କରନ୍ତୁ ଏହି ଗୋଟିଏ ଛୋଟିଆ କାମ । ଝିଅ ନିଜେ ଆସି ପ୍ରପୋଜ କରିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କ ସହିତ ଏକ ଇମ୍ପଟାନ୍ସ ଟପିକ୍ ଉପରେ ଆଲୋଚନା କରିବା କି ତୁମେ ଜାହାକୁ ଭଲପାଉଛ ସେ ତୁମକୁ ପ୍ରକୃତ ରେ ଭଲପାଉଛି କି ନାହିଁ । ଏବଂ ତୁମେ ଏମିତି କଣ କଲେ ତୁମ ପାର୍ଟନର ତୁମକୁ ବହୁତ ଭଲ ପାଇବ । ଏବଂ ତୁମେ ଜାହାକୁ ଭଲପାଉଛ ସେ ତୁମକୁ ପାଇବା ପାଇଁ ରାତି ଦିନ କାନ୍ଧିବ । ତେବେ ଆସନ୍ତୁ ଏହି ସବୁ ବିଷୟ ରେ ଜାଣିବା ।

loves

ତେବେ ପ୍ରଥମ କାମ ହେଲା ତୁମେ ଇମୋସନାଲ ହେବା ବନ୍ଦ କର ଯେତେ ତୁମେ ଇମୋସନାଲ ହେଉଛ ମାନେ ପାର୍ଟନର ଟାଇମ୍ ଦେଉନାହାଁନ୍ତି ରେସ୍ପନ୍ସ କରୁନାହାଁନ୍ତି । ତେବେ ତୁମକୁ ଅବହେଳା କରୁଛନ୍ତି ଭାବି ତୁମେ ଇମୋସନାଲ ହେଉଛ । କିନ୍ତୁ ତୁମକୁ ସେହିସବୁ ବନ୍ଦ କରିବାକୁ ପଡିବ । କାରଣ କଥା କଥା ରେ ଇମୋସନାଲ ହେଲେ ପାର୍ଟନର ତୁମକୁ ଦୂର୍ବଳ ମନେ କରିବ ।

ସେ ଭାବିବ କି ତୁମ ଭିତରଟା ଷ୍ଟ୍ରଙ୍ଗ୍ ନାହିଁ ଏବଂ ଛୋଟ ଛୋଟ କଥାରେ ଭାଙ୍ଗିପଡୁଛ । ତେଣୁ ବଡ ବଡ ଅସୁବିଧା କୁ କଣ ସଲ୍ଭ୍ କରିବ । ତେଣୁ କରି ତୁମେ ଭିତରୁ ଷ୍ଟଙ୍ଗ୍ ହେବାକୁ ଚେଷ୍ଟାକର । ଏବଂ ଛୋଟ ଛୋଟ କଥା ରେ ପାର୍ଟନର ଙ୍କ ସାମ୍ନା ରେ କାନ୍ଧିବା ଏବଂ ଦୁଖଃ କରିବା ଭଳି କାମ କରନାହିଁ ।

loves

ଏବଂ ଦ୍ୱତୀୟ କଥା ହେଲା ପାର୍ଟନର ଙ୍କୁ ସବୁ କାମରେ ସାହାଯ୍ୟ କରିବା । କାରଣ ଖରାପ ସମୟ ରେ ଯେ ସାହାଯ୍ୟ କରେ ତାଙ୍କୁ ସମସ୍ତେ ମନେ ରଖନ୍ତି । ଆଉ ତୁମେ ସାହାଯ୍ୟ କରୁଛ ତେବେ ପାର୍ଟନର ତୁମକୁ ସବୁବେଳେ ମନେ ରଖିବ । ଏବଂ ପାର୍ଟନର କିଛି ବି କମି ଅନୁଭବ କରଲେ ସେ ପ୍ରଥମେ ତୁମ କଥା ଭାବିବ । ଯେଉଁଠୀ କେହି ନଥାନ୍ତି ସେହିଠି ତୁମେ ରୁହ ଦେଖିବେ ତୁମ ପାର୍ଟନର ତୁମକୁ ନିଜେ ଝୁରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *