ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଶେଷଜ୍ଞମାନେ ଟିକା ପାଇବା ପୂର୍ବରୁ ଏବଂ ପରେ ଅନେକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଉଥିବାର ଦେଖାଯାଏ | ଋଷିଆରେ ଲୋକଙ୍କୁ ଟିକା ପାଇବା ପରେ ଅତି କମରେ ତିନି ଦିନ ଯୈନ ସମ୍ପର୍କ ନ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥି ସହିତ,ଋଷର ଲୋକଙ୍କୁ ଟିକା ପାଇବା ପରେ କୈଣସି ପ୍ରକାର ପରିଶ୍ରମ କରିବାକୁ ବାରଣ କରାଯାଇଛି। ସେମିତି ରେ ବହୁତ ସମୟ ରେ ଲୋକ ମାନେ ଅସାବଧାନତା ଅବଲମ୍ବନ କରନ୍ତି ।
ଯଦି କରୋନା ଟିକା ପ୍ରୟୋଗ କରିବା ପରେ, ଆପଣ ଭାବୁଛନ୍ତି ଯେ ଆପଣ କରୋନା ଠାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ଆପଣଙ୍କୁ ସତର୍କ ହେବାର କୌଣସି ଆବଶ୍ୟକତା ନାହିଁଏହା ଭାବିବା ଭୁଲ ସବୁଠାରୁ ବଡ଼ ମୂର୍ଖାମି ଅଟେ। ତେବେ ଏହି ପରି କ୍ଷେତ୍ର ରେ ଯେଉଁ ଲୋକ ମାନେ ଏହି ରୋଗ ରେ ପୀଡିତ ହେଲେ ସେମାନଙ୍କ ପାଖରେ କୈଣସି ଲକ୍ଷଣ ନାହିଁ । ସେମାନଙ୍କ ଠାରୁ ଅନ୍ୟ ଲୋକଙ୍କୁ ସଂଙ୍କ୍ରମିତ ହେଲେ ତାହାକୁ ନୀରବ ସ୍ପ୍ରେଡର କୁହାଯାଏ ।
ବର୍ତମାନ ସମୟ ରେ ପଶ୍ଚିମବଙ୍ଗ ରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁ ଥିରେ ଲୋକ ମାନେ ପ୍ରଥମ ଡୋଜ ନେବା ପରେ କୋରନା ର କୈଣସି ଗାଇଡ ଲାଇନ କୁ ପାଳନ କରୁ ନାହାଁନ୍ତି ଜାହା ଫଳ ରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଯାଇ ଥିଲେ । ଏହି ନିକଟରେ ଇସ୍ରାଏଲ ରେ ହୋଇଥିବା ଏକ ରିସର୍ଚ୍ଚ ରୁ ଜଣା ପଡିଛି । ଭେକ୍ସନ ନେବାର 6 ରୁ 8 ସପ୍ତାହ ମଧ୍ୟରେ ଆମ ଶରୀର ରେ ଏଣ୍ଟି ବର୍ଡି ପ୍ରସ୍ତୁତ ହୁଏ । ଏବଂ ଏହି ଅବଧି ମଧ୍ୟରେ କେହି ଲୋକ ମାନେ ସଂଙ୍କ୍ରମିତ ହୋଇଥିଲେ ସେମାନେ କେବେ ବି ଏହାର ଲକ୍ଷଣ ପାଇବେ ନାହିଁ ।
ଏଠାରେ ସେମାନେ ନିଜେ ବି ଜାଣି ପାରନ୍ତି ନାହିଁ କି ସେମାନେ ସଂଙ୍କ୍ରମିତ ରହିଛନ୍ତି ବୋଲି । ହେଲେ ଏଠାରେ ସେମାନେ କରୋନା ବାହକ ହୁଅନ୍ତି । ଏଠାରେ ଆପଣ ମାନଙ୍କୁ ଜଣେଇଦେବୁ କି ଟ୍ରପିକାଲ୍ ମେଡିସିନ୍ ସ୍କୁଲର କ୍ଲିନିକାଲ୍ ଟ୍ରାଏଲ୍ ବିଶେଷଜ୍ଞ ଶାନ୍ତନୁ ତ୍ରିପାଠୀ କହିଛନ୍ତି କି ଏପରି ସମୟ ରେ ଆପଣ ମାନେ ଏହାର ଧ୍ୟନ ରଖିବା ଉଚିତ୍ କି ଆପଣ ମାନେ କେବେ କି ଏହି ଭାଇରସ ର ବାହାକ ବନନ୍ତୁ ନାହିଁ ।
ବରଂ ଆପଣ ମାନେ ଏହି ସମୟ ରେ ସାବଧାନ ରୁହନ୍ତୁ ଏବଂ ଆପଣ ମାନେ ନିଶ୍ଚିତ ଭାବେ ଆପଣ ମାନଙ୍କ ଟୀକା ର ଦ୍ୱତୀୟ ଡୋଜ୍ କୁ ସଂମ୍ପର୍ଣ୍ଣ ଭାବେ ନେବାରେ ସକ୍ଷ୍ୟମ ହୁଅନ୍ତୁ । ଏଣିତି କରିଲେ ଆପଣ ମାନେ ବି କୋରନା ର ଅନ୍ୟ ମ୍ୟୁଟେଣ୍ଡ ରୁ ଆପଣ ମାନେ ସୁରକ୍ଷିତ ହେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।