ରାତିରେ ଶୋଇବା ସମୟରେ ସ୍ତ୍ରୀ ସହ କରନ୍ତୁ ଏହି କାମ , ଆପଣଙ୍କ ଜୀବନ ସଫଳତାର ସହ ଭରିଯିବ।

ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର।

ତେବେ ଦୁନିଆରେ ସବୁ ବ୍ୟକ୍ତି ସଫଳତା ପାଇବାକୁ ଚାହାନ୍ତି। ତେବେ ଏହି ସଫଳତା ପାଇଁ ସମସ୍ତେ କାର୍ଯ୍ୟ ମଧ୍ୟ କରନ୍ତି ମାତ୍ର ସମସ୍ତେ ସଫଳତା ପାଇ ପାରନ୍ତି ନାହିଁ। ତେବେ ଆଜି ଆମେ କହିବାକୁ ଯାଉଥିବା କଥା ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିରେ ବୟାନ କରିଛନ୍ତି। ଏହାକୁ କରିବା ଦ୍ୱାରା କେହି ବି ବ୍ୟକ୍ତି ଜୀବନରେ ସଫଳତା ପାଇଯିବ। ତେବେ ଏହି କାର୍ଯ୍ୟ କଣ ଅଟେ ତାହା ବାବଦରେ ଆମେ ଜାଣିବା।

chanakya

ତେବେ ଆଚାର୍ଯ୍ୟ ଚାଣକ୍ୟ ବି ନିଜର ନୀତିରେ ଏହା କହିଛନ୍ତି କି ରାତିରେ ଶୋଇବା ଆଗରୁ ନିଜ ସ୍ତ୍ରୀ ସହ ଏହି କାର୍ଯ୍ୟ କରିବା ଦ୍ୱାରା ଆମକୁ ଜୀବନରେ ଅନେକ ସଫଳତା ମିଳିଥାଏ। ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ବହୁତ ଅଧିକ ସମ୍ମାନ କରା ଯାଇଥାଏ। ସେମାନଙ୍କ ପାଇଁ ବହୁତ କିଛି କରା ଯାଇଥାଏ। ଯେଉଁ ବ୍ୟକ୍ତି ସ୍ତ୍ରୀ ମାନଙ୍କର ସମ୍ମାନ କରେ ଅଥବା ସେମାନଙ୍କୁ ରାତିରେ ପ୍ରେମ କରେ। ତାଙ୍କ ସହ ମିଠା ମିଠା କଥା କହିଥାଏ ସେମାନଙ୍କ ଜୀବନରେ ସଫଳତା ଅଟକି ନଥାଏ।

ସାମୁଦ୍ରିକ ଶାସ୍ତ୍ରରେ କୁହା ଯାଇଛି କି ଯେଉଁ ଘରେ ରାତିରେ ଶୋଇବା ସମୟରେ ସ୍ୱାମୀ ଆଉ ସ୍ତ୍ରୀ ବହୁତ ଅଧିକ ନିକଟତର ହେଇଥାନ୍ତି ଅଥବା ପ୍ରେମ ଅଧିକ କରିଥାନ୍ତି ସେ ଘର ସୁଖ ଆଉ ଶାନ୍ତିରେ ଭରି ଯାଇଥାଏ।

loves

ମାତ୍ର ଗୋଟେ କଥାର ଧ୍ୟାନ ନିଶ୍ଚୟ ରହିବା ଦରକାର କି ବେଡ଼ରୁମରେ ବିତୁଥିବା ଘଟଣା ବାବଦରେ କାହାରି ଆଗରେ କିଛି ବି ପ୍ରକାଶ କରନ୍ତୁ ନାହିଁ। ଆପଣ ନିଜର ସ୍ତ୍ରୀଙ୍କ ସହ କଣ କରୁଛନ୍ତି ତାହା କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହାକୁ ଗୁପ୍ତ ହିଁ ରଖନ୍ତୁ। ଏପରିକି ନିଜ ମିତ୍ରଙ୍କ ସହ ଏପରି କଥା କୁହନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଜୀବନରେ ଅସୁବିଧା ଆସେ ଆଉ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେଇ ଯାଇଥାଏ।

Leave a Reply

Your email address will not be published. Required fields are marked *