ଜାଣନ୍ତୁ ୨୦୨୧ ର ରଜ କୁଇନ ହୋଇଥିବା କ୍ରିଷ୍ଣା ସାହୁ ବିଷୟରେ ସବୁକିଛି….।।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ଆପଣ ମାନେ ତ ଜାଣିଥିବେ ରଜ ପର୍ବ ହେଉଛି ଝିଅ ମାନଙ୍କ ପାଇଁ ବହୁତ ବଡ ପର୍ବ , ଏହି ରଜ ପର୍ବ କୁ ଝିଅ ମାନେ ବହୁତ ହସ ଖୁସିରେ ମନେଇଥାନ୍ତି । ରଜ ପର୍ବ କୁ ଝିଅ ମାନେ 3 ଦିନ ପାଳନ କରିଥାନ୍ତି ଆଉ ବହୁତ ସାରା ଖେଳ ଖେଳିଥାଆନ୍ତି ଓ ବିଭିନ୍ନ ପ୍ରକାର ପିଠା ଖାଇବା ସହ ଦୋଳି ମଧ୍ୟ ଖେଳିଥାଆନ୍ତି । ପ୍ରତିଥର ରଜରେ ରିୟାଲିଟି ସୋ ହୋଇଥାଏ ଯାହାର ନାମ ହେଉଛି “ରଜ କୁଇନ ” ପ୍ରତିଥର ରଜରେ ଏହି ରିୟାଲିଟି ସୋ ହୋଇଥାଏ , ସେଥିରେ ଜଣେ ହଁ କେବଳ ରଜ କୁଇନ ହୋଇଥାନ୍ତି ।

ଏହି ଥର ରଜରେ ବିଜେତା ଯିଏ କି ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଅଞ୍ଚଳରେ ଗଙ୍ଗାଧର ସାହୁଙ୍କର ଏକ ମାତ୍ର କନିଷ୍ଟ କନ୍ୟା କ୍ରିଷ୍ଣା ସାହୁ |ଏହି ବର୍ଷ ଜୀ ସାର୍ଥକର ରଜ କୁଇନ ରେ ବିଜୟିନୀ ହୋଇଛନ୍ତି |କ୍ରିଷ୍ଣା ବେଙ୍ଗାଲୁରୁରେ ସଫ୍ଟୱାୟାର ଇଂଜିନିର ଭାବେ ନିଯୁକ୍ତି ପାଇଛନ୍ତି |ହେଲେ ସେ ଆମ ସଂସ୍କୃତି ଆଉ ପରମ୍ପରା ସହ ଅଭିନୟ,ଗାୟନ,ନୂତ୍ୟ ଏବଂ ଓଡ଼ିଆ ଘରର ସବୁ ଶିଖନୀୟ କାମ ମଧ୍ୟ୍ୟ ତାଙ୍କ ଭିତରେ ସବୁ ଭରପୁର ହୋଇ ଅଛି |

ki

ରଜ କୁଇନ ଅଡିସନ ରେ ବହୁତ ବଛା ବଛା ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ତାଙ୍କ ଭିତରୁ କ୍ରିଷ୍ଣା ସାହୁ ଖୁଵ ସୁନ୍ଦର ଭାବରେ ତାଙ୍କର ଚମତ୍କାର ଦେଖେଇଛନ୍ତି |ଏବଂ ଲୋକମାନଙ୍କ ମନରେ ବହୁତ ସାରା ଉଲ୍ଲାସ ଭରିଦେଇଛନ୍ତି |ଆଉ ସେହି ଅଡିସନ ରେ ମୁଖ୍ୟ ଜଜେସ ମାନଙ୍କ ହୃଦୟକୁ କିଣି ନେଇଛନ୍ତି କ୍ରିଷ୍ଣା |କ୍ରିଷ୍ଣା କେବଳ ତାଙ୍କ ପରିବାର ଆଉ ତାଙ୍କୁ ବହୁତ ଭଲ ପାଉଥିବା ଅଜା ଆଈଙ୍କ ଆଶୀର୍ବାଦ ଓ ଲୋକମାନଙ୍କର ଭଲ ପାଇବା ଓ ତାଙ୍କର ଦୃଢ ମନ ବଳ ପାଇଁ ସେ ସବୁଟାରେ ବିଜୟୀ ହେଇପାରିଛନ୍ତି |

ସେ ଏହି ଲକଡାଉନ ରେ ଘରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ରଜ କୁଇନ ଅଡିସନ ରେ ଭାଗ ନେବାକୁ ଇଚ୍ଛା ହେଲା ସେଇ ଇଚ୍ଛା ବଳ ଯୋଗୁ ସେ ରଜର ରାଣୀ ହେଇ ତାଙ୍କ ସ୍ବପ୍ନ ପୂରଣ କରିପାରିଥିଲେ | ଆପଣ ମାନେ ବି ସବୁବେଳେ ମନ ବଳ ରଖି କାର୍ଯ୍ୟ କରନ୍ତୁ ନିଶ୍ଚୟ ସଫଳ ଲାଭ ପାଇବେ | ଆଉ ଲୋକମାନଙ୍କର ହୃଦୟ ମଧ୍ୟ କିଣିପାରିବେ |

krishan

ଆଉ ସବୁ ବେଳେ କ୍ରିଷ୍ଣା ଙ୍କୁ ବହୁତ ସାରା ଭଲ ପାଇବା ଦିଅନ୍ତୁ ସିଏ ଯେମିତି ସବୁବେଳେ ଖୁସିରେ ରୁହନ୍ତୁ ଆଉ ତାଙ୍କର ବହୁତ ସାରା ଚମତ୍କାର ଏଇ ଭଳି ଦେଖେଇଥାଆନ୍ତୁ | ଆପଣ ମାନେ ବି ଚେଷ୍ଟା କରନ୍ତୁ ଇଛା ପ୍ରକାଶ ରଖନ୍ତୁ ଆପଣ ବି ଦିନେ କ୍ରିଷ୍ଣାଙ୍କ ଭଳି ହେଇପାରିବେ |

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *