ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ହେଲେ ଆପଣ ଏହିକାମ କରନ୍ତୁ ନାହିଁ।

Lakshmi

ଆଜି ଆମେ ଆପଣଙ୍କ ପାଖରେ ଏକ ବଡ଼ ଉପାୟ ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆପଣ ଜାଣନ୍ତି କି ବୈଭବର ଦେବୀ ଅଟନ୍ତି ମାତା ଲକ୍ଷ୍ମୀ ଆଉ ତାଙ୍କର କୃପା ଯାହା ଉପରେ ବି ରହିଥାଏ ସେ ତାଙ୍କ ଜୀବନରେ କେବେ ବି ହାରି ନଥାଏ। ସେଥିପାଇଁ କିଛି ଲୋକ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି। ମାତ୍ର ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏ କି ମାତା ଲକ୍ଷ୍ମୀ ଅନେକ ବ୍ୟକ୍ତିଙ୍କ ଉପରେ ରାଗି ଯାଇଥାନ୍ତି।

Lakshmi

ମାତା ଲକ୍ଷ୍ମୀ ଯାହାଙ୍କ ଉପରେ ରାଗିଯାନ୍ତି ସେ ସେହି ଘର ମାନଙ୍କୁ ଛାଡି ଚାଲି ଯାଇଥାନ୍ତି। ରାଗି ଛାଡି ଚାଲିଯିବା ଫଳରେ ସେହି ଘର ମାନଙ୍କରେ ପାପ ଲାଗି ରହିଥାଏ ଆଉ ସେହି ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ଅଭାବ ଅସୁବିଧା ଭୋଗ କରିବାକୁ ପଡିଥାଏ। ସେମାନଙ୍କର ଧନାଭାଵ ଲାଗି ରହେ। ତାଙ୍କ ସ୍ୱାସ୍ଥ୍ୟ ସର୍ବଦା ବିଗିଡି ରହିଥାଏ।

ତାଙ୍କର ସ୍ବାସ୍ଥ୍ୟରେ ସୁଧାର ବିଲକୁଲ ବି ଆସି ନଥାଏ ଆଉ ତାଙ୍କ ଜୀବନ ଦୁଖଭରା ରହିଯାଏ। ତେବେ ଘର ଲକ୍ଷ୍ମୀଛଡ଼ା ହେଇଯିବା ପରେ ଘରେ ଆଉ କିଛି ସୁଖ ଅଥବା ଶାନ୍ତି ରହେ ନାହିଁ। ଘରର ଖାଦ୍ୟ ଅଭାବ ଦେଖା ଦେଇଥାଏ ଆଉ ଘର ମାନଙ୍କରେ ଅଭାବ ଲାଗି ରହିଥାଏ। ତେବେ ଆଜି ଆମେ କହିବାକୁ ଯାଉଛୁ ଏପରି କିଛି ଘର ମାନଙ୍କ ବାବଦରେ ଯେଉଁ ଘର ମାନଙ୍କରୁ ମାତା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି ଆଉ ରାଗିଯାଇ ସେହି ଘର ଛାଡ଼ି ଚାଲି ଯାଇଥାନ୍ତି।

ପ୍ରଥମେ ଆସେ ଯେଉଁ ଘର ମାନଙ୍କରେ ସର୍ବଦା ଲଢେଇ ଝଗଡା ଲାଗି ରହିଥାଏ। ଯେଉଁ ଘର ମାନଙ୍କରେ ସର୍ବଦା ଝଗଡା ଲାଗି ରହିଥାଏ ସେଠାରୁ ମାତା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି ଆଉ ଘର ଛାଡ଼ି ଚାଲି ଯାଆନ୍ତି।

fighting

ଯେଉଁ ଘର ମାନଙ୍କରେ ସକାଳେ ଆଉ ସନ୍ଧ୍ୟା ସମୟରେ ଠାକୁର ପୂଜା କର ଯାଇନଥାଏ ସେହି ଘର ମାନଙ୍କରେ ବି ମାତା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରୁହନ୍ତି ଆଉ ଘର ଛାଡ଼ି ଚାଲି ଯାଆନ୍ତି।

ଯେଉଁ ଘର ମାନଙ୍କରେ ଲୋକ ସୂର୍ଯ୍ୟୋଦୟ ପରେ ବି ସୋଇ ରହିଥାନ୍ତି ତାହେଲେ ଆପଣଙ୍କ ପାଇଁ ଦୁଃଖ ଖବର। ଆପଣ ଆପଣଙ୍କ ଅଭ୍ୟାସ ପରିବର୍ତ୍ତନ କରନ୍ତୁ ନହେଲେ ଆପଣ ଭବିଷ୍ୟତରେ ଅନେକ ହଇରାଣ ହେବେ। ଏହିଭଳି ଘର ମାନଙ୍କରେ ମାତା ଲକ୍ଷ୍ମୀ ସର୍ବଦା ରାଗିଯାନ୍ତି ଆଉ ଘର ଛାଡ଼ି ଚାଲିଯାନ୍ତି।

Leave a Reply

Your email address will not be published. Required fields are marked *