ଜୀବନରେ କେଉଁ ପ୍ରକାର ଝିଅ କୁ ଭଲ ପାଇବା ଦରକାର ଜାଣନ୍ତୁ ।

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କେଉଁ ଟାଇପ୍ ର ଝିଅ କୁ ଭଲ ପାଇବା ଉଚିତ୍ ମାନେ କେଉଁ ପ୍ରକାରର ଝିଅଙ୍କୁ ଭଲପାଇବା ଦରକାର ଜାହା ଦ୍ୱାରା ଭବିଷ୍ୟତରେ ତୁମର ଲଭଲାଇଫ୍ ରେ ଏମିତି କୈଣସି ଅସୁବିଧା ଆସିବ ନାହିଁ । ଆଉ ତୁମର ପ୍ରେମ ଗାଡି ଆଗକୁ ବଢେଇ ପାରିବ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ନେବା ବାସ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

girls

ତେବେ ପ୍ରଥମେ ଜାହା ହେଲା ଝିଅ ସବୁ ବେଳେ ସରଳ ହେବା ଉଚିତ୍ ଆଉ ତାର କେହିବି ବୟଫ୍ରେଣ୍ଡ ନଥିବା ଦରକାର କାହିଁକି ନା ଅଧିକ ଲଭଷ୍ଟୋରୀ ରେ ତାର ପୂର୍ବ ପ୍ରେମ ସଂମ୍ପର୍କ ବିଷୟ ରେ ଅସୁବିଧା ଆସିଥାଏ । ଏହା ସହିତ ଝିଅ କାଳୀ ହେଊ କିମ୍ବା ଗୋରୀ ସେଥିରେ କୈଣସି ଅସୁବିଧା ନାହିଁ , କିନ୍ତୁ ଝିଅ ନିଜର ସାହୀ କିମ୍ବା ଗ୍ରାମ ରୁ ହୋଇଥିବା ଦରକାର ।

କାରଣ ରିୟଲ ଲାଇଫ୍ ରେ ଅଜଣା ଝିଅକୁ ଭଲପାଇ ବସିଲେ ସେ କେବେ ବି ଆସିବ ନାହିଁ । ବା ସେ ତୁମକୁ କେବେ ବି ପ୍ରେମ କରିପାରିବ ନାହିଁ । ସେହିଥି ପାଇଁ ଝିଅ ନିଜର ଗାଁ ବା ପାଖ ଅଞ୍ଚଳର ହୋଇଥିବା ଜରୁରୀ ଅଟେ । ଜାହା ଦ୍ୱାରା ତୁମେ ସହଜ ରେ ଦେଖା କରିପାରିବ ତା ସହିତ ମିଶି ପାରିବ ଏହା ସହିତ ତୁମେ କିଛି ଦିନ ଟାଇମ୍ ନେଇ ଝିଅର ଆଟିଚ୍ୟୁଟ୍ ଝିଅର କ୍ୟରେକ୍ଟର କୁ ତୁମେ ବହୁତ ଭଲ ଭାବେ ଜାଣି ପାରିବ ।

bhavi

କାହିଁକି ନା ଆଜିର ସମୟ ରେ ଝିଅ ମାନଙ୍କର ବାହାରକୁ ଜାହା ଦେଖା ଜାଆନ୍ତି ସେମାନେ ଭିତରୁ କେବେ ବି ସେମିତି ହୋଇନଥାନ୍ତି । ସେହିଥି ପାଇଁ ସବୁ ସମୟ ରେ ଝିଅକୁ ଭିତରରୁ ଜାଣିବା ପାଇଁ ଚେଷ୍ଟାକରନ୍ତୁ । ଏହା ସହିତ ଝିଅ ଜ୍ୟୋତିଷ ନିୟମ କୁ ପାଳନ କରୁଛି କି ନାହିଁ ଏହି ଜ୍ୟୋତିଷ ନିୟମ ବିଷୟ ରେ ପ୍ରଶ୍ନ ମନରେ ରହୁଥିବ ତେବେ ଏହା ଜ୍ୟୋତିଷ ନିୟମ ଝିଅର ଚରିତ୍ର ଉପରେ ବହୁତ ଇଫେକ୍ଟ ପକେଇଥାଏ । ତେବେ ଏହି ବିଷୟ ରେ ଆପଣ ମାନଙ୍କ ସହିତ ଅନ୍ୟ ଏକ ପୋଷ୍ଟ ରେ କଥା ହେବା ବାସ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *