PM kisan:ଚାଷୀଙ୍କ ପାଇଁ ଖୁସି ଖବର: ଆପଣଙ୍କର ଯଦି ଚାଷ ଜମୀ ଥାଏ ତେବେ ପାଇ ପାରିବେ 36,000 ଟଙ୍କା | ଜାଣନ୍ତୁ କେମିତି ପାଇବେ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ଆପଣ ମାନେ ଜାଣିଥିବେ ଯେ ଚାଷ ହେଉଛି ଓଡିଶାବାସୀ ଙ୍କର ଜୀବନ,ଚାଷ ବିନା ଓଡିଶାର ଲୋକମାନଙ୍କର ବଞ୍ଚିପାରିବେ ନାହିଁ, ଚାଷ ଏମିତି ଏକ ସମ୍ପଦ ଯାହା ଲୋକମାନଙ୍କ ଜୀବନ କୁ ଏତେ ବର୍ଷ ଧରି ବଞ୍ଚେଇ ରଖିଛି |ଚାଷ ବିନା କୃଷକର ଜୀବନ ଅଧୁରା |ଆପଣମାନେ ଜାଣିଥିବେ ଓଡିଶାର କୃଷକ ମାନେ କେତେ ପରିଶ୍ରମୀ,ତାଙ୍କ ପରିବାରର ପେଟ ପୁଷିବା ପାଇଁ ସେ ବହୁତ କଷ୍ଟକୁ ସାମ୍ନା କରିଥାନ୍ତି | ସେ ସବୁ ବର୍ଷ ଚାଷ କରି ନିଜର ଜୀବିକାକୁ ବଞ୍ଚେଇ ଥାଆନ୍ତି |କୃଷକଙ୍କ ପରିଶ୍ରମ କୁ ଦେଖି ମୋଦି ସରକାର ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି |

ଏହାକୁ ଶୁଣିବା ପରେ ଚାଷୀ ଭାଇଙ୍କ ମନରେ କି ଉଲ୍ଲାସ କହିଲେ ନ ସରେ, ଏହି ଯୋଜନାଟିର ନାମ ହେଲା pm କିସାନ ଯୋଜନା | ମୋଦି ସରକାରଙ୍କ ବାର୍ତ୍ତା ଯେ ଏହି ଯୋଜନାରେ ଆପଣଙ୍କୁ ପ୍ରତି ମାସରେ 3000ହଜାର ଟଙ୍କା ମିଳିବ | ଏବେ pm କିସାନ ସମ୍ମାନ ନିଧିର ଲାଭର୍ଥୀ ଚାଷୀ ମାନଙ୍କୁ ଗୋଟେ ବର୍ଷରେ 36000 ଟଙ୍କା ମିଳିବ | ଏହି ଟଙ୍କା କୁ ଚାଷୀ ଭାଇ ମାନଙ୍କୁ ପେନସନ ଆକାରାରେ ମିଳିବ |

Pm

ମୋଦି ସରକାର ଚାଷୀ ମାନଙ୍କର ଦୁଃଖର ସାମିଲ ହୋଇ ତାଙ୍କୁ ସମ୍ମାନର ସହିତ ଏହି ଯୋଜନାରେ ବ୍ୟବସ୍ଥା କରିଛନ୍ତି | ସେହି ଟଙ୍କା କୁ ଚାଷୀ ମାନେ ବହୁତ ଦିନ ହେଲା ଆପେକ୍ଷା କରିଥିଲେ,ହେଲେ ଏବେ ଏହାକୁ ପାଇବେ ବୋଲି ଶୁଣି ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି | ଆଉ pm କିସାନ ଯୋଜନାକୁ ନିଜ ଜୀବନର ଅମୂଲ୍ୟ ସମ୍ପଦବୋଲି ଭାବୁଛନ୍ତି |

ଏହି ଯୋଜନାରେ ଲାଭ ପାଇବାକୁ ହେଲେ ଆପଣଙ୍କୁ କୌଣସି ପ୍ରକାରର ଡକୁମେଣ୍ଟ ଦେବାକୁ ପଡିବ, ଯେପରିକି ଆଧାରକାର୍ଡ,ବ୍ୟାଙ୍କ ଆକାଉଣ୍ଟ ଆଦି |ଏହି ଯୋଜନାରେ ବହୁତ ପ୍ରକାର ଫାଇଦା ଵି ପାଇବେ ଯେମିତି କି ଏହି ଯୋଜନାରେ 18ବର୍ଷ ରୁ ଆରମ୍ଭ କରି 40ବର୍ଷ ବୟସର କୌଣସି ବି ଚାଷୀ ନେଇପାରିବେ | ଏଥି ପାଇଁ ଚାଷୀ ଭାଇଙ୍କ ପାଖରେ 2 ହେକ୍ଟର ଜମି ଥିବା ଦରକାର |

pm

ଚାଷ ରେ ଲୋକମାନଙ୍କର ବହୁତ କ୍ଷତି ହୋଇଥାଏ | ତଥାପି ଵି ସେମାନେ ଚାଷ କୁ ଛାଡିପାରନ୍ତିନି | ସେମାନେ ସବୁବେଳେ ଲୋକମାନଙ୍କର ଚିନ୍ତା ହିଁ କରନ୍ତି |ସେମାନେ ଭାବନ୍ତି ଆମେ ଚାଷ କଲେ ସିନା ଅନ୍ୟ ଦେଶର ଲୋକମାନେ ଖାଇ ବଞ୍ଚିବେ ତାଙ୍କ ପରିବାରକୁ ଵି ବଞ୍ଚେଇବେ | ଯେତେ କଷ୍ଟ ହେଲେ ଵି ସେମାନେ ଚାଷ କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ | ସବୁବେଳେ ଚାଷୀଭାଇଙ୍କ ପରିଶ୍ରମକୁ ସମ୍ମାନ ଦିଅନ୍ତୁ ଆଉ ଚାଷର ଶକ୍ତିକୁ ବଞ୍ଚେଇରଖନ୍ତୁ |

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ମାନଙ୍କ ସହିତ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *