ଓଡିଶାକୁ ଭୀଷଣ ଲଘୁଚାପ ବାତ୍ୟା। ଆଜି ରାତିରୁ ଆରମ୍ଭ ହେବାକୁ ଯାଉଛି।

ଆଜି ଆମେ ଆପଣଙ୍କ ପାଖରେ ଏକ ବଡ଼ ଖବର ନେଇ ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ପୁଣି ଭିଜିବ ଓଡିଶା, ଆଉ ଏହା ବାବଦରେ ବଡ଼ ରିପୋର୍ଟ ଜାରି କରିଛି ପାଣିପାଗ ବିଭାଗ। ତେବେ ଓଡ଼ିଶାର ମଧ୍ୟମ ଭାଗରେ ରହିଛି ଏକ ଟ୍ରପଳାଇନ ଯାହା କି ଓଡ଼ିଶାର ଉପକୂଳ ତଥା ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା କରେଇବାକୁ ଯାଉଛି। ତେବେ ଏହା ବାବଦରେ ବଡ଼ ରିପୋର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

rains

ଓଡିଶା ଉପକୂଳରର ଏକ ଟ୍ରପଳାଇନ ୧୨ ତାରିଖ ଠାରୁ ସୃଷ୍ଟି ହେବାକୁ ଯାଉଛି ଯାହାଦ୍ୱାରା ଓଡ଼ିଶାର ମାଧ୍ୟମ ଭାଗରେ ତଥା ଏହାର ଉପକୂଳବର୍ତ୍ତୀ ଅନେକ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ଆଉ କିଛି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବ ଆଉ କାଳବୈଶାଖୀର ସମ୍ଭାବନା ଅଛି। ପ୍ରାୟ ୧୫ଟି ଜିଲ୍ଲାକୁ କାଳବୈଶାଖୀର ସମ୍ଭାବନା ଅଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନୂଆପଡା, କେନ୍ଦୁଝର, ଗଂଜାମ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼, ଆଉ ବରଗଡ଼ ଇତ୍ୟାଦି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

rain

ସେପଟେ ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଘଡଘଡି ସହ ସ୍ୱଳ୍ପ ବୃଷ୍ଟିପାତ ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିଭଳି ଆଗାମୀ ୩ଦିନ ଯାଏ ଏପରି ପାଗ ଲାଗି ରହିବ ବୋଲି ସୂଚନା ପ୍ରଦାନ କରା ଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଟ୍ରପ ଲାଇନ ପ୍ରଭାବରେ ଏପରି ବର୍ଷା ଲାଗି ରହିଛି ଆଉ ତାହା ଆଗାମୀ ଦିନ ମାନଙ୍କରେ ମଧ୍ୟ ଲାଗି ରହିପାରେ ବୋଲି ସୂଚନା ପ୍ରଦାନ କରା ଯାଇଛି।

ସ୍ୱଳ୍ପ ବୃଷ୍ଟିପାତ ହେବାକୁ ଥିବା ଏହି ଜିଲ୍ଲା ଗୁଡିକ ହେଉଛି,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନୂଆପଡା, କେନ୍ଦୁଝର, ଗଂଜାମ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼। ଏହା ବ୍ୟତୀତ ବିଶେଷଜ୍ଞ ମାନେ ଏହା ସୂଚନା ଦେଇଛନ୍ତି କି ଆଜିଠାରୁ ଆଗାମୀ ୧୮ ତାରିଖ ସକାଳ ୮.୦୦ ଯାଏ ପ୍ରାୟ ୧୭ଟି ଜିଲ୍ଲାକୁ ବଜ୍ରପାତ ହେବାର ସୂଚନା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *