କିଏ ସେ ଝିଅ ଯାହା ପାଇଁ ମ-ରି-ଗଲେ ତୁଷାର। ପ୍ରଥମ ଥର ପାଇଁ ଦେଖନ୍ତୁ ସେହି ଝିଅକୁ

tushr

ଏବେ ଏକ ସଙ୍ଗୀନ ମାମଲା ଆମ ସାମ୍ନାକୁ ଆସିଛି ଯାହା କି କଟକ ଜିଲ୍ଲାର ଖ୍ରାଇଷ୍ଟ କଲେଜ ତରଫରୁ ଆସିଛି। ଏବେ ରହସ୍ୟ ଘେରରେ ରହିଛି କଟକର ଖ୍ରାଇଷ୍ଟ କଲେଜର ଛାତ୍ର ତୁଷାରକାନ୍ତ। ତେବେ କଟକର ଯୋବ୍ରା ନିକଟ ରୁ ତାଙ୍କର ମୃତ ଦେହ ଉଦ୍ଧାର ହେଲା। ଏହା ହତ୍ୟା ନା ଆତ୍ମହତ୍ୟା ଆଉ ଯଦି ହତ୍ୟା ତାହେଲେ ଏହା ପଛରେ କାହାର ହାତ ଅଛି ଇତ୍ୟାଦି ବହୁତ କିଛି ପ୍ରଶ୍ନ ଆମ ମନକୁ ଆସୁଛି।

ଅନ୍ୟପଟେ ତାଙ୍କ ହତ୍ୟା ପଛରେ ତାଙ୍କ ବାନ୍ଧବୀ ତଥା ଆଉ ଚାରି ଜଣଙ୍କର ହାତ ଥିବା ଆଭିଯୋଗ କରିଛନ୍ତି ତାଙ୍କ ଘର ଲୋକମାନେ। ଆଜି ଆମେ ଆପଣଙ୍କ ପାଖରେ ଏହି ଖବର ବାବଦରେ କହିବାକୁ ଯାଉଛୁ। ତେବେ ଏହି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି କଟକ ଜିଲ୍ଲାର ଖ୍ରାଇଷ୍ଟ କଲେଜରୁ ଆଉ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଏହା ବାବଦରେ ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ବଡ଼ ଖବର ବାବଦରେ।

tushar

ତେବେ ଆପଣ ଯେପରିକି ଜାଣନ୍ତି କି କଟକ ଜିଲ୍ଲାର ଖ୍ରାଇଷ୍ଟ କଲେଜର ଛାତ୍ର ତୁଷାରକାନ୍ତଙ୍କର ମୃତଦେହ ମିଳିଲା ଯୋବ୍ରା ନିକଟ ପାଖରେ ଆଉ ତାହା କୁହାଯାଉଛି କି ତାଙ୍କ ବାନ୍ଧବୀଙ୍କ ପାଇଁ ହେଲା। ମାତ୍ର ଏବେ ପ୍ରଶ୍ନ ଆସୁଛି କିଏ ସେଇ ଝିଅ ଆଉ ତାଙ୍କର ଏହା ପଛରେ କି ରହସ୍ୟ ଅଛି ଆଉ ସେ କଣ ପାଇଁ ତାଙ୍କର ହତ୍ୟା କଲେ। ଏହା ହତ୍ୟା ନା ଆତ୍ମହତ୍ୟା। ତେବେ ମଙ୍ଗଳବାର ଦିନ ସେ ନିଖୋଜ ହେଇଯାଇଥିଲେ ଆଉ ତାହାପରେ ତାଙ୍କର ମୃତ ଦେହ ମିଳିଥିଲା କଟକ ଜିଲ୍ଲାର ଯୋବ୍ରା ନିକଟ ପାଖରେ ।

ତାହା ପାଣିରେ ଭାସୁଥିବାର ଦେଖାଗଲା। ତେବେ ମଙ୍ଗଳବାର ଦିନ ତାଙ୍କ ସହ ଦେଖା କରିବା ପାଇଁ ଡାକିଥିଲେ ତାଙ୍କର ବାନ୍ଧବୀ ଆଉ ତାହାପରେ ତାଙ୍କୁ ଡାକି ପଚରା ଉଚୁରା କରୁଥିଲା ପୋଲିସ। ତେବେ ପ୍ରଶ୍ନ ଏହା ଆସୁଛି କି ଷ୍ଟାଡିଅମ ପାଖକୁ ଯେଉଁ ବାନ୍ଧବୀ ଜଣକ ତାଙ୍କୁ ଡାକିଲେ, ସେ କଣ ପାଇଁ ଡାକିଲେ? ଯଦି ଡାକିଲେ ତାହେଲେ ଷ୍ଟାଡିଅମ ପାଖରେ ଏପରି କଣ ହେଲା କି ତାଙ୍କୁ ମାଡ ମରାଗଲା। ଆଉ ଯଦି ବାନ୍ଧବୀ ଏହି ହାଲ କରିନାହାନ୍ତି ତାହେଲେ ଆଉ କିଏ କରିଛନ୍ତି? ତାଙ୍କ ସହ ଏପରି  କାହିଁକି ହେଲା ଆଉ ତାଙ୍କ ବାନ୍ଧବୀଙ୍କ ସହ ଆଉ କିଏ କିଏ ଥିଲେ।

TUSAR

ତାଙ୍କ ପରିବାର ଲୋକେ ତାଙ୍କ ବାବଦରେ ଅଭିଯୋଗ କରିଛନ୍ତି ଆଉ ଏହା ଉପରେ ଏକ ବଡ ତଦନ୍ତ ଦାବି କରିଛନ୍ତି। ତେବେ ଏହା ଉପରେ ପୋଲିସ ନିଜର ତଦନ୍ତ ଚଳାଇଛି ଆଉ ତାହା ଆଗକୁ ଯାଉଛି। ତେବେ ଦେଖାଯାଉ କି ତାହା କିଭଳି ଆଗକୁ ଯାଉଛି ଆଉ ପୋଲିସ ନିଜର ତଦନ୍ତରେ ସେହି ଝିଅ ମାନଙ୍କୁ ସାମିଲ ମଧ୍ୟ କରିଛି।

Leave a Reply

Your email address will not be published. Required fields are marked *