ଆଜି ଆମେ ଆପଣଙ୍କ ପାଖରେ କିଛି ରିଲ ଦୁନିଆର ଖବର ନେଇକି ଆସିଛୁ। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।
ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଆଉ ଜଣେ ଧାରାବାହିକ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ଝିଅ ଆମର ନୂଆ ବୋହୁ ଧାରାବାହିକର ଅଭିନେତ୍ରୀ ପୂଜା ଯାହାଙ୍କର ନାମ ହେଉଛି ଲାଭରିନ। ତେବେ ଆପଣ ତରଙ୍ଗ ଚ୍ୟାନେଲର ସୁପରହିଟ ଧାରାବାହିକ ଝିଅ ଆମର ନୂଆବୋହୁ ବାବଦରେ ନିଶ୍ଚୟ ଜାଣିଥିବେ ଆଉ ଏହା ବାବଦରେ ଭାବି ବି ଥିବେ। ଏହାକୁ ଆପଣ ଦେଖି ମନୋରଂଜିତ ବି ହେଇଥିବେ।
ମାତ୍ର କଣ ଆପଣ ଏହି ଧାରାବାହିକର ଅଭିନେତ୍ରୀ ପୂଜାଙ୍କ ବାବଦରେ ଜାଣନ୍ତି? କଣ ଆପଣ ତାଙ୍କ ପରିବାର, ତାଙ୍କ ଘର ତଥା ତାଙ୍କ ଜୀବନ ଶୈଳୀ ବାବଦରେ ଜାଣନ୍ତି। ଆଜି ଆମେ ତାହାରି ବାବଦରେ କହିବାକୁ ଯାଉଛୁ। ତେବେ ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।
ପୂଜା ହେଉଛନ୍ତି ଜଣେ ମୁସଲମାନ ଝିଅ। ସେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କଲେ ବହୁତ କମ ବୟସରେ। ସେ ନିଜର କ୍ୟାରିଅର ମଡେଲିଙ୍ଗରେ ଆରମ୍ଭ କଲେ ଆଉ ମଡେଲିଙ୍ଗ ତାଙ୍କ ଜୀବନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ତେବେ ତାଙ୍କୁ ଚକଲେଟ ଖାଇବାକୁ ବହୁତ ଅଧିକ ପସନ୍ଦ ଆଉ ଏହା ସେ ନିଜର ସୋସିଆଲ ମିଡିଆରେ ଷେୟାର ବି କରନ୍ତି। ନିଜର ଇଂସ୍ତଗ୍ରାମ ଷ୍ଟୋରିରେ ଏହି ସବୁ କଥା ଷେୟାର କରନ୍ତି।
ସେ ଜଣେ ମୁସଲିମ ଝିଅ ହେବା ସହ ଅଭିନୟରେ ବହୁତ ଅଧିକ ମନ ରଖନ୍ତି। ମଡେଲିଙ୍ଗ କ୍ଷେତ୍ରରେ ମଧ୍ୟ ସେ ବହୁତ ଅଧିକ ସକ୍ରିୟ। ଆଗରୁ ସେ ଅନେକ ସଫ୍ଟୱେର କମ୍ପାନୀ ମାନଙ୍କରେ ଜବ ବି କରି ସାରିଛନ୍ତି ଆଉ ଅଭିନୟରେ ବହୁତ ଅଧିକ ମନ ରଖନ୍ତି।
ଆଗରୁ ଅନେକ ଡ୍ରାମା ମାନଙ୍କରେ ସେ ଛୋଟ ଛୋଟ ଅଭିନୟ ଜାରି ସାରିଛନ୍ତି ଆଉ ତାହାପରେ ସେ ନିଜର ସଂଘର୍ଷ ଜାରି ରଖି ଥିଲେ। ଏହା ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ ଆଉ ତାହାପରେ ଇଣ୍ଟରଭିଉ ଦ୍ୱାରା ସେ ଡେବ୍ୟୁ କରିଥିଲେ ଧାରାବାହିକ ନୂଆବୋହୁ ଭିତରେ। ସେ ଏହାଦ୍ୱାରା ଖୁବ ଲୋକପ୍ରିୟତା ଲାଭ କରିଲେ। ଏଯାଏ ତାଙ୍କର ସମର୍ଥକ ମାନଙ୍କର ସଂଖ୍ୟା ବୃଦ୍ଧି ହି ପାଇବାରେ ଲାଗିଛି ଆଉ ତାହା ଆଗକୁ ବୃଦ୍ଧି ପାଇବ ବୋଲି ଆଶା କରା ଯାଉଛି। ତେବେ ଏହା ବାବଦରେ ତାଙ୍କର ପରିଶ୍ରମ ରହିଛି।