ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ମହିଳା ଏବଂ ପୁରୁଷ ମାନଙ୍କର ଚୁଟି ଝଡିବା ସମସ୍ୟା ଅଧିକ ପରିମାଣ ରେ ବଢିବାରେ ଲାଗିଛି । ତେବେ ଏହି ସମସ୍ୟା ରୁ ଆମେ ମାନେ ପ୍ରତ୍ୟେକ ସମୟ ରେ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତି ହେଲେ ଏହି ସମସ୍ୟା କୁ ଦୂର କରି ପାରନ୍ତି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ସବୁ ରୁ ଆପଣ ମାନେ କେମିତି ମୁକ୍ତି ପାଇବେ ସେହି ବିଷୟ ରେ ସୂଚନା ଦେବୁ ।
ବହୁତ ଲୋକ ମାନେ ଚନ୍ଧା ପଣ ବା ଏଲୋକେସିଆ ଭଳି ସମସ୍ୟା ରେ ପୀଡିତ ରହିଛନ୍ତି ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ସମୟ ପୂର୍ବ ରୁ ଏହି ଚନ୍ଧା ପଣ ହୋଇ ଜାଇ ଥାଏ ସେମାନେ ନିଜକୁ ବହୁତ ଆତ୍ମଜ୍ଞ୍ୟନୀ ବୋଲି ମନେ କରନ୍ତି । ଜାହା ସେମାନଙ୍କ ବ୍ୟକ୍ତିଗତ ଲାଇଫ୍ ଉପରେ ବହୁତ ପରିମାଣ ରେ ପ୍ରଭାବ ପକେଇ ଥାଏ , ସେମାନେ କାହାକୁ ମୁହଁ ଦେଖେଇବା ପାଇଁ ଲାଜ ଅନୁଭବ କରନ୍ତି , ଏମିତି ଲୋକ ମାନେ ବହୁତ ରହିଛନ୍ତି ଯେଉଁ ମାନେ ଚନ୍ଦା ହୋଇ ଯିବା ଦ୍ୱାରା ବହୁତ ହାରାସ୍ ଫିଲ୍ କରନ୍ତି ।
ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ସମସ୍ୟା ସାଧାରଣତଃ ଜେନେଟିକ୍ ଅସୁବିଧା ପାଇଁ ହୋଇ ଥାଏ , ସେମିତି ରେ ବନ୍ଧୁଗଣ ଚିନ୍ତା କରିବାର ନାହିଁ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଉପଚାର ନେଇ କରି ଆସିଛୁ ଜାହା ସଂମ୍ପର୍ଣ୍ଣ ନେଚୁରାଲ ହେବା ସହିତ ଶହେ ପ୍ରତିଶତ ଆପଣ ମାନଙ୍କ ମୁଣ୍ଡ ରେ କେଶ ଉଠେଇବା ପାଇଁ ପ୍ରମାଣ କାରୀ ଅଟେ । ବନ୍ଧୁଗଣ ଯଦି ଆପଣଙ୍କ ମୁଣ୍ଡରୁ ଚୁଟି ଉପୁଡି ଉପୁଡି ଚନ୍ଦା ହୋଇଗଲେଣୀ ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ ।
ଆଜି ଆମେ ଆପଣ ମାନଙ୍କୁ ଏକ ହୋମରମେଡି ବନେଇବା ସିଖେଇବୁ ଜାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଚନ୍ଦା ମୁଣ୍ଡରେ ପୁଣି ଥରେ ଚୁଟି ଉଠିବାରେ ଲାଗିବ । ଏହିଥି ଆପଣ ମାନଙ୍କୁ ଗୋଟିଏ ଜିନିଷ ର ଆବଶ୍ୟକତା ପଡିବ ତାହା ହେଲା କାଗଜ ଲେମ୍ବୁୁ ଏହି କାଗଜ ଲେମ୍ବୁ ଆପଣ ମାନଙ୍କୁ କେଉଁଠାରୁ ଆପଣ ମାନଙ୍କୁ ମିଳିଯିବ । ପ୍ରଥମେ ଆପଣ ଏକ କାଗଜ ଲେମ୍ବୁ ନେଇ ତାହାକୁ କାଟି ଦିଅନ୍ତୁ , ଏବଂ ସେହି ଲେମ୍ବୁ ମଧ୍ୟରେ ରହିଥିବା ସେହି ମଞୀ କୁ ଆପଣ ମାନେ ବାହାର କରନ୍ତୁ ।
ଏବଂ ପରେ ଏହି ପ୍ରକାରର ସମସ୍ତ ଲେମ୍ବୁ ରୁ ମଞୀ ବାହାର କରି ନେଇ ଆପଣ ମାନେ ଏହାକୁ ବାଟି ନିଅନ୍ତୁ । ଏବେ ଆପଣ ମାନେ ବନ୍ଧୁଗଣ ଆପଣ ମାନଙ୍କର କେଶ ଝଡି ଚନ୍ଦା ହୋଇଥିବା ସ୍ଥାନ ମାନଙ୍କରେ ଆପଣ ମାନେ ଭଲ ଭାବେ ଲେପ କରି ଦିଅନ୍ତୁ । ଏବେ ଆପଣ ମାନେ ଦେଖିବେ କିଛି ଦିନ ମଧ୍ୟରେ ଆପଣ ମାନଙ୍କର କେଶ ପୁଣି ଥରେ ଉଠିବାରେ ଲାଗିବ । ଏହି ରମେଡି ଆପଣ ମାନଙ୍କ ମୁଣ୍ଡ ରେ ପୁଣି ଚୁଟି ଉଠେଇବା ସହିତ ଆପଣ ମାନଙ୍କୁ କେବେ ବି ଚନ୍ଦା ହେବାକୁ ଦେବ ନାହିଁ ।