ପ୍ରଥମ ଥର ପାଇଁ ଦେଖନ୍ତୁ ଭୁବନେଶ୍ୱର ମାଳିସାହିର ଭିତିରି ଦୃଶ୍ୟ । ଏମିତି ଚାଲିଛି ବେପାର ।

Malisahi

ଆଜି ଆମେ ଆପଣଙ୍କ ପାଖରେ ଏପରି ଏକ ଖବର ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଜବ ହେଇପାରେ। ଆପଣ ଭାବୁଥିବେ ଆମେ କି ଆଜି ହୁଏତ କି ଖବର ବାବଦରେ କହିବାକୁ ଯାଉଛି । ମାତ୍ର ଆପଣଙ୍କୁ ଜାଣିବାକୁ ହେବ। ଆମ ଭାରତ ବର୍ଷରେ ଏପରି ଅନେକ ସ୍ଥାନ ଅଛି ଯେଉଁ ସ୍ଥାନ ମାନଙ୍କରେ ମହିଳା ମାନେ ନିଜର ଶରୀର ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଭାରତରେ ଏପରି ଏତେ ସ୍ଥାନ ଅଛି ଯାହାର ଲୋକ ସଂଖ୍ୟା କିଛି ଦେଶର ଲୋକସଂଖ୍ୟା ଠାରୁ ଅଧିକ ଅଟେ। ତେବେ ଆପଣଙ୍କୁ କହି ରଖୁଛୁ କି ଏଭଳି ସ୍ଥାନ ଆମ ଓଡିଶାରେ ମଧ୍ୟ ଅଛି ଯେଉଁଠାରେ କି ଝିଅ ମାନେ ଏଭଳି କାର୍ଯ୍ୟ କରନ୍ତି। ତେବେ ଆଜି ଆମେ ତାହାରି ବାବଦରେ କହିବାକୁ ଯାଉଛୁ। ତେବେ ଏହା ବାବଦରେ ଆମେ କହିବୁ କି ଏହି ସ୍ଥାନ ଗୁଡିକ ଭିତରୁ କିଭଳି ଦେଖା ଯାଇଥାଏ ଆଉ ଏହାର ସ୍ଥିତି କିପରି ଅଟେ।

Malisahi

ତେବେ ଆପଣ ଆମ ସହ ଯୋଡ଼ା ରୁହନ୍ତୁ ଆଜିର ଏହି ଖବର ବାବଦରେ ଅଧିକ ଜାଣିବା ପାଇଁ କାରଣ ଆଜି ଆମେ ଆପଣଙ୍କ ପାଖରେ ଭୁବନେଶ୍ୱରର ମାଳିସାହି ବାବଦରେ କହିବାକୁ ଯାଉଛୁ। ଆପଣ ଜାଣିଛନ୍ତି କି ଭାରତର କୋଲକାତା ବେଶ୍ୟାବୃତ୍ତି ପାଇଁ ସବୁଠୁ ବଡ଼ ସ୍ଥଳୀ ଅଟେ। ସେଭଳି ଭୁବନେଶ୍ୱରରେ ମଧ୍ୟ ଅଛି। ତେବେ ଏହା ବାବଦରେ ଆପଣ ଅଧିକ ଜାଣିବେ ଆଜି ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

ତେବେ ଆପଣ ଜାଣନ୍ତି କି କୋଲକାତା ଏପରି ଏକ ସହର ଯେଉଁଠାରେ ଥିବା ସ୍ଥାନ ଦୁନିଆର ସବୁଠୁ ବଡ ବେଶ୍ୟାପଡା ଅଟେ। ଏଠାରେ ଗୋଟେ ରାତ୍ରିରେ ପ୍ରାୟ ୨୫୦୦୦ ମହିଳା କାର୍ଯ୍ୟରେ ଲାଗନ୍ତି ଯାହା କି ସର୍ବାଧିକ ଅଟେ। ସେହିଭଳି ଦିଲ୍ଲୀ, ମହାରାଷ୍ଟ୍ର ତଥା ଉତ୍ତର ପ୍ରଦେଶର ଅନେକ ସ୍ଥାନ ମାନଙ୍କରେ ଏଭଳି ପରିସ୍ଥିତି ଅଛି।


ସେହିଭଳି ଆମ ଓଡିଶାରେ ମଧ୍ୟ ଏଭଳି ସ୍ଥାନ ଅଛି ଆଉ ତାହା ହୁଏତ ଆପଣଙ୍କ ପାଇଁ ଅଜଣା ନଥିବ। ଆପଣଙ୍କ ପାଖରେ ଆଜି ଆମେ ନେଇକି ଆସିଥିବା ଭିଡିଓରେ ଜଣେ ପିଲା ଏହି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ଆଉ ସେ ନିଜର କ୍ୟାମେରା ଦ୍ୱାରା ଏହାକୁ ଶୁଟ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ତେବେ ଏହା ଭିତର ଆଡୁ ଏକ ବସ୍ତି ଭଳି ଦେଖା ଯାଇଥାଏ। ତେବେ ଏହି ରାସ୍ତାରେ କେହି ଲୋକ ଗତି କଲେ ସେଠାରେ ଥିବା ମହିଳା ମାନେ ଗେଟ ପାଖରେ ଠିଆ ହୋଇ ଏହି ଯୁବକ ମାନଙ୍କୁ ନିଜ ପାଖକୁ ଡାକନ୍ତି। ଏହାଦ୍ୱାରା ସେମାନଙ୍କ ବ୍ୟାପାର ହେଇଥାଏ। ଆଉ ଏହି ଯୁବକ ମାନେ ଏଠାକୁ ଯାଇଥାନ୍ତି ଆଉ ନିଜର ଶୋଷ ମେଣ୍ଟାଇଥାନ୍ତି। ଏହିଭଳି ଘୃଣ୍ୟ କାର୍ଯ୍ୟ କରି ସେହି ମହିଳା ମାନେ ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

Leave a Reply

Your email address will not be published. Required fields are marked *