ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହିଟି ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ ଶାଶୁ ବୋହୁଙ୍କ ସମ୍ପର୍କ ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ ଆପଣ ଦୈନନ୍ଦିନ ଜୀବନରେ ଶାଶୁ ତଥା ବୋହୂଙ୍କର ଝଗଡା ବାବଦରେ ନିଶ୍ଚୟ ଶୁଣିଥିବେ। ଏହା ସହିତ ସେମାନଙ୍କର ଏହି ଝଗଡା କି କି ରୂପ ନେଇଥାଏ ତାହା ବାବଦରେ ମଧ୍ୟ ଆପଣ ନିହାତି ଜାଣିଥିବେ। ତେବେ ଆଜି ଆମେ ତାହାରି ବାବଦରେ ହି ଚର୍ଚା କରିବାକୁ ଯାଉଛୁ।
ଆପଣଙ୍କ ପାଖରେ ଏହି ଜ୍ଞାନ ରହିବା ନିହାତି ଦରକାର ଆଉ ତାହା ରହିଲେ ହିଁ ଆମ ମାନଙ୍କ ଦ୍ୱାରା ତାହା ଆପଣଙ୍କ ପାଖରେ ପହଞ୍ଚିବାରେ ସହାୟକ ହେଇପାରିବ। ତେବେ ଆସନ୍ତୁ ଆମେ ଜାଣିବା ଏହି ବିଷୟରେ ଯାହା କି ଆମ ଭାରତୀୟ ସମାଜ ପାଇଁ ଜାଣିବା ନିହାତି ଦରକାର ଆଉ ସବୁ ଲୋକ ଏହାକୁ ନିଜର ଜୀବନରେ ଆପ୍ଲାଏ କରିବା ନିହାତି ଦରକାର। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ଆପଣଙ୍କ ପାଖରେ ଆମେ କହିରଖୁଛୁ କି ଶାଶୁଙ୍କୁ ଏହା ଜାଣିବା ଦରକାର ଆଉ ସର୍ବଦା ଏହା ମନେ ରଖିବା ଦରକାର କି ବୋହୁ ଜଣକ ଆଉ କାହାରି ଝିଅ ଆଉ ସେ ନିଜର ଘର, ବାପା, ମା ତଥା ନିଜର ପରିବାରକୁ ଛାଡି ତାଙ୍କ ଘରେ ରହୁଛି ଆଉ ସେ ତାଙ୍କ ପୁଅର ଜୀବନ ସଙ୍ଗିନୀ ଅଟେ ଯିଏ କି ତାଙ୍କ ପୁଅର ଅଙ୍ଗ ସଦୃଶ ଅଟେ। ତେଣୁ ତାଙ୍କ କୁସ୍ଚିତ ବ୍ୟବହାର ଯୋଗୁଁ ସେହି ପର ଘର ଝିଅଟି ଯେପରି ତାର ମା କୁ ଆଉ ସ୍ମରଣ ନକରୁ।
ବୋହୁ ମାନଙ୍କର ଏହା ବୁଝିବା ଦରକାର କି ତାଙ୍କ ଶାଶୁ ତାଙ୍କର ଭାଗ୍ୟ ବିଦାୟକ ତଥା ତାଙ୍କର ସର୍ବେ ସର୍ବା ତାଙ୍କ ସ୍ୱାମୀଙ୍କର ଜନନୀ ଅଟନ୍ତି। ତେଣୁ ସେ ତାଙ୍କର ମଧ୍ୟ ଜନନୀ ଅଟନ୍ତି। ତେଣୁ ତାଙ୍କ ପ୍ରତି ଯେପରି କିଛି କୁବ୍ୟବହାର ନ ରହୁ ।
ଏହା ସହିତ ହି ତାଙ୍କ ବୋହୁଙ୍କ ଏହା ଭାବିବା ଦରକାର କି ତାଙ୍କର ଦିଅର, ଜା ତଥା ତାଙ୍କ ଦେଢଶୁର ତାଙ୍କ ସ୍ୱାମୀଙ୍କର ଭାଇ ତଥା ଭଗିନୀ ଅଟନ୍ତି। ତେବେ ତାଙ୍କ ହାତରେ ଉତ୍ତରାଧିକାର ଅଛି ଯାହା କି ତାଙ୍କୁ ତାଙ୍କ ସ୍ବାମୀ ଦେଇ ଦେଇଛନ୍ତି ଆଉ ତାହାଦ୍ୱାରା ତାଙ୍କ ଘର ସର୍ବଦା ମଜବୁତ ରହିବ। ତେବେ ତାଙ୍କର ମଧ୍ୟ ସମ୍ମାନ, ଆଦର କରିବା ଦରକାର ଆଉ ତାଙ୍କ ଦେଢଶୁରଙ୍କର ସର୍ବଦା ସମ୍ମାନ କରିବା ଦରକାର। ଏହାଦ୍ୱାରା ହି ତାଙ୍କ ପରିବାର ଠିକ ରହିବ।