ଅକାଳ ମୃ-ତ୍ୟୁର କାରଣ ଜାଣନ୍ତୁ।

dea

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ବିଷୟରେ କହିବାକୁ ଯାଉଛୁ। ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର।

ତେବେ ଆଜି ଆମେ ଆପଣଙ୍କ ପାଖରେ ସୃଷ୍ଟିର ଏକ ବଡ ନିୟମ ବାବଦରେ କହିବାକୁ ଯାଉଛୁ। ଆପଣ ଜାଣନ୍ତି କି ଅକାଳରେ ମୃତ୍ୟୁ ଅନେକ ଲୋକଙ୍କର ହେଇଯାଏ। ମାତ୍ର କଣ ଆପଣ ଜାଣନ୍ତି କି ଏହି ମୃତ୍ୟୁ ହେବା ପଛରେ କାରଣ କଣ ଥାଏ।

da

ତେବେ ଯଦି କେହି ବ୍ୟକ୍ତିର ସମୟ ଆଗରୁ ଦୁର୍ଘଟଣାରେ ଅଥବା ଅନ୍ୟାନ୍ୟ କିଛି ଘଟଣା ପାଇଁ ମୃତ୍ୟୁ ହେଇଯାଏ ତାହେଲେ ସବୁ ଲୋକଙ୍କୁ ଏହା କୁହା ଯାଉଥିବାର ଆପଣ ଶୁଣିଥିବେ କି ଏହି ଜାଗାକୁ ନ ଯାଇଥିଲେ ତାହାର ମୃତ୍ୟୁ ହେଇନନଥାନ୍ତା। ମାତ୍ର ତାହା ଠିକ ହେଇନଥାଏ।

ଯାହା ସ୍ଥିର ହେଇଚି ତାହା ଆମ ସହ ହେଇକି ହି ରହିଥାଏ। ତେବେ ଏହା ଉପରେ ରାମଚରିତ ମାନସରେ ଏକ କଥା ବସ୍ତୁ ଲିଖିତ ଅଛି। ଏହି କଥା ବସ୍ତୁ ବାବଦରେ ଆଜି ଆମେ କଥା ହେବା। ଚାଲନ୍ତୁ ଏକ ଉଦାହରଣ ଦେବା। ରାଜା ପ୍ରତାପ ଭାନୁ ନାମକ ଜଣେ ରାଜା ଥିଲେ। ତାଙ୍କର ରୋସେଇଆ ଜଣେ ରାକ୍ଷସ ଥିଲା। ତେବେ ଥରେ ତାଙ୍କ ଘରକୁ ବହୁତ ଜଣ ସାଧୁ ଆସିଲେ ଆଉ ସେହି ସାଧୁ ସନ୍ଥ ମାନଙ୍କୁ ଖାଇବା ଦେବା ପାଇଁ ରାଜା ପ୍ରତାପ ଭାନୁ ନିର୍ଦ୍ଧେଶ କଲେ।  ତାଙ୍କ ରୋଷେଇଆ ସେହି ସବୁ ସନ୍ଥ ମାନଙ୍କୁ ମାଂସ ପରୋସି ଦେଲା।

shadu

ଯେତେବେଳେ ସେହି ସବୁ ସାଧୁମାନେ ଦେଖିଲେ କି ତାଙ୍କ ଥାଳିରେ ମାଂସ ଅଛି ସେମାନେ ରାଜା ପ୍ରତାପ ଭାନୁଙ୍କୁ ଅଭିଶାପ ଦେଲେ କି ସେ ଜୀବନ ସାରା ଜଣେ ରାକ୍ଷସ ହେଇ ରହିଯିବେ। ତେବେ ସେହି ରାଜା ପ୍ରତାପ ଭାନୁ ଆଗକୁ ଯାଇ ରାବଣ ହେଇଥିଲେ। ତେବେ ସେ ସର୍ବଦା ଏହା ଭାବନ୍ତି କି ଯଦି ସେ ସାଧୁ ମାନଙ୍କୁ ଖାଇବାକୁ ଡାକି ନଥାନ୍ତେ ତାହେଲେ ହୁଏତ ତାଙ୍କର ଏହି ଅବସ୍ଥା ହେଇ ହି ନଥାନ୍ତା।

ସେହିପରି ଆମେ ସମସ୍ତେ ଏହା ଭାବୁଥାଉ କି କିଛି କାର୍ଯ୍ୟ ନକରିଥିଲେ ହୁଏତ ତାହା ଆମ ମାନଙ୍କ ସହ ହେଇନଥାନ୍ତା। ମାତ୍ର ତାହା ଭୁଲ ଅଟେ। ଆମ ଭାଗ୍ୟରେ ଜାହା ଲେଖା ଯାଇଛି ତାହା ହେବ। ତାହା ତେଣିକି ମୃତ୍ୟୁ ହେଉ ଅଥବା ଆଉ କିଛି। ତାହା ଘଟିକି ହି ରହିବ। ତେଣୁ ଆପଣ କାହାରି ମୃତ୍ୟୁ ବାବଦରେ ଦୁଃଖିତ ହୁଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *