ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ମଜାଦାର ଖବର ବାବଦରେ କହିବାକୁ ଯାଉଛୁ। ଆମେ ଆପଣଙ୍କ ପାଖରେ ସର୍ବଦା ନିଜର ଡେଲି ନିଉଜ ଦ୍ୱାରା ରିଲ ଆଉ ରିଏଲ ଖବର ଆଣିଥାଉ। । ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ତଥା ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।
ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଦୁଃଖଭରା ଖବର ନେଇକି ଆସିଛୁ , ଆମେ ଆଜି ଆପଣଙ୍କ ପାଖରେ ଓଲିଉଡର ଆପଣଙ୍କ ପ୍ରିୟ ତଥା ଫିଲ୍ମ ଅଭିନେତ୍ରିଙ୍କ ବାବଦରେ କହିବାକୁ ଯାଉଛୁ । ତାଙ୍କର ବିବାହ ଦେବାଶିଷଙ୍କ ସହ ହେଇଛି ଆଉ ତାହା ସମଗ୍ର ଓଡ଼ିଆ ଜଗତକୁ ହି ଖୁସିର ଲହରୀରେ ଖେଳାଇ ଦେଇଛି। ତେବେ ଆମେ କହିବାକୁ ଯାଉଛୁ ଲିପ୍ସାଙ୍କ ବାବଦରେ ଯାହାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି । ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ତେବେ ଆପଣ ଯେପରିକି ଜାଣନ୍ତି କି ଲିପ୍ସା ଆଉ ଦେବାଶିଷଙ୍କର ବିବାହ ହେଇଚି ଆଉ ତାହା ବାବଦରେ ଅନେକ ଚର୍ଚ୍ଚ ଦେଖିବାକୁ ମିଳୁଛି। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ।
ତେବେ ଆପଣ ଯେପରିକି ଜାଣନ୍ତି କି ଲିପ୍ସା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବହୁତ ହିଟ ଅଭିନେତ୍ରୀ ଅଟନ୍ତି। ତାଙ୍କର ଅନେକ ଫିଲ୍ମ ତଥା ଧାରାବାହିକ ମାନଙ୍କରେ ଅଭିନୟ ଅଛି। ତେବେ ସେ ବହୁତ ଛୋଟ ଛୋଟ ଅଭିନୟ ମାନଙ୍କ ଦ୍ୱାରା ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଉ ତାହା ପ୍ରାୟତଃ ବହୁତ ଦିନ ହେବ ଚାଲି ଆସୁଛି।
ଏହା ବାବଦରେ ଆମକୁ ଆଉ କିଛି ବି ଅଜଣା ନାହିଁ। ଲିପ୍ସାଙ୍କ ଭଳି ଦେବାଶିଷ ମଧ୍ୟ ଜଣେ ଆଗ ଧାଡ଼ିର ଅଭିନେତା ଅଟନ୍ତି ଆଉ ତାଙ୍କର ଅଭିନୟ ଦ୍ୱାରା ସେ ସଭିଙ୍କ ହୃଦୟରେ ରାଜୁତି କରୁଛନ୍ତି। ତେବେ ସେ ମଧ୍ୟ ଅନେକ ଧାରାବାହିକ ମାନଙ୍କରେ ଅଭିନୟ କରି ସାରିଛନ୍ତି ଆଉ ତାଙ୍କର ଅଭିନୟ ଦ୍ୱାରା ସେ ଏବେ ଓଡିଶା ବାସୀଙ୍କ ଭିତରେ ବହୁତ ପ୍ରିୟ।
ଆଜି ସେମାନଙ୍କର ଏକ ରୋମାଣ୍ଟିକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଲିପ୍ସା ନିଜର ବଧୁ ବେଶରେ ବସିଛନ୍ତି ନିଜ ବିଛଣା ଉପରେ ଆଉ ଦେବାଶିଷ ଆସି ତାଙ୍କୁ କହୁଛନ୍ତି। ଏହାପରେ ଲିପ୍ସା ନିଜର ଭିଡିଓରେ କହୁଛନ୍ତି, ” ରାତି ୧.୦୦ ସମୟରେ ଆମ ରୋମାଣ୍ଟିକ ଭିଡିଓ ଶୁଟିଂ ହେଉଛି।”
ଏହାପରେ ଦେବାଶିଷ କହୁଛନ୍ତି, ” ମୋତେ ନିଦ ଆସୁଛି ଆଉ ମୁଁ ଘରକୁ ଯିବି” ଏହାପରେ ଲିପ୍ସା ତାଙ୍କୁ ଜବାବ ଦେଇକି କହୁଛନ୍ତି, ” ମୋତେ ମଧ୍ୟ ନିଦ ଆସୁଛି ଆଉ ମୁଁ ମଧ୍ୟ ଶୁଟିଂ ସେଟ ଛାଡି ଚାଲିଯିବି ଏବେ।” ଏହିପରି ସେମାନେ ବହୁତ ମଜା ମସ୍ତି କରୁଛନ୍ତି।