ଆସୁଛି ଲଘୁଚାପ ଆଜିଠୁ ବର୍ଷା ବଢିବ ଏହି ଜିଲ୍ଲାକୁ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିଠାରୁ ରାଜ୍ୟ ରେ ବଢିବ ବର୍ଷା 9 ଜିଲ୍ଲାକୁ ସତର୍କ ସୂଚନା ଜାରି ହେବ ଏବଂ ଏହି ବର୍ଷା ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଜାରି ରହିବ ଏହି ବର୍ଷା । ଏଥିସହିତ ସେପ୍ଟେମ୍ବର ପ୍ରଥମ ସପ୍ତାହ ରେ ବି ରାଜ୍ୟ ବ୍ୟାପି ମୈଶୁମୀ ବର୍ଷା ହେବ । ତେବେ କେଉଁ ଜିଲ୍ଲା କୁ ରହିଛି ସତର୍କ ସୂଚନା ଏବଂ କଣ ରହିଛି ପାଣିପାଗ ବିଭାଗ ର ସୂଚନା ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।

ତେବେ ଆଗାମୀ 28 ତାରିଖ ରେ ଲଘୁଚାପ କ୍ଷେତ୍ର ଯୋଗୁଁ ଅଧିକାଂଶ ସ୍ଥାନରେ ଅଗଷ୍ଟ ସେଷ ଯାଏ । ପ୍ରତ୍ୟେକ ଦିନ ଅଣା ଅଧିକ ବର୍ଷା ମଧ୍ୟ ହୋଇପାରେ ତେବେ ଟ୍ରମ୍ଫ ଲାଇନ୍ ପ୍ରଭାବ ରେ ରାଜ୍ୟ ରେ ବଦଳିବ ପାଗ ବିଭିନ୍ନ ଜିଲ୍ଲା କୁ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଏହାକୁ ନେଇ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

rains

ତେବେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା କୁ ସତର୍କ ସୂଚନା ଜାରି କରାଜାଇଛି । ଆଉ ଆଜି ପାଇଁ 9 ଜିଲ୍ଲା କୁ ସତର୍କ ସୂଚନା ଦିଆଜାଇଛି । ଆଉ ସେହି ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ , ନୟାଗଡ , କୋର୍ଦ୍ଧା , କଟକ, ଅନୁଗୁଳ , ଢେଙ୍କାନାଳ କେନ୍ଧୁଝର , ମୟୁରଭଞୀ ବାଲେଶ୍ୱର ଜିଲ୍ଲା କୁ ସତର୍କତା ଜାରୀ କରାଜାଇଛି । ତେବେ ଦେଖିବା ଲଘୁଚାପ ର ଖବର ଏହି ପ୍ରଭାବ ପାଇଁ ଅଗଷ୍ଟ ମାସ ଏକ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ଗଣାଯିବ ।

ପ୍ରତି ବର୍ଷ ଏହି ମାସ ରେ ଅଧିକ ବର୍ଷା ହୋଇଥାଏ । ହେଲେ ବିଗତ କିଛି ଦଶନ୍ଧିରେ ଅଗଷ୍ଟ ମାସ ଏକ ସୁଖିଲା ଅଗଷ୍ଟ ମାସରେ ପରିଣତ ହୋଇଛି । ସାମୁଦ୍ରିକ ଅନୁଯାୟୀ ବାର୍ଷିକ ବୃଷ୍ଟିପାତ କୁ ପ୍ରଭାବିତ କରିବାର ଆଶଂକା ରହିଛି । ଏହିଥିରେ ମାସ ସେଷ ବେଳକୁ ଦାନା ବାନ୍ଧୁଥିବା ଲଘୁଚାପ ନୂଆ ଆଶା ନେଇ ଆସିଛି । ତେବେ ବର୍ତମାନ ସମ ରେ ମିଳିଥିବା ସୂଚନା ଅନୁସାରେ 30 ତାରିଖ ବେଳକୁ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ରହିଛି ।

rains

28 ତାରିଖ ବେଳକୁ ବଙ୍ଗୋପସାଗର ରେ ଏକ ସାଇକ୍ଲୋନିକ୍ ସର୍କ୍ୟୁଲେସନ ସୃଷ୍ଟି ହେବ ଜାହା ପରବର୍ତି ସମୟ ରେ 30 ତାରିଖ ରେ ଏକ ବଡ ଲଘୁଚାପ ରେ ପରିବର୍ତ୍ତନ ହେବାକୁ ଜାଉଛି । ପରବର୍ତି ଦୁଇ ଦିନ ରେ ଏହି ସାଇକ୍ଲୋନିକ୍ ସର୍କ୍ୟୁଲେସନ ଘନିଭୂତ ହେବାକୁ ଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *