ତେବେ ଆଜି ଆମେ ଆପଣଙ୍କ ପାଖରେ ଆଉ ଦୁଇଜଣ ବୈବାହିକ କପଲଙ୍କ କଥା କହିବାକୁ ଯାଉଛୁ। ତେବେ ଏହା ରିଏଲ ନୁହଁ ବରଂ ରିଲ ଅଟେ। କାରଣ ଏକ ସିରିଏଲର ସୁଟିଂ ପାଇଁ ହି ସେହି ଦୁଇଜଣ ବିବାହ କରୁଛନ୍ତି।
ତେବେ ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ସର୍ବଦା ନିଜର ଡେଲି ନିଉଜ ଦ୍ୱାରା ରିଲ ଆଉ ରିଏଲ ଖବର ଆଣିଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ତଥା ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଦୁଃଖଭରା ଖବର ନେଇକି ଆସିଛୁ ,
ଆମେ ଆଜି ଆପଣଙ୍କ ପାଖରେ ଓଲିଉଡର ଆପଣଙ୍କ ପ୍ରିୟ ତଥା ଫିଲ୍ମ ଅଭିନେତ୍ରିଙ୍କ ବାବଦରେ କହିବାକୁ ଯାଉଛୁ। ତାଙ୍କର ବିବାହ ଦେବାଶିଷଙ୍କ ସହ ହେଇଛି ଆଉ ତାହା ସମଗ୍ର ଓଡ଼ିଆ ଜଗତକୁ ହି ଖୁସିର ଲହରୀରେ ଖେଳାଇ ଦେଇଛି। ତେବେ ଆମେ କହିବାକୁ ଯାଉଛୁ ଲିପ୍ସାଙ୍କ ବାବଦରେ ଯାହାଙ୍କର ନୂତନ ଧାରାବାହିକ ଆସୁଛି ସାର୍ଥକ ଟିଭିରେ ଯାହା କି ଓଡିଶା ବାସୀଙ୍କ ଭିତରେ ଚହଳ ସୃଷ୍ଟି କରିଦେଇଛି।
ତେବେ ଆପଣ ଯେପରିକି ଜାଣନ୍ତି କି ଲିପ୍ସା ଆଉ ଦେବାଶିଷଙ୍କର ବିବାହ ହେଇଛି। ଆଉ ତାହା ବାବଦରେ ଅନେକ ଚର୍ଚ୍ଚ ଦେଖିବାକୁ ମିଳୁଛି। ଏହି ବିବାହ ଧାରାବାହିକ ଭିତରେ ହେଇଛି ସତ ମାତ୍ର ତାହାର ଚର୍ଚା ଚାରିଆଡେ ଦେଖାଯାଉଛି। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ।
ତେବେ ଦେଖା ଯାଉଥିବା ଭିଡିଓରେ ସୁଟିଂ କରୁଛନ୍ତି ଲିପ୍ସା ଆଉ ଦେବାଶିଷ। ଏହି ଭିଡିଓ ଭିତରେ ତାଙ୍କର ବିବାହ ହେଉଥିବାର ଦେଖିବାକୁ ମିଳୁଛି ଆଉ ତାହା ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି। ଲିପ୍ସା ଦେବାଶିଷଙ୍କୁ ମାଳା ପିନ୍ଧାଉଛନ୍ତି ଆଉ ଦେବାଶିଷ ମଧ୍ୟା ଲିପ୍ସାଙ୍କୁ ମାଳା ପିନ୍ଧାଉଛନ୍ତି। ଏହାପରେ ଲିପ୍ସାଙ୍କ ବାପାଙ୍କୁ ଆଲିଙ୍ଗନ କରୁଛନ୍ତି ଦେବାଶିଷ। ତାହାପରେ ଏହା ଆସିବାକୁ ଯାଉଛି। ଏହି ଭିଡ଼ିଓର ପରେ ହି ତାଙ୍କର ରୋମାଣ୍ଟିକ ଭିଡିଓ ଦେଖିବାକୁ ମିଳିଲା ଯାହା ଭିତରେ ଲିପ୍ସା ଆଉ ଦେବାଶିଷ ନଜର ଆସୁଛନ୍ତି।
ଏହି ଭିଡିଓରେ ଲିପ୍ସା ନିଜର ବଧୁ ବେଶରେ ବସିଛନ୍ତି ନିଜ ବିଛଣା ଉପରେ ଆଉ ଦେବାଶିଷ ଆସି ତାଙ୍କୁ କହୁଛନ୍ତି। ଏହାପରେ ଲିପ୍ସା ନିଜର ଭିଡିଓରେ କହୁଛନ୍ତି, ” ରାତି ୧.୦୦ ସମୟରେ ଆମ ରୋମାଣ୍ଟିକ ଭିଡିଓ ଶୁଟିଂ ହେଉଛି।” ଏହାପରେ ଦେବାଶିଷ କହୁଛନ୍ତି, ” ମୋତେ ନିଦ ଆସୁଛି ଆଉ ମୁଁ ଘରକୁ ଯିବି” ଏହାପରେ ଲିପ୍ସା ତାଙ୍କୁ ଜବାବ ଦେଇକି କହୁଛନ୍ତି, ” ମୋତେ ମଧ୍ୟ ନିଦ ଆସୁଛି ଆଉ ମୁଁ ମଧ୍ୟ ଶୁଟିଂ ସେଟ ଛାଡି ଚାଲିଯିବି ଏବେ।” ଏହିପରି ସେମାନେ ବହୁତ ମଜା ମସ୍ତି କରୁଛନ୍ତି। ଏହିଭଳି ଭାବେ ସେ ତାଙ୍କର ନୂତନ ଧାରାବାହିକର ଆଗମନ ବାବଦରେ କହୁଛନ୍ତି।