ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ସ୍ତୁଲ ଛାତ୍ର ଛାତ୍ରୀ ଙ୍କ ପାଇଁ କିଛି ନୂଆ ଆପଡେଟ୍ ରହିଛି ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ଖୋଲିବାକୁ ନେଇ ତେବେ ଜାଣନ୍ତୁ କଣ ରହିଛି କି ରାଜ୍ୟ ରେ ଆଉ ଖୋଲିବ ନାହିଁ ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ତେବେ ସଂମ୍ପର୍ଣ୍ଣ ଭାବେ ଅପଡେଟ୍ ଆମେ ମାନେ ଜାଣି ନେବା ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ଦେଖନ୍ତୁ
, ତେବେ ବନ୍ଧୁଗଣ ଏବେ ରାଜ୍ୟ ରେ ଖୋଲିବ ନାହିଁ ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ସ୍କୁଲ ଏହି ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମ୍ୟରଂଞନ୍ କହିଛନ୍ତି , ସେ କହିଛନ୍ତି ସ୍କୁଲ ଖୋଲିବା ନେଇ କୈଣସି ନିତି ଗତ ନିସ୍ପତି ହୋଇ ନାହିଁ । ତେବେ ପୁଣି ତୃତୀୟ ଲହରର ଭୟ ରହିଥିବାରୁ ଏ ନେଇ କୌଣସି ନିଶ୍ପତି ନ ହୋଇଥିବା କଥା ସେ ସ୍ପଷ୍ଟ କରିଛନ୍ତି ।
ବର୍ତମାନ ସମୟ ରେ ବିଚାର ବିମର୍ଶ ଚାଲିଛି , ସେହି ପରି ମହାରାଷ୍ଟ୍ର ଏବଂ ଗୁଜୁରାଟ ରେ ପୁଣି ଥରେ ଲକଡାଉନ୍ ଆରମ୍ଭ ହୋଇଛି , ତେବେ ଉଚ୍ଚ ବିଦ୍ୟାଳୟ , ସ୍ନାତକ ବିଦ୍ୟାଳୟ, ସମେତ ଅଙ୍ଗନୱାଡୀ ଖୋଲି ଗଲାଣୀ ପାଠ ପଢା ଏବେ ଆରମ୍ଭ ହୋଇଛି ତେବେ ଏହାତୁ ନଜର ରେ ରଖି ଗଣ ଶିକ୍ଷା ବିଭାଗ ପକ୍ଷ୍ୟ ରୁ ଏବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ଗଣଶିକ୍ଷା ଅଧିକାରୀ ମାନେ ଘନ ଘନ ବୈଠକ କରୁଛନ୍ତି ,
ତେବେ ଆଜି ସୁଧା ମିଳି ଥିବା ସୂଚନା ଅନୁସାରେ ସେପ୍ଟେମ୍ୱର ମାସ ରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷ୍ୟ ରୁ ଗଣ ଶିକ୍ଷା ବିଭାଗ କୁ ଅନୁମତି ଦିଆ ଜାଇ ନାହିଁ । ତେବେ ଏ ନେଇ ତୁରନ୍ତ ନିଶ୍ପତି ନିଆ ଜାଇପାରେ ବୋଲି ସୁଚନା ରହିଛି ।
ଦେଶ ରେ ବଢୁ ଥିବା ସଂଙ୍କ୍ରମଣ କୁ ଦେଖି ପୂନର୍ବିଚାର କରା ଜାଉ ଥିବା ବେଳେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ,ସୀମାନ୍ତ ସ୍ତୁଲ ମାନଙ୍କ ରେ ନୋଡାଲ ଅଫିସର ମାନେ ପହଁଚିଛନ୍ତି , ସେଠାରେ କୋଭିଡ୍ ନିୟମ କୁ ପାଳନ ନେଇ ତଦାରଖ୍ କରୁଛନ୍ତି , ବର୍ତମାନ ସମୟ ରେ ରାଜ୍ୟ ରେ ନବମ ରୁ ଦ୍ୱାଦଶ ଶ୍ରେଣୀ ପିଲା ମାନଙ୍କ ପାଠ ପଢା ଚାଲି ଥିିବା ବେଳେ ବର୍ତମାନ ସମୟ ରେ ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ଖୋଲିବାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ,
ତେବେ ଆଗାମୀ ସମୟ ରେ କଣ ରହିବ ରିପୋର୍ଟ ଆପଣ ମାନଙ୍କୁ ଜଣେଇ ଦେବୁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।