ମରୁଡ଼ି ମଧ୍ୟରେ ଆଶା, ୩୦ ସୁଦ୍ଧା ଲଘୁଚାପ ଏହି ସବୁ ଜିଲ୍ଲାରେ ବର୍ଷା !!

ra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ 28 ନୁହେଁ 30 ତାରିଖ ମଧ୍ୟରେ ଲଘୁଚାପ ମରୁଡି ଆଶଂକା ମଧ୍ୟରେ ଆଶାର ଆଲୋକ ତେବେ ଏହି ଲଘୁଚାପ ପ୍ରଭାବ ରେ କେଉଁ କେଉଁ ଜିଲ୍ଲାରେ ବର୍ଷା ର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲା କୁ ମରୁଡି ର ସମ୍ଭାବନା ରହିଛି ଆସନ୍ତୁ ଏହି ବିଷୟ ରେ ଜାଣିନେବା । ତେବେ ଲଘୁଚାପ ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲା ରେ କାଳବୈଶାଖୀ ର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆସନ୍ତା 3 ଦିନ ପାଇଁ 9 ଟି ଜିଲ୍ଲା କୁ ୟୋଲ ୱୀର୍ଣ୍ଣିଂ ଜାରିହୋଇଛି । ମୂଖ୍ୟତଃ କନ୍ଧମାଳ , ନୟାଗଡ , କୋର୍ଦ୍ଧା , କଟକ, ଅନୁଗୁଳ , ଢେଙ୍କାନାଳ କେନ୍ଧୁଝର , ମୟୁରଭଞୀ ବାଲେଶ୍ୱର ଜିଲ୍ଲା କୁ ସତର୍କତା ଜାରୀ କରାଜାଇଛି । ତେବେ ଦେଖିବା ଲଘୁଚାପ ର ଖବର ଏହି ପ୍ରଭାବ ପାଇଁ ଅଗଷ୍ଟ ମାସ ଏକ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ଗଣାଯିବ । ପ୍ରତି ବର୍ଷ ଏହି ମାସ ରେ ଅଧିକ ବର୍ଷା ହୋଇଥାଏ ।

rain

ହେଲେ ବିଗତ କିଛି ଦଶନ୍ଧିରେ ଅଗଷ୍ଟ ମାସ ଏକ ସୁଖିଲା ଅଗଷ୍ଟ ମାସରେ ପରିଣତ ହୋଇଛି । ସାମୁଦ୍ରିକ ଅନୁଯାୟୀ ବାର୍ଷିକ ବୃଷ୍ଟିପାତ କୁ ପ୍ରଭାବିତ କରିବାର ଆଶଂକା ରହିଛି । ଏହିଥିରେ ମାସ ଶେଷ ବେଳକୁ ଦାନା ବାନ୍ଧୁଥିବା ଲଘୁଚାପ ନୂଆ ଆଶା ନେଇ ଆସିଛି । ତେବେ ବର୍ତମାନ ସମୟ ରେ ମିଳିଥିବା ସୂଚନା ଅନୁସାରେ 30 ତାରିଖ ବେଳକୁ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ରହିଛି ।

27 ତାରିଖ ବେଳକୁ ବଙ୍ଗୋପସାଗର ରେ ଏକ ସାଇକ୍ଲୋନିକ୍ ସର୍କ୍ୟୁଲେସନ ସୃଷ୍ଟି ହେବ ଜାହା ପରବର୍ତି ସମୟ ରେ 30 ତାରିଖ ରେ ଏକ ବଡ ଲଘୁଚାପ ରେ ପରିବର୍ତ୍ତନ ହେବାକୁ ଜାଉଛି । ପରବର୍ତି ଦୁଇ ଦିନ ରେ ଏହି ସାଇକ୍ଲୋନିକ୍ ସର୍କ୍ୟୁଲେସନ ଘନିଭୂତ ହେବାକୁ ଜାଉଛି ।

rains

ସେହି ପରି ପାଣିପାଗ ବିଭାଗ ର କହିବା ଅନୁସାରେ ମରୁଡି ଯୁକ୍ତ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ଜିଲ୍ଲା ଗୁଡିକ ମଧ୍ୟରେ ବରଗଡ , ଭଦ୍ରକ , ଦେବଗଡ ଢେଙ୍କାନାଳ , ଜଗତସିହଂପୁର , ଝାଡସୁଗୁଡା , ଜାଜପୁର , କଳାହାଣ୍ଡି , କନ୍ଧମାଳ , କଳାହାଣ୍ଡୀ, କେନ୍ଧୁଝର , ମୟୁରଭଞୀ , ସମ୍ଭଲପୁର , ସୋନପୁର , ଏବଂ ସୁନ୍ଦର ଗଡ ଜିଲ୍ଲା ରେ ଅଳ୍ପ ବୃଷ୍ଟିପାତ ପାଇଁ ଏହି ବର୍ଷ ଏହି ଜିଲ୍ଲା ଗୁଡିକ ମରୁଡି ଯୁକ୍ତ ଅଞ୍ଚଳ ଭାବେ ପରିଗଣିତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *