Vast Tips || ଘରକୁ ଚଢେଇ ଆସିବା ଶୁଭ ନା ଅଶୁଭ ?

Birds

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଭାବେ ପରିଚିତ କି ଆମର ଜିବନ ଆମର ଆଖ ପାଖରେ ଥିବା ବାତା ବରଣ ଦ୍ୱାରା ପ୍ରାଭାବିତ ହୋଇ ଥାଏ ଏହା ସହିତ ପଶୁ ପକ୍ଷୀ ମାନେ ଆମର ଏକ ଭିନ୍ନ ଧରଣ ର ଅଙ୍ଗ ଅଟନ୍ତି , ସେମିତି ରେ ଏହି ପକ୍ଷୀ ମାନଙ୍କ ଘରକୁ ଆସିବା ବା ବୋବେଇବା ବହୁତ ଶୁଭ ହୋଇ ଥାଏ ତ ଆଉ କିଛି ପକ୍ଷୀ ଆସିବା ଆମ ପାଇଁ ବହୁତ ଅଶୁଭ ହୋଇ ଥାଏ ,

ତେବେ ଆସନ୍ତୁ ଜାଣି ନେବା କେଉଁ ପକ୍ଷୀ ମାନେ ଘରକୁ ଆସିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇ ଥାଏ । ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ତେବେ ଏହି ପୋଷ୍ଟ କୁ ଆପଣ ମାନେ ସେଷ ଯାଏ ପଢନ୍ତୁ ବାସ୍ ବନ୍ଧୁଗଣ ସକାଳୁ ସମୟ ରେ ପାରା ଘରକୁ ଆସିଲେ ତାହାକୁ ପ୍ରେମ ର ପ୍ରତିକ ବୋଲି କୁହାଯାଏ ମାତ୍ର ସଂନ୍ଧ୍ୟା ସମୟ ରେ ପାରା ଗୁମୁରିବା ଶବ୍ଦ ଆପଣ ମାନେ ସୁଣନ୍ତି ତେବେ ଆପଣ ମାନଙ୍କ ଘରେ ଚୋରୀ କିମ୍ଭା ବିପଦ ଆସିବାର ଏହାର କାରଣ ହୋଇ ଥାଏ ।

para

ସେହି ପରି କାଉ ଜାହାର ଶବ୍ଦ କାହାକୁ ବି ପସନ୍ଦ ନୁହେଁ ହେଲେ କାଉ ଭବିଷ୍ୟତର ଘଟଣା ବିଷୟ ରେ କହିଥାଏ ଶୁଭ ଏବଂ ଅଶୁଭ ଘଟଣା ର ତଥ୍ୟ ଦିଏ । ଯଦି ବହୁତ କାଉ ଗୋଟିଏ ସ୍ଥାନରେ ବୋବାଉଥାନ୍ତି । ତେବେ ଏହା ଅଶୁଭ ସଂଙ୍କେତ ହୋଇଥାଏ ।

ସେହି ପରି ତିନି ରେ ପେଚା ଲକ୍ଷ୍ମୀ ଙ୍କର ବାହାନ ହୋଇ ଥିବା ବେଳେ କିନ୍ତୁ ଘରକୁ ପେଚା ଆସିବା ଅଶୁଭ ଅଟେ , ହେଲେ ଏହା ଦୀପାବଳୀ ଦିନ ହେଲେ ଆପଣ ମାନଙ୍କ ପାଇଁ ଏହା ବହୁତ ଶୁଭ ଅଟେ , ଏହା ସହିତ ଏହି ପେଚା ଘର ଉପରେ ବସି ବୋବେଇବା ର ମାନେ ହେଲା ମୃତ୍ୟୁ ହେବାର ସଂଙ୍କେତ ବୋଲି ମନା ଯାଏ ,

owl

ସେହି ପରି ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ଚୀଲ ଶବ ମାନଙ୍କୁ ଖାଏ ସେହିଥି ପାଇଁ ଧର୍ମ ରେ ଏହାକୁ ଅଶୁଭ ପକ୍ଷୀ ବୋଲି ମନା ଯାଏ ଯେଉଁ ଘରେ ଏହାର ବାସ ହୋଇ ଥାଏ ସେହି ଘରେ କେବେ ବି ଉନ୍ନତି ହୋଇ ନ ଥାଏ , ସେହି ଘର ର ସଦସ୍ୟ ମାନଙ୍କ ମଧ୍ୟ ରେ ଲଢେଇ ଝଗଡା ସବୁ ବେଳେ ଲାଗି ରହେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *