୨୦୧ ବର୍ଷ ପରେ ହେଲା ଏପରି ଅଦ୍ଭୁତ ସଂଯୋଗ,ଏହି ଶ୍ରାବଣ ମାସରେ ଚମକିବାକୁ ଯାଉଛି ଏହି ରାଶି ମାନଙ୍କର ଭାଗ୍ୟ।

ସାଙ୍ଗମାନେ ମହାଦେବ ହେଲେ ଖୁସି। ଆଜିକା ସମୟରେ ଅଧିକାଂଶ ଲୋକ ସେମାନଙ୍କର ରାଶି ଦେଖି ସେମାନଙ୍କର ଦିନ ଆରମ୍ଭ କରିଥାଆନ୍ତି। ତେଣୁ ଆପଣଙ୍କୁ କହିବାକୁ ଯାଉଛି,ଏହି ସବୁ ରାଶି ମାନଙ୍କର ଭାଗ୍ୟ ବଦଳିଯିବ ଏହି ଶ୍ରାବଣ ମାସରେ। ମହାଦେବ ଏହି ସବୁ ରାଶିମାନଙ୍କର ଭାଗ୍ୟ ଉଦୟ କରିବେ,ସ୍ଵୟଂ ତାଙ୍କ ଉପରେ କୃପା ବର୍ଷନ କରିବେ ଏହି ଶ୍ରାବଣ ମାସରେ। ଆସନ୍ତୁ ଜାଣିବା କେଉଁ ରାଶି ରହିଛି।

shiva

ପ୍ରଥମ ହେଉଛି ବିଛା ରାଶି।ଛୋଟ ଛୋଟ ଇଛା ପୂରଣ ହେବ,ଆପଣଙ୍କ ଏହି ଶ୍ରାବଣ ମାସରେ ଅନେକ କାମ ସମ୍ପୂର୍ଣ୍ଣ ସୁରୁଖୁରୁରେ ସମାପ୍ତ ହେବ। ଅର୍ଥନୈତିକ ଦୁଷ୍ଟି କୋଣରୁ ଆପଣଙ୍କ ସମୟ ଭଲ ରହିବ ଏବଂ ଏ ବର୍ଷ ଶ୍ରାବଣ ମାସ ଆପଣଙ୍କ ପାଇଁ ଭଲ ରହିବ।

ଦ୍ଵିତୀୟ ହେଉଛି ମେଷ ରାଶି। ବନ୍ଧୁତା କ୍ଷତ୍ରରେ ସମ୍ପର୍କ ଭଲ ରହିବ,ପରିବାର ଲୋକଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ ଏବଂ ପୁରୁଣା ସାଙ୍ଗ ମାନଙ୍କ ସହ କଥା ହେବେ ଓ ମନକୁ ଶାନ୍ତି ମିଳିବ। କର୍ମ କ୍ଷେତ୍ରରେ ଲାଭ ଅଛି।

Astrology

ତୃତୀୟ ହେଉଛି ବୃଷ ରାଶି। ବିଶ୍ଵସ୍ତ ଭାବେ କାମ କରିବା ଆପଣଙ୍କ ପାଇଁ ଲାଭ ଦାୟକ ହେବ।ଶ୍ରାବଣ ମାସରେ କୌଣସି କାମ ଆରମ୍ଭ କରିବାକୁ ଚାହୁଛନ୍ତି ତ ଆରମ୍ଭ କରନ୍ତୁ ଏବଂ ଆପଣଙ୍କ ଦକ୍ଷତା ଅନୁସାରେ ଆପଣ ଆଗକୁ ବଢ଼ିପାରିବେ,ଶ୍ରାବଣ ମାସରେ ଆପଣଙ୍କ ସବୁ ମନସ୍କାମନା ପୁରଣ ହେବ।

ତାପରେ ହେଉଛି ମିଥୁନ ରାଶି। କାଯ୍ୟ ଗୁଡ଼ିକ ଆପଣଙ୍କ ଉପରେ ଭାର ରହିବ,ଅର୍ଥନୈତିକ ଦୃଷ୍ଟି କୋଣରୁ ଦିନ ଭଲ ରହିବ,ଟିକେ ଉଦାସୀନ ଅନୁଭବ କରିପାରନ୍ତି।

କର୍କଟ ରାଶିମାନଙ୍କ ପାଇଁ ଏହି ମାସଟି ଆପଣଙ୍କ ସ୍ଥାନରୁ ତାଙ୍କ ମିଳିପାରିବ,କୌଣସି ସ୍ଥାନରୁ ଆପଣଙ୍କ ଚାକିରୀ ଥିବା ସମୟ ଦୂର ହୋଇଯିବ। ଏହି ମାସରେ ଆପଣ ଭଲ ଖବର ପାଇବେ,ଆପଣଙ୍କ ଜୀବନ ସୁଖମୟ ହେବ।

ସିଂହ ରାଶି ବ୍ୟକ୍ତି,ଶ୍ରାବଣ ମାସଟି ସିଂହ ରାଶି ବ୍ୟକ୍ତି ମାନଙ୍କ ପାଇଁ ଆର୍ଥିକ ସନ୍ତୁଳନ ନେଇ ଆସିବ। ଆର୍ଥିକ ସନ୍ତୁଳନ ଆପଣଙ୍କୁ ଭବିଷ୍ୟତରେ ବହୁତ ଆଗକୁ ନେବାକୁ ସକ୍ଷମ ହେବ। ଖର୍ଚ୍ଚକୁ ଆପଣ ନିୟନ୍ତ୍ରଣ କରିପାରିବେ ଏହି ଶ୍ରାବଣ ମାସରେ।

astrology

କନ୍ୟା ରାଶି,ଆପଣଙ୍କ ମନ ସନ୍ତୁଷ୍ଟ ରହିବ ଏହି ମାସ ଭଲରେ କଟିବ। କୌଣସି କାରଣରୁ ବିବ୍ରତ ହେବା ପାଇଁ ଚେଷ୍ଟା କଲେ ବି ବିବ୍ରତ ହେବେ ନାହିଁ। ପାରିବାରିକ ସମସ୍ୟା ଟିକେ ଆସିବ କିନ୍ତୁ ଆପଣଙ୍କ ଆର୍ଥିକ ଲାଭ ଯୋଗୁଁ ସମସ୍ୟା ଟଳିଯିବ। ମୋଟା ମୋଟି ଶ୍ରାବଣ ମାସଟି ଭଲ ଯିବ।

ତୁଳା ରାଶି,ଘର ପରିବାର ପରିବର୍ତ୍ତନ ଏହା ଏକ ପରିସ୍ଥିତି ଆସିବ,ଏହା ବ୍ୟତୀତ ଭାଗ୍ୟ ଆପଣଙ୍କ ସହ ଅଛି।ଏହି ପରିବର୍ତ୍ତନ ଭବିଷ୍ୟତରେ ଆପଣଙ୍କ ଲାଭ ଦାୟକ ହେବ।

ଧନୁ ରାଶି ବ୍ୟକ୍ତି ମାନଙ୍କ ପାଇଁ ବହୁତ ଶିକ୍ଷା ସମ୍ଭଦିତ କାଯ୍ୟରେ ଆପଣ ରହିବେ ଏହି ମାସରେ। ଆଜି ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ଧ୍ୟାନ ବର୍ଧି ପାଇବ। ଗୁରୁଙ୍କ ମାର୍ଗ ଦର୍ଶନ ଗ୍ରହଣ କରିବେ ଏହା ବ୍ୟତୀତ ଭବିଷ୍ୟତରେ ନୂତନ ପରୀକ୍ଷଣ ମଧ୍ୟ ଉପକୃତ ହେବେ।

Leave a Reply

Your email address will not be published. Required fields are marked *