ଛୋଟ ପିଲାଙ୍କୁ ଏହା ପିଇବାକୁ ଦିଅନ୍ତୁ, ପିଲାର ଓଜନ ଦେଢ଼ ଗୁଣା ବଢିଯିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କମଳା ର ଦର୍ବିପଣ ମଧୁର , କୋମଳ , ଅମ୍ଳ ଓ ଶୀତଳ , ଏଥିରେ ଭିଟାବିନ C ପ୍ରଚୁର ପରିମାଣ ରେ ରହିଛି । ଅନ୍ୟ ଭିଟାବିନ ଏବଂ ଲବଣ ଅଳ୍ପ ପରିମାଣ ରେ ରହିଛି । ଏହାର ରସ ଅତିଶୟ ବଳ କାରକ ଅଟେ ବାତ, ପିତ୍ତ ,ବଳ ଦାହ , ତୃଷ୍ନା ଏବଂ ଅରୁଚି ନାଶକ , ଜ୍ୱର ଅଗ୍ନୀ ମାଦ୍ୟ ଏବଂ ଏବଂ ଶୁଳା ରୋଗ ରେ ଏହାର ରସ ଉପକାର କରେ ଛୋଟ ପିଲାଙ୍କ ପାଇଁ କମଳା ରସ ଅମୃତ ପରି ସମାନ ଅଟେ ।

ଆଜିର ସମୟ ରେ କେତେକ ଶିକ୍ଷିତ ମାଆ ମାନେ ପିଲା ମାନଙ୍କ ପାଇଁ ସ୍ଥନ ଦୁଧ ଦିଅନ୍ତି ନାହିଁ । କାରଣ ସେମାନେ ଭାବନ୍ତି କି ସ୍ଥନ ଦୁଧ ଦେବା ଦ୍ୱାରା ସେମାନଙ୍କ ସୁସ୍ଥ୍ୟ ନଷ୍ଟ ହୋଇଯିବ । ହେଲେ ଏହା ବହୁତ ବଡ ଭ୍ରମ ଅଟେ । ସ୍ଥନ ଦୁଧ ନଦେବା ଦ୍ୱାରା ମାଆ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ ଏବଂ ପିଲା ମାନେ ସ୍ଥନ ଦୁଧ ନଖାଇବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୁଏ । ଯେଉଁ ପିଲା ମାନେ ମାଆର ସ୍ଥନ ଦୁଧ ଖାଇବାକୁ ପାଆନ୍ତି ନାହିଁ ସେମାନଙ୍କୁ କମଳା ରସ ଦେବା ନିହାତି ଜରୁରୀ ଅଟେ ।

Orange

ଆଜିର ପୋଷ୍ଟ ରେ ଆମେ ଜାଣିବା କି ଛୋଟ ପିଲା ମାନଙ୍କ ଓଜନ ବଢେଇବା ପାଇଁ କମଳା ରସ ର ବ୍ୟବହାର ଆମେ ମାନେ କେମିତି ଭାବେ କରିପାରିବେ । ତେବେ ଆସନ୍ତୁ ଜାଣିନେବା । ସାଧାରଣ ଭାବେ ପିଲା ମାନେ ଠିକ୍ ଭାବେ ଖାଦ୍ୟ ସେବନ କରନ୍ତି ନାହିଁ ଜାହାଫଳ ରେ ସେମାନଙ୍କ ଓଜନ ଠିକ୍ ଭାବେ ବଢେ ନାହିଁ । ସେଥିପାଇଁ ଟିନ୍ତା କରିବାର ଆବଶ୍ୟକତା ନାହିଁ। ଆଜିର ଏହି ଘୋରଇ ଉପଚାର କୁ ନିଜ ପିଲା ମାନଙ୍କୁ ସେବନ କରିବାକୁ ଦିଅନ୍ତୁ ।

ଦେଖିବେ ସେମାନଙ୍କ ଓଜନ ଦେଢ ଗୁଣା ନିହାତି ବଢିବ । ତେବେ ସେଥି ପାଇଁ ଆପଣ ମାନଙ୍କୁ ପ୍ରଥମେ ଆବଶ୍ୟକତା ପଡିବ ଗାଈ କ୍ଷୀର ଏଠାରେ କ୍ଷୀର କୁ ଦୁଇ ଭାଗ ନିଅନ୍ତୁ ଏବଂ ସେତିକି ପରିମାଣ ରେ ଗରମ ପାଣି ନିଅନ୍ତୁ । ଏବଂ ସେହି କ୍ଷୀର ରେ ଗରମ ପାଣି ଏକ ଭାଗ ମିଶାନ୍ତୁ । ଏବଂ ପରେ କମଳା ରସ ବି ସେହିଥିରେ ଏକ ଭାଗ ମିଶାନ୍ତୁ । ଏବେ ଏହାକୁ ଏକତ୍ର କରି ଭଲ ଭାବେ ମିକ୍ସ କରନ୍ତୁ ।

Orange juice

ତେବେ ବନ୍ଧୁଗଣ ଆପଣ ମାନେ ଏହି ନୁସ୍ଖା କୁ ନିଜର ପିଲା ମାନଙ୍କୁ ପିଆଇବେ ତେବେ ସେମାନଙ୍କ ସ୍ୱାଶ୍ତ୍ୟ ଭଲ ରହିବ ଏବଂ ସେମାନଙ୍କ ଓଜନ ବଢିବ । ଏବଂ ସେମାନଙ୍କ ଚେହେରା ସୁନ୍ଦର ହେବ ତେବେ ଆପଣ ମାନେ ବନ୍ଧୁଗଣ ସବୁ ସମୟ ରେ ଏହି ଉପାୟ ନିଜର ପିଲା ମାନଙ୍କୁ କ୍ଷୀର ଖୁଆଇବାକୁ ଚେଷ୍ଟା କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *