ରସୁଣ ଖାଇଲେ କଣ କଣ ସବୁ ଫାଇଦା ହେଇଥାଏ ତାହା ଆସନ୍ତୁ ଜାଣିବା। ଖଟରେ କେବେ ଥକିବେନି

Garlic

ଯଦି ଆପଣ ଶାରୀରିକ ଦୁର୍ବଳତାର ଶିକାର ଅଟନ୍ତି ତାହେଲେ ଆଜିର ଖବର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ ଶାରୀରିକ ଚର୍ଚାଆ ଉପରେ ଏକ ବଡ଼ କଥା କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ରସୁନାର ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ସଭିଙ୍କୁ ଆପଣେଇବା ଦରକାର। ଯଦି ଆପଣଙ୍କର ଶାରୀରିକ ଦୁର୍ବଳତା ଅଛି ତାହେଲେ ଆପଣ ରସୁଣ ସେବନ ନିଶ୍ଚୟ କରନ୍ତୁ ଯାହା କି ଆପଣଙ୍କ ପାଇଁ ବହୁତ ଫାଇଦା ଦେବ।

ତେବେ ରସୁଣ ଆମର ଖାଦ୍ୟକୁ ଯେ ସ୍ୱାଦିଷ୍ଟ କରିଥାଏ ତାହା ହି ନୁହଁ ବରଂ ଏହା ଆମ ଖାଦ୍ୟରେ ରହି ଆମ ଶାରୀରିକ ସୁସ୍ଥତା ରଖିଥାଏ। ତେବେ ଖାଦ୍ୟରେ ରସୁଣ ରହିବା ଦ୍ୱାରା ଏହା ଆମ ଶରୀରରେ ବହୁତ ପୋଷକ ତତ୍ତ୍ୱ ଦେଇଥାଏ। ଏହି ତତ୍ତ୍ୱ ଆମକୁ ବହୁତ କିଛିରୁ ଦୂର କରିଥାଏ।

Garlic

ଲୋକପ୍ରିୟ ଆୟୁରଭେଦିକ ଡାକ୍ତର ମାନସୁର ରାବତ କୁହନ୍ତି କି ରସୁଣରେ ବୈଜ୍ଞାନିକ ଭାବେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥିବା କଥା ଜଣା ପଡ଼ିଛି ଯାହା କି ଆମକୁ ଦୁର୍ବଳତାରୁ ଦୂର କରିଥାଏ। ଆପଣ ଯଦି ରସୁଣରୁ ମିଳୁଥିବା ଉପାଦାନ ମାନଙ୍କ ବାବଦରେ ଜାଣିବେ ତାହେଲେ ଏଥିରେ ମୁଖ୍ୟତଃ ମାଂଗାନିଜ, ଫସଫରସ, ପୋଟାସିଏମ, ଭିଟାମିନ ସି, ଭିଟାମିନ ଏ ଇତ୍ୟାଦି ରହିଛି। ଏଥିରେ କିଛି ପରିମାଣରେ ପାନ୍ତଥେନିକ ଏସିଡି ବି ଅଛି। ଏଥିରେ ଅଳ୍ପ ପରିମାଣରେ ପ୍ରୋଟିନ ଥାଏ ଯାହା କି ଆମ ଶରୀର ପାଇଁ ନିତାନ୍ତ ଲାଭ ଦାୟକ ହେଇଥାଏ। ଆପଣ ଏହାକୁ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥତାରେ ଏହା ସହାୟକ ହେଇଥାଏ।

ଆପଣ ପାଣି ସହିତ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ତାହା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହେଇଥାଏ ଆଉ ଆମକୁ ଅନେକ ପ୍ରକାରର ଲାଭ ପହଂଚାଇଥାଏ। ଆମେ ଖାଲି ପେଟରେ ରସୁଣ ସେବନ କରିବା ଦ୍ୱାରା ତାହା ଆମ କୋଳେସ୍ତେରୋଲ ପରିମାଣ କମ କରିଥାଏ। ଆମ ରକ୍ତ ସଫା କରିଥାଏ।

Garlic

ଏହାଦ୍ୱାରା ଆମ ଶରୀରରେ ରକ୍ତଚାପ ଜନିତ ସମସ୍ୟା ଦ୍ୱାରା ହୃଦ୍ଘାତ ହେବାର ସମ୍ଭାବନା କମ ହେଇଥାଏ। ଏହା ପ୍ରାକୃତିକ ଭାବରେ ରକ୍ତକୁ ପତଳା କରିଥାଏ ଆଉ ତାହାଦ୍ୱାରା ଆମ ରକ୍ତ ଜମାଟ କମ ବାନ୍ଧିଥାଏ ଆଉ ଆମ ଶରୀରର ସବୁ ସ୍ଥାନକୁ ଭଲ ଭାବରେ ପ୍ରବାହିତ ହେଇଥାଏ।

ପୁରୁଷ ମାନଙ୍କ ପାଇଁ ଏହାର ଫାଇଦା ବହୁତ ଅଧିକ ଥାଏ। ଏଥିରେ ଅଧିକ ପରିମାଣରେ ଭିଟାମିନ ତଥା ସେଲେନିଆମ ରହିଥାଏ। ଏହା ଆମ ଶୁକ୍ରାଣୁର ସ୍ତର ବୃଦ୍ଧି କରେ ଆଉ ତାହାଦ୍ୱାରା ଯୌନ ସ୍ବାସ୍ଥ୍ୟ ଦ୍ୱାରା ଅସନ୍ତୁଷ୍ଟ ଥିବା ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ଭଲ ହେଇଯାଏ। ସେମାନଙ୍କୁ ବାସ ରାତିରେ ଅଥବା ସକାଳେ ଖାଲି ପେଟରେ ରସୁଣ ସେବନ କରିବା ଦରକାର।

Leave a Reply

Your email address will not be published. Required fields are marked *