବାର ଲୋକଙ୍କ ମୁଣ୍ଡ ତଳକୁ କରିବ, ଲୋକମାନେ ତୁମକୁ ବହୁତ ଖରାପ ଭାବିବେ ଆଉ ରାସ୍ତାରେ ଚଳେଇ ଦେବେନି, ଆଉ ଏମିତି କିଛି ଭଲ କାମ କର ଯାହାକି ଲୋକ ମାନେ ତୁମକୁ ସେହି କାମ ପାଇଁ ସମ୍ମାନ କରିବେ | ଭଲ ପାଉ ଏମିତି ଭଲପାଅ ଯେମିତି କିଛି ଅସୁବିଧା ସେହି ଭଲ ପାଇବାରେ ନଥିବା, ଆଉ ସମସ୍ତେ ସେହି ଭଲ ପାଇବାକୁ ସପଟ କରୁଥିବେ, ଆଉ କାହା ସହିତ ବି ଏମିତି ଧୋକା ଦେଲା ଭଳି ଭଲ ପାଇବା ପାଆନ୍ତୁ ନାହିଁ |

ଏହି ପୋଷ୍ଟ ଟି କୁ ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *