ଓଲିଉଡ ଫିଲ୍ମ ର ଅଭିନେତା ବାବୁଶାନ ମହାନ୍ତିଙ୍କୁ ଆପଣ ତ ଜାଣିଥିବେ। ବହୁତ ସାରା ଫିଲ୍ମରେ ସେ ଅଭିନୟ କରି ସେ ବହୁତ ଚର୍ଚ୍ଚା ରେ ଅଛନ୍ତି। ତାଙ୍କ ପିତା ଉତ୍ତମ ମହାନ୍ତି ଓ ମା ଅପରାଜିତା ମହାନ୍ତି ଙ୍କ ସହ ସେ ଭୁବନଶ୍ଵର ସ୍ଥିତ ବାସ ଭବନରେ ରୁହନ୍ତି। କିଛି ଦିନ ତଳେ ସେ ମଧ୍ୟ ବାପା ହୋଇଛନ୍ତି। ତାଙ୍କର ଏକ ସାନ ଝିଅ ଜନ୍ମ ଗ୍ରହଣ କରିଛି। ସାଙ୍ଗମାନେ ଓଲିଉଡ ଇଣ୍ଡଷ୍ଟ୍ରିର ଆପଣ ମାନଙ୍କର ପ୍ରିୟ ହିରୋ ଆପଣଙ୍କର ପ୍ରିୟ ଚକୋଲେଟ ବୟ ବାବୁଶାନ ମହାନ୍ତି ତାଙ୍କର ଘର ଦେଖିବାକୁ କେମିତି। ଏହି କିଛି ଦିନ ତଳେ ବାବୁଶାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ତାଙ୍କର ଘରର ଫଟୋ ଟିକୁ ସେୟାର କରିଛନ୍ତି। ଏହା ତାପରେ ବହୁତ ଭାଇରାଲ ହୋଇଥିଲା ଓ ତାଙ୍କର ଫ୍ୟାନ ମାନେ ଏହାକୁ ବହୁତ ପ୍ରଶଂସା କରିଥିଲେ।
ସାଙ୍ଗମାନେ ବାବୁସାନ ଓଡ଼ିଆ ଫିଲ୍ମ ଜଗତରେ ଚକ୍ଲେଟ ବୟ ବା ଲଭର ବୟ ଭାବରେ ପରିଚିତ ଅଟନ୍ତି। ସେ ତାଙ୍କ ପ୍ରଥମ ଫିଲ୍ମ ରୋମିଓ ଦ ଲଭର ବୟ ଜରିଆରେ ଓଡ଼ିଆ ଫିଲ୍ମ ଜଗତରେ ପଦାର୍ପଣ କରିଥିଲେ। ତାଙ୍କ ବାପା ଉତ୍ତମ ମହାନ୍ତି ମଧ୍ୟ ଓଡ଼ିଆ ଫିଲ୍ମ ଜଗତରେ ବହୁତ ନାମ କମାଇଛନ୍ତି।
ସେ ଅଳ୍ପ ସମୟ ମଧ୍ୟରେ ବହୁତ ସଫଳତା ପାଇଛନ୍ତି। ତାଙ୍କର ଛୋଟ ବେଳୁ ହିଁ ଅଭିନୟ ପ୍ରତି ରୁଚି ରହିଥିଲା। ସେ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିଶିଷ୍ଟ ଅଭିନେତା ଅଟନ୍ତି। ସେ ବର୍ତ୍ତମାନ ଗୋଟିଏ ଫିଲ୍ମ ପିଛା ୧୫ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି।
ଯଦି ଆପଣ ଦେଖି ନାହାଁନ୍ତି ନିଶ୍ଚିନ୍ତ ଭାବେ ଦେଖିବାକୁ ପାଇବେ। ତା ପୂର୍ବରୁ ଆପଣ ମାନଙ୍କୁ ବାବୁଶାନ ମହାନ୍ତିଙ୍କ କେଉଁ ଚଳଚ୍ଚିତ୍ରଟି ସବୁ ଠାରୁ ବେଶୀ ଭଲ ଲାଗେ ଶେଷ ଥର ପାଇଁ ଆପଣ ମାନେ କେଉଁ ଚଳଚ୍ଚିତ୍ରଟି ଦେଖି ଥିଲେ ମତେ ଜଣାନ୍ତୁ। ଆପଣ ମାନଙ୍କ ମଧ୍ୟରୁ କେତେ ଜଣ ବାବୁଶାନଙ୍କ ଘରଟିକୁ ରିଅଲରେ ଦେଖିଛନ୍ତି ତାହା ମଧ୍ୟ ମତେ କୁହନ୍ତୁ।
ଆପଣ ମାନଙ୍କ ମଧ୍ୟରୁ କିଛି ଜଣଙ୍କର ବାବୁଶାନ ମହାନ୍ତି ଫେଭରାଇଟ ହିରୋ ମଧ୍ୟ ଥିବେ। ଏ କିଛି ଦିନ ତଳେ ବାବୁଶାନ ଙ୍କର ଏକ ଫ୍ୟାନ ପେଜରେ ତାଙ୍କ ଘରର ଫଟୋଟି ପୋଷ୍ଟ ହୋଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଆପଣ ମାନଙ୍କ ମଧ୍ୟରୁ କେତେକଙ୍କ ବହୁତ ଆଗ୍ରହ ଓ ଉତ୍କଣ୍ଠା ରହିଥାଏ କି ବାବୁଶାନଙ୍କର ଘରଟିକୁ ଦେଖିବାକୁ। ଆପଣ ମାନେ ମଧ୍ୟ ଏହା ମଧ୍ୟରେ ତାଙ୍କ ଘରଟିକୁ ଦେଖିବାକୁ ପାଇ ଯାଉଛନ୍ତି। ଖୁବ ଶୀଘ୍ର ଆମେ ଆପଣଙ୍କୁ ତାଙ୍କ ଠିକଣା ଜଣାଇବାକୁ ଚେଷ୍ଟା କରିବୁ।