ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବଙ୍ଗୋପସାଗରେ ରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିଂ ବଳୟ ଆସନ୍ତା 15 ତାରିଖ ରୁ ରାଜ୍ୟ କୁ ରହିଛି ପ୍ରବଳ ବର୍ଷା ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗ ର ରିପୋର୍ଟ ଚାଷୀ ଭାଈଙ୍କ ପାଇଁ ଆସିଲା ଖୁସୀ ଖବର ଅଗଷ୍ଟ 15 ତାରିଖ ପରେ ପୁଣି ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିଂ ବଳୟ ଏବଂ ଏହା ଧିରେ ଧିରେ ଲଘୁଚାପ ରେ ପରିଣତ ହେବ ।
ଏହାର ପ୍ରଭାବ ରେ 15 ତାରିଖ ପରେ ବର୍ଷା ର ପରିମାଣ ବଢିବାରେ ଲାଗିବ । ଅଗଷ୍ଟ 16 ତାରିଖ ପରଠାରୁ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଏହି ବର୍ଷା ହେଲେ ବହୁତ ସାରା ନିଅଁଟିଆ ବର୍ଷା କୁ ଭରଣ କରି ପାରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ପରେ ସେପ୍ଟେମ୍ବର ମାସରେ ବି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର ଙ୍କ କହିବା କଥା କି ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେଲେ ଓଡିଶା ରେ ବର୍ଷା ହୋଇଥାଏ । ମାତ୍ର ଅଗଷ୍ଟ ମାସ ରେ କୈଣସି ବର୍ଷା ସୃଷ୍ଟି ହେଲା ନାହିଁ । ଏଥିପାଇଁ ନିଅଁଟିଆ ବର୍ଷା ହୋଇଛି । ତେବେ ବର୍ତମାନ ସମୟ ଜାହା ଜଣା ପଡୁଛି କି ଆସନ୍ତା 15 ତାରିଖ ଯାଏ ଏମିତି ହିଁ ନିଅଁଟିଆ ବର୍ଷା ହୋଇପାରେ । କେତେକ ସ୍ଥାନ ରେ ଘଡଘଡି ସହିତ ବର୍ଷା ମଧ୍ୟ ହୋଇପାରେ । କିନ୍ତୁ ସକ୍ରିୟ ମୈଶୁମୀ ବର୍ଷା 15 ତାରିଖ ପରେ ହେବାର ସମ୍ଭାବନା ରହିଛି ।
ତେବେ ଓଡିଶା ରେ ଏ ବର୍ଷ ମୈଶୁମୀ ସକ୍ରିୟ ନାହିଁ ଜୁନ ପ୍ରଥମ ରୁ ଅଗଷ୍ଟ 12 ମଧ୍ୟରେ 26 ଜିଲ୍ଲା ରେ କମ୍ ବର୍ଷା ହୋଇଥିବାର ରେକୋର୍ଡ କରାଜାଇଛି । ମାତ୍ର 6 ଟି ଜିଲ୍ଲା କଟକ,ଜଗତସିହଂପୁର, କେନ୍ଦ୍ରାପଡା , ପୁରୀ ନୂଆପଡା ଓ କୋରାପୁଟ , ଜିଲ୍ଲା ରେ ସ୍ୱଭାବିକ ଭାବେ ବର୍ଷା ହୋଇଛି । ତେବେ ଉତ୍ତର ଓଡିଶା ର ଭଦ୍ରକ ଜାଜପୁର , କେନ୍ଧୁଝର ରେ ବେଶୀ ନିୟଣ୍ଟିଆ ବର୍ଷା ହୋଇଥିଲା ।
ସେହି ପରି ଦକ୍ଷିଁଣ ଆଭ୍ୟନ୍ତରଣିୟ ଓଡିଶା ର ବଲାଙ୍ଗିର , କଳାହାଣ୍ଡୀ , ନବରଙ୍ଗପୁର , ପ୍ରମୁଖ ଜିଲ୍ଲା ରେ ନିଅଁଟିଆ ବର୍ଷା ରେକୋର୍ଟ ହୋଇଛି । ତେବେ ଏହା ମଧ୍ୟରୁ ଆପଣ ମାନଙ୍କ ଜିଲ୍ଲା କେଉଁଠୀ ଆପଣ ମାନେ ନିଶ୍ଚିତ କମେଣ୍ଟ କରି ଜଣେଇଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।