୧୭ ତାରିଖରୁ ଆସୁଛି ବନ୍ୟା। ୫ଦିନ ଯାଏ ହୋଇପାରେ ବର୍ଷା।

rain

ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ପ୍ରାୟ ୫ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିଁ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇରୁହନ୍ତୁ।

ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ଜାରିକଲା ବଡ ରିପୋର୍ଟ। ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ପାଣିପାଗ କେନ୍ଦ୍ରର ସୂଚନା କି ବନ୍ୟା ହେବାର ସମ୍ଭାବନା ବି ଅଛି। ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ଚାନ୍ସ ଅଛି।

rain

ଆଉ ମାତ୍ର ଗୋଟେ ଦିନ ପରେ ଅର୍ଥାତ ୧୭ ତାରିଖ ଦିନ କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ବାବଦରେ ଏସଆରସିଙ୍କର ସୂଚନା ଅଛି କି ଯେଉଁ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି କରା ଯାଇଛି ସେହି ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇପାରେ। ଏହି ଜିଲ୍ଲା ମାନେ ଯଦି ଗ୍ରାମାଞ୍ଚଳରେ ଥାଆନ୍ତି ତାହେଲେ ତାହା ବନ୍ୟା ହେଇପାରେ ଆଉ ସହରାଞ୍ଚଳରେ ଥିବା ଅଂଚଳ ମାନଙ୍କର ନିମ୍ନ ଭାଗରେ ପାଣି ଜମି ଯାଇପାରେ।

ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ସହ ପ୍ରବଲ ବଜ୍ରପାତର ସମ୍ଭାବନା ଅଛି। ଏହାକୁ ନେଇ ପ୍ରାୟ ୯ଟି ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ତଥା ପୁରୀକୁ ୟେଲୋ ବାର୍ନିଂ ଜାରି କଲା ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର। ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଘଡଘଡି ସହ ସ୍ୱଳ୍ପ ବୃଷ୍ଟିପାତ ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

rains

ସେହିଭଳି ଆଗାମୀ ୩ ଦିନ ଯାଏ ଏପରି ପାଗ ଲାଗି ରହିବ ବୋଲି ସୂଚନା ପ୍ରଦାନ କରା ଯାଇଛି। ଏପରି ବର୍ଷା ଲାଗି ରହିଛି ଆଉ ତାହା ଆଗାମୀ ଦିନ ମାନଙ୍କରେ ମଧ୍ୟ ଲାଗି ରହିପାରେ ବୋଲି ସୂଚନା ପ୍ରଦାନ କରା ଯାଇଛି।

ବର୍ଷା ପ୍ରଭାବରେ ସମୁଦ୍ର ପତନରେ ପବନର ବେଗ ୪୫ ରୁ ୫୦ କିମି ପ୍ରତି ଘଣ୍ଟା ରହିବାକୁ ଯାଉଛି। ଆଉ ତାହା ପ୍ରଭାବ ବହୁତ ଅଧିକ ହେବାକୁ ଯାଉଛି ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ମନା କରାଯାଇଛି।

Leave a Reply

Your email address will not be published. Required fields are marked *