ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ପାଣିପାଗ ବିଭାଗ ର ସତର୍କ ସୂଚନା ଆସନ୍ତା 24 ଘଣ୍ଟା ମଧ୍ୟରେ ବୁଯୁଳୀ ଘଡଘଡି ସହିତ ବର୍ଷା ର ସମ୍ଭାବନା । ତେବେ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ଉପକୂଳ ଓଡିଶା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି । ଆଉ ଏହାର ପ୍ରଭାବ ରେ କିଛି ଜିଲ୍ଲା କୁ ବର୍ଷା ର ପ୍ରଭାବ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଜିଲ୍ଲା ଗୁଡିକ କଣ ରହିଛି କଣ ରହିଛି ପାଣି ପାଗ ବିଭାଗର ସଂମ୍ପର୍ଣ୍ଣ ସୂଚନା ଜାଣିନେବା ।
ପଶ୍ଚିମ ଉତ୍ତର ଏବଂ ପଶ୍ଚିମ ବଙ୍ଗୋପସାଗର ରେ ଗତି କରୁଥିବା ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରଣିୟ ଓଡିଶା ଛତିସଗଡ ଏବଂ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶା ର ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସହିତ 20 ରୁ 30 କିଲୋମିଟର ପବନ ବହିବାର ସମ୍ଭାବନା ରହିଛି ।
ତେବେ ବରଗଡ , ଝାଡସୁଗୁଡା , ସୁନ୍ଦରଗଡ , ସମ୍ବଲପୁର ଦେଓଗଡ , କେଉଁଝର , ସମ୍ବଲପୁର , ଅନୁଗୁଳ , ନୂଆପଡା , ଏବଂ ବଲାଙ୍ଗିର ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଏହା ସହିତ ଆସନ୍ତା କାଲି ଅର୍ଥାତ୍ 21 ତାରିଖ ମଧ୍ୟରେ ସୁନ୍ଦରଗଡ , ବରଗଡ , ଝାଡସୁଗୁଡା , ଏବଂ ସମ୍ବଲପୁର ଆଦି ଜିଲ୍ଲା ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି ।
ତେବେ ଏହି ସବୁ ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ଏହି ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷ୍ୟ ରୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।