ରାଶି ଅନୁଯାଇ କରନ୍ତୁ ଜନ୍ମାଷ୍ଟମୀ ପୂଜା, ମିଳିବ ମନୋବାଞ୍ଛିତ ଫଳ

Janmasthami

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ଅନୁଯାଇ କରନ୍ତୁ ଜନ୍ମାଷ୍ଟମୀ ପୂଜା, ମିଳିବ ମନୋବାଞ୍ଛିତ ଫଳ ତେବେ ବନ୍ଧୁଗଣ ଏହିଥର ଜନ୍ମାଷ୍ଟମୀ 30 ଅଗଷ୍ଟ ସୋମବାର ଦିନ ସାଧାରଣତଃ ଲୋକ ମାନେ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ କୁ ହରିଜନ୍ମ ବୋଲି କହିଥାନ୍ତି । ବା ହରିଜନ୍ମ ବ୍ରତ୍ତ ଭାବେ ସେମାନେ ପାଳନ କରନ୍ତି । ନର ରୂପେ ଶ୍ରୀ ହରୀ ମର୍ତ୍ୟ ରେ ଜନ୍ମ ଗ୍ରହଣ କରି ନିଜର ଲୀଳା କରିଥିଲେ ।

ସବୁ ରାଶି ର ଅଧିପତି ଗ୍ରହ ସ୍ଥାନ ନେଇଥିବାରୁ ଗ୍ରହ ମାନଙ୍କର ଇଷ୍ଟ ଗ୍ରହ ରୂପି ଜନାର୍ଦନ ଶ୍ରୀହରି ହୋଇଥିବାରୁ । ଏହି ହରି ଜନ୍ମ ବର୍ତ୍ତ ପାଳନ କରିଲେ ଗ୍ରହ ପ୍ରିଡା ରୁ ମୁକ୍ତି ମିଳେ । ଏବଂ ଏହା ସହିତ ଧନ ଜନ ଲକ୍ଷ୍ମୀ ପ୍ରାପ୍ତ ହୋଇଥାନ୍ତି । ଦେବକୀ ନନ୍ଦନ ରାଧା ପ୍ରିୟ ଶ୍ରୀକୃଷ୍ଣ ଙ୍କର ଜନ୍ମ ଉତ୍ସବ ଭାଦ୍ରବ ମାସ କୃଷ୍ଣ ପକ୍ଷ୍ୟ ଅଷ୍ଟମୀ ତିଥି 12 ଟା ପର୍ଯ୍ୟନ୍ତ ପାଳନ କରାଯାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ରାଶି ଅନୁଯାଈ କେମିତି ଏହି ଦିନରେ ପୂଜା କରିଲେ ଆପଣ ମାନଙ୍କୁ ଜଣେଇଦେବୁ ।

krishan

ରାଶି ଅନୁଯାଇ କରନ୍ତୁ ଜନ୍ମାଷ୍ଟମୀ ପୂଜା ।

ମେଷ ରାଶି : ଏହି ରାଶି ର ବ୍ୟକ୍ତି ମାନେ ଲାଲି ବସ୍ତ୍ର ପିନ୍ଧନ୍ତୁ ରକ୍ତ ଚନ୍ଦନ ରେ ତିଳକ କରାନ୍ତୁ ।
ବୃଷ ରାଶି : ଏହି ରାଶି ର ବ୍ୟକ୍ତି ମାନେ ଧଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ କାହ୍ନା ଙ୍କୁ କର୍ରୁର ମିଶ୍ରିତ ଚନ୍ଦନ ରେ ତୀଳକ କରାନ୍ତୁ । ମିଥୁନରାଶି : ଏହି ରାଶି ର ବ୍ୟକ୍ତି ମାନେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଚନ୍ଦନ ର ତୀଳକ ଲଗାନ୍ତୁ ।
କର୍କଟ ରାଶି : ଘିଅ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଛେନା କୁ ଭୋଗ ଭାଗେ ପ୍ରସ୍ତୁତ କରାନ୍ତୁ ।

ସିହଂ ରାଶି : କମଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଆପଣ ମାନେ କାହ୍ନା ଙ୍କୁ କୁମକୁମ୍ ତୀଳକ ଲଗାନ୍ତୁ ।
କନ୍ୟା ରାଶି : ଏହି ରାଶି ର ବ୍ୟକ୍ତି ମାନେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ , ଫଳ ଭୋଗ ଲଗାନ୍ତୁ ।

rash

ତୁଳା ରାଶି : ଚାନ୍ଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଲହୁଣୀ ମିଶ୍ରୀ ଭୋଗ ଲଗାନ୍ତୁ ।
ବିଛା ରାଶି : ଗୋଲାପୀ ବସ୍ତ୍ର ପିନ୍ଧନ୍ତୁ କ୍ଷୀରୀ ଭୋଗ ଲଗାନ୍ତୁ ।

ଧନୁ ରାଶି : ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ପାଚିଲା ଫଳ କିମ୍ବା କଦଳୀ ଫଳ ଲଗାନ୍ତୁ ।
ମକର ରାଶି : ଆକାଶୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଗୁଡ ନଡିଆ ଭୋଗ ଲଗାନ୍ତୁ ।

କୁମ୍ଭ ରାଶି : ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଦହୀ ଛେନା ଭୋଗ ଲଗାନ୍ତୁ ।
ମୀନ ରାଶି : ଫିକା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ , କ୍ଷୀର ଛେନା ଭୋଗ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *