ଏବେ ହିଁ ଘରେ ବସି କୋରନା ସହିତ ଲଢିବାର ଉପାୟ ଜାଣନ୍ତୁ କେବଳ 7 ଦିନ ରେ ହିଁ ଭଲ ହେବ କୋରନା ।

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । କୋରନା ସଂଙ୍କ୍ରମଣ ବର୍ତମାନ ସମୟ ରେ ଦୃତ ଗତି ରେ ବୃଦ୍ଧି ପାଇବାରେ ଲାଗିଛି ଏହି ଭଳି କ୍ଷେତ୍ର ରେ ସମସ୍ତେ ନିଜକୁ ରକ୍ଷା କରିବା ପାଇଁ ବିଭଇନ୍ନ ପ୍ରକାରର ପଦକ୍ଷେପ ନେବାକୁ ଲାଗିଛନ୍ତି । ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ଲୋକ ମାନେ ଆୟୁରବେଦ କୁ ଆପାଣାଉଛନ୍ତି । ଅନେକ ପ୍ରକାରର ଚା ଏବଂ କାଢା ର ବି ସେବନ କରୁଛନ୍ତି ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ଗୋଟିଏ କାଢା ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଆପଣ ମାନଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବହୁତ ପରିମାଣ ରେ ବଢେଇ ଦେବା ସହିତ ଏହା ଆପଣ ମାନଙ୍କ ଶରୀର ରେ ଏହି କୋରନା ଭାଇରସ ଭଳି ସଂଙ୍କ୍ରମଣ ହେବା ଠାରୁ ଦୂରେଇ ଦେଇ ଥାଏ ।

ଏହା ଗୋଟିଏ ପ୍ରକାରର ଚା ଅଟେ ଏହା ପାଇଁ ଆପଣ ମାନେ ପ୍ରଥମେ ଆପଣ ମାନେ ଏକ ଗ୍ଲାସ୍ ପାଣି ନିଅନ୍ତୁ ।ଏବଂ ପରେ ଆପଣ ମାନେ ଏହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏବେ ଆପଣ ମାନେ ଏହି ଥିରେ ଅଧା ଇଞ୍ଚ ଲମ୍ବ ର ଏକ ଡାଳଚୀନି ପକାନ୍ତୁ , ଏହି ଡାଳଚୀନି ପ୍ରୋଟିନ୍, କାର୍ବହାଇଡ୍ରେଟ୍ , କ୍ୟଲସିୟମ୍ , ଆଇରନ , ମ୍ୟଗ୍ନେସିୟମ୍ , ଫସଫରସ୍ ବ୍ୟତିତ ଏଣ୍ଟିୁ ଅକ୍ସିଡେଣ୍ଟ ବି ରହି ଥାଏ ଜାହା ଏହି ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ସାହାଯ୍ୟ କରେ ।

corona

ଏବଂ ପରେ ଆପଣ ମାନେ ସେହି ପାଣି ରେ ଅଧା ଚାମଚ ହଳଦୀ ଗୁଣ ମିଶାନ୍ତୁ , ଏହି ହଳଦୀ ରେ ପ୍ରୋଟିନ୍ , ଭିଟାବିନ୍ A , କାର୍ବହାଇଡ୍ରେଟ୍ , ଏଣ୍ଟି ଅକ୍ସିଡେଣ୍ଟ , ଏଣ୍ଟି ବେକ୍ଟେରିଆଲ , ଏଣ୍ଟି ଫଙ୍ଗଲ, ଏବଂ ଏଣ୍ଟି ସେଫ୍ଟିକ୍ ଗୁଣ ରହିଛି ଏବଂ ଏହା ସହିତ ହଳଦୀ ରେ ଖଣିଜ ପଦାର୍ଥ ର ଗୁଣ ବି ବହୁତ ପରିମାଣ ରେ ରହିଛି । ଏବଂ ପରେ ଆପଣ ମାନେ ଅଧା ଇଞ୍ଚ ଲମ୍ବ ର ଗୋଟିଏ ଛୋଟ ଅଦା ଛେଚି କରି ସେହି ଥିରେ ପକାନ୍ତୁ , ଏହି ଅଦା ରେ ପ୍ରଚୁର ପରିମାଣ ରେ ଭିଟାବିନ୍ , ମେଙ୍ଗାନିଜ୍ ଏବଂ ତମ୍ବା ମିଳେ , ଜାହା ଥଣ୍ଡା ଏବଂ କାସ ରୁ ମୁକ୍ତି ଦେଇ ଥାଏ ।

ଏବେ ଆପଣ ମାନେ ଏହିକୁ 15 ରୁ 20 ମିନିଟ୍ ଯାଏ ଫୁଟାନ୍ତୁ ଯେମିତି ଏହା ସଂମ୍ପର୍ଣ୍ଣ ଲାଲି ରଙ୍ଗ ପରି ଦେଖା ଯିବ , ଏବଂ ପରେ ଆପଣ ମାନେ ସେହି ସବୁ କୁ ଗୋଟିଏ କପ୍ କୁ ଚାଣି ନିଅନ୍ତୁ ଏବଂ ପରେ ଆପଣ ମାନେ ସେହି ଥିରେ ଏକ ଚାମଚ ମହୁ ମିଶାନ୍ତୁ ଏବଂ ପରେ ଆପଣ ମାନେ ସେହି ଥିରେ ଫାଳେ ଲେମ୍ବୁ ରସ ମିଶାନ୍ତୁ , ଏବଂ ଆପଣ ମାନଙ୍କର ଚା ଏବେ ପ୍ରସ୍ତୁତ ଅଟେ ଆପଣ ମାନେ ଏବେ ଏହାକୁ ସେବନ କରି ପାରନ୍ତି ।

ଏହା ସହ ଆପଣ ମାସ୍କ ପିନ୍ଧନ୍ତୁ ଏବଂ ଦୂରତା ବଜାୟ ରଖନ୍ତୁ । ହାତ କୁ ସର୍ଵଦା ଧୋଇ ସଫା ରଖନ୍ତୁ । ସାନିଟାଇଜର ବ୍ୟବହାର କରନ୍ତୁ । କେବେବି ହାତ ରେ ଆଖି କୁ ପାଟି କୁ ନାକ କୁ ହାତ ମାରନ୍ତୁ ନାହିଁ । ଯେଉଁ ଲୋକ ମାନଂକୁ ଥଣ୍ଡା ଜ୍ଵର ଅଛି ସେମାନଙ୍କ ପାଇଁ ସବୁଠାରୁ ଭଲ ଔଷଧ ହେଉଛି ପାରାସିଟାମଲ । ଆଜିଥ୍ରୋ ମାଇସିନ ମଧ୍ୟ ନେଇ ପାରିବେ ।

Wear a mask

ଏହା ଛଡା ଆପଣ ଗରମ ପାଣି ରେ ଗାଧାନ୍ତୁ । ଏହା ଦ୍ୱାରା ଆପଣଙ୍କ ଶରୀର ରେ ଥିବା କୌଣସି ବି ଭୁତାଣୁ ଥିବ ତାହା ନଷ୍ଟ ହୋଇ ଯିବ । ଏହା ଛଡା ଆପଣ ନିଜ ଘର ପାଇଁ ପ୍ଲୁସ ଅକ୍ସି ମିଟର । ଏହା ଉପରେ ଆଙ୍ଗୁଠି ରଖିଲେ ଆପଣ ଜାଣି ପାରିବେ କି ଆପଣଙ୍କ ଶରୀର ଭିତରେ କେତେ ଅକ୍ସୀଜେନ ରହିଛି । ଯଦି 90 ରୁ 100 ମଧ୍ୟରେ ଆସେ ତେବେ ଡରିବାର ନାହିଁ ହେଲେ କମ୍ ଥିଲେ ଆପଣ ମାନେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *