ମନ୍ଦିରରେ ବାହା ହୋଇଗଲେ ଗୋଟିଏ ମା ପେଟର ଭାଇ ଓ ଭଉଣୀ। ନମସ୍କାର ବନ୍ଧୁଗଣ। ହଁ ଏହା ଏକ ସତ୍ୟ ଘଟଣା। ଭାଇ ଓ ଭଉଣୀ ବିବାହ କଲେ। ବନ୍ଧୁ ମାନେ ଗୋଟିଏ ମା କୋଳରୁ ଜନ୍ମ ହୋଇ ବାହା ହେଲେ ଭାଇ ଓ ଭଉଣୀ। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇ ଭଉଣୀ ସମ୍ପର୍କ ଏହି ଦୁନିଆରେ ସବୁ ଠାରୁ ପବିତ୍ର ସମ୍ପର୍କ ରୁ ଗୋଟିଏ ଅଟେ।
ସ୍ବାମୀ ଓ ସ୍ତ୍ରୀ ସମ୍ପର୍କ ପରେ ଏହି ସମ୍ପର୍କ ପବିତ୍ର ବୋଲି କୁହା ଯାଏ। ଯେତେ ବେଳେ ଭାଇ ଭଉଣୀ ହାତରେ ରାଖି ବାନ୍ଧି ଥାଏ ତେବେ ଭାଇ ତ ହାତ ଧରି ତାର ସୁରକ୍ଷା କରିବାର ପ୍ରତିଶ୍ରୁତି ତାକୁ ଦେଇଥାଏ ଓ ତାର ସୁରକ୍ଷା କରିଥାଏ। ଏତିକି ନୁହେଁ ଭଉଣୀକୁ ମା ବୋଲି ମଧ୍ୟ ବିବେଚିତ କରାଯାଏ। ଭଉଣୀକୁ ରକ୍ଷା କରିବା ପାଇଁ ଭାଇ କିଛି ବି କରିପାରି ଥାଏ।
କିନ୍ତୁ ଆଜି ଆସନ୍ତୁ ଆଜି ଏମିତି ଏକ ଘଟଣା ବିଷୟରେ ଯାହା ବିଷୟ ରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ଅନୁସାରେ ଗୋଟେ ପରିବାରର ସମ୍ପର୍କରେ ଭାଇ ଓ ଭଉଣୀ ବାହା ହେବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ମହମ୍ମଦୀ ନାମକ ଗ୍ରାମରେ ଏକ ପରିବାରରେ ଏହି ଭଳି ଏକ ଘଟଣା ଘଟିଛି।
ଏହି ପରିବାରର ବାପା ମାଆ ଓ ଚାରି ଭଉଣୀ ଓ ଛୋଟ ଭାଇ ଜଣେ ରୁହନ୍ତି। ବହୁତ ହସ ଖୁସୀରେ ଏମାନେ ନିଜର ଦିନ କାଟନ୍ତି। ତ ବର୍ତ୍ତମାନ ଏକ ଏମିତି ଘଟଣା ଘଟି ଯାଇଛି ତାଙ୍କ ପରିବାରର ଯାହା ଦ୍ଵାରା ସେ ବର୍ତ୍ତମାନ କାହାକୁ ଆଖି ଉଠାଇ ଦେଖି ପାରୁ ନାହାଁନ୍ତି। ଲୋକ ମାନଙ୍କ ନିନ୍ଦା ଅପମାନ ସହି ଚାଲିଛନ୍ତି।
ଦେଖନ୍ତୁ ଭିଡିଓ :-
ଏହି ପରିବାରର ଚାରି ଝିଅ ମଧ୍ୟରୁ ଦୁଇ ଝିଅ ବିବାହ କରି ସାରିଛନ୍ତି। ଅନ୍ୟ ଦୁଇ ଜଣ ଭଉଣୀଙ୍କ ମଧ୍ୟରୁ ଜଣେ ନିଜର ଯୁକ୍ତ ତିନି ଶିକ୍ଷା ସମାପ୍ତ କରି ସାରିଛି ଓ ଆଉ ଜଣେ ଯୁକ୍ତ ଦୁଇ ରେ ପଢୁଛନ୍ତି। ଏହି ପରି ଭାବେ ଦୁହେଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା। ସେ ଏହା ବିଷୟରେ କାହାକୁ କିଛି କହି ନଥିଲେ। କିନ୍ତୁ ଏହା ମଧ୍ୟରେ ତାଙ୍କ ପରିବାରର ସାନ ପୁଅ ତାଙ୍କ ଉପର ଭଉଣୀ ଅର୍ଥାତ ଯିଏ ଯୁକ୍ତ ଦୁଇ ରେ ପଢୁଛି ତାହା ସହ ପ୍ରେମ ସମ୍ପର୍କ ରଖି ଥିଲା।
ଏମିତିରେ ଦିନେ ସେମାନେ ରାତିରେ ଲୁଚି ଛପି ମନ୍ଦିରକୁ ଯାଇ ବାହା ହୋଇ ଯାଇଥିଲେ। ପୁଣି ଘରକୁ ଫେରି ଆସିଲେ। ଏହି ସମସ୍ତ କଥା ବିଷୟରେ ବର୍ତ୍ତମାନ ତାଙ୍କ ଘର ଲୋକ କିଛି ଆଲୋଚନା କରି ନାହାନ୍ତି। ଏହା ପରେ କଣ କରିବେ ପରିବାର ଲୋକ କିଛି ଚିନ୍ତା କରି ହଉନି।