କେମିତି କଟିବ ୨୦୨୧ ଅଗଷ୍ଟ ମାସ ଧନୁ ଓ ମକର ରାଶି ପାଇଁ। ଏବେ ହିଁ ଜାଣି ନିଅନ୍ତୁ

ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଏହି ସ୍ୱତନ୍ତ୍ର ବିଷୟର ନାମ ହେଉଛି,” କିଭଳି କଟିବ ଧନୁ ଆଉ ମକର ରାଶିର ଲୋକଙ୍କ ପାଇଁ ଅଗଷ୍ଟ ୨୦୨୧”। ତେବେ ଆସନ୍ତୁ ଆଉ ଡେରି ନକରି ଏହି ବିଷୟରେ ଆରମ୍ଭ କରିବା ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇଥାଇପାରେ। ତେବେ ଆଉ ଡେରି ନକରି ଆରମ୍ଭ କରିବା ଆଉ ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

dhanu

ପ୍ରଥମେ କହିବା ଧନୁରାଶିର ଲୋକଙ୍କ କଥା:- ୨୦୨୨ ଅଗଷ୍ଟ ମାସରେ ଧନୁ ରାଶି ଥିବା ଲୋକ ମାନଙ୍କର ଶାରୀରିକ ଅସୁସ୍ତତା ଦୂର ହେଇଯିବ। ଆପଣ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ମାନସିକ ଦୁଶ୍ଚିନ୍ତା ସବୁ ଦୂର ହେଇଯିବ। ଆପଣଙ୍କ ଆୟଗତ ସମସ୍ୟା ସବୁ ଦୂର ହେବ।ବ୍ୟବସାୟରେ ଆତ୍ମବିଶ୍ବାସ ଅଧିକ ହେବା ହେତୁ ଆପଣ କମ ପରିଶ୍ରମରେ ଅଧିକ ଫଳପ୍ରାପ୍ତି କରିବେ।

ବନ୍ଧୁ ବାନ୍ଧବ ମାନଙ୍କର ସହାୟତା ବଳରେ ଆପଣ ଅଧିକ ଭାବେ ସଫଳ ହେଇଯିବେ। ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ଦେଖାଯିବ। ଆପଣଙ୍କ ପୈତୃକ ସମ୍ପତ୍ତିରେ ଆପଣ କିଛି ବି ଅସୁବିଧା ଭୋଗ କରିବେ ନାହିଁ। ଆପଣଙ୍କ ଦାମ୍ପତ୍ତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ପାରିବାରିକ କଳହ ଦୂର ହେଇଯିବ। ଆପଣଙ୍କ ଦାମ୍ପତ୍ତ୍ୟ ଜୀବନରେ ସବୁ ସୁଖ ଆପଣ ପ୍ରାପ୍ତ କରିବେ। ଆପଣ ଗୃହ ଉପକରଣ ମାନଙ୍କର କ୍ରୟ କରିପାରନ୍ତି। କୁଆଡେ ବୁଲିବାର ସୁଯୋଗ ଆପଣଙ୍କୁ ମିଳିପାରେ। ଅଧିକତ୍ତର ଆୟର ନୂତନ ଯୋଜନା ଆପଣଙ୍କୁ ଆସିବ। ଆପଣଙ୍କ ଆର୍ଥିକ ସବୁ ସମସ୍ୟା ଜଲଦି ଦୂର ହେଇଯିବ।

makara

ଏବେ କଥା ହେବା ମକର ରାଶିର ଲୋକଙ୍କ ବାବଦରେ:- ମକର ରାଶି ଥିବା ପୁରୁଷ ଆଉ ମହିଳା ମାନେ ଉଛ ପରିଶ୍ରମ କରିବା ସହ ଉଛ ପାରିଶ୍ରମିକ ଆଦାୟ କରିବାରେ ସକ୍ଷମ ହେଇଯିବେ। ଆପଣଙ୍କର ଶାରୀରିକ ସୁସ୍ଥତା ଦେଖାଯିବ। ଆପଣ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ। ଆପଣଙ୍କ ବ୍ୟବହାର ତଥା ସବୁକିଛି ଭଲ ରହିବ। ଆକସ୍ମିକ ଧନପ୍ରାପ୍ତ କରିବାରେ ଆପଣ ସହାୟକ ହେବେ। ଯଦି ଆପଣ ବ୍ୟବସାୟ କରୁଥାନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ଧନପ୍ରାପ୍ତି ହେବାର ସମ୍ଭାବନା ଅଛି। ଆପଣ ନିଜର କର୍ମକୁ ଆଧାର କରି ଉପରକୁ ଯିବେ।

ଆପଣଙ୍କ ମାନ ମୁକଦ୍ଦମା ସବୁ ସମାଧାନ ହେଇଯିବ। ଆପଣଙ୍କର ସମାଜରେ ପ୍ରତିଷ୍ଠା ବଢିବ ଆଉ ଆପଣ ଏହାର ଆଧାରରେ ନିଜର ମତାମତ ଦେବାର ସୁଯୋଗ ପାଇବେ। ଆପଣ ରାଜନୀତି କ୍ଷେତ୍ରରେ ଉପରକୁ ଯିବେ ଆଉ ତାହା ବାବଦରେ କହିବାର ସୁଯୋଗ ଆପଣ ପାଇବେ। ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରିବାର ସୁଯୋଗ ପାଇବେ ଆଉ ତାଙ୍କର ପରିସ୍ଥିତି ତାଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରିବ।

Leave a Reply

Your email address will not be published. Required fields are marked *