ସବୁଠୁ କମ ପଇସାରେ ଏହା ବ୍ୟବସାୟ କରନ୍ତୁ। ଲାଭ ମାସକୁ ଏକଲକ୍ଷ

Business

ଯଦି ଆପଣ ବ୍ୟବସାୟ କରିବାକୁ ଚାହାନ୍ତି ତାହେଲେ ଆପଣଙ୍କ ପାଇଁ ଆଜି ଏପରି ଏକ ବିଷୟ ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇପାରେ। ତେବେ ଆଜି ଆମେ ଆପଣଙ୍କ ପାଖରେ ଅନେକ କିଛି ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ କପଡା ବ୍ୟପାର ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ କାମ ଦେଇପାରେ ଆଉ ତାହା ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇପାରେ।

ତେବେ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଆଜମେରା ଟେକ୍ଟଇଲସ ବାବଦରେ ଯାହା କି ଆପଣଙ୍କର ଅଛି ସୁରଟ ଠାରେ। ତେବେ ସୁରାଟକୁ ଅଥବା କିଏ ନଜାଣେ। ଆମ ଓଡିଶାରୁ ଅନେକ ପିଲା ପାଠ ପଢ଼ିସାରିବା ପରେ କିଛି କାମ ନମିଳିବା ଦ୍ୱାରା ସୁରଟ ଚାଲି ଯାଇଥାନ୍ତି ଆଉ ତାଙ୍କର ଦୈନିକ ରୋଜଗାର ସେହିଠାରୁ ହି ହେଉଥାଏ।

Business

ତେବେ ଏହି ଠାରେ ଆପଣ ଯଦି କପଡାରେ ବ୍ୟାପାର କରିବାକୁ ଚାହାନ୍ତି ତାହେଲେ ତାହା ଆପଣଙ୍କ ପାଇଁ ଦରକାରୀ ହେଇପାରିବ। ଆପଣ ବହୁତ କମ ପଇସାରେ ହି ଏହିଠାରେ ବ୍ୟାପାର ଆରମ୍ଭ କରିପାରିବେ। ତେବେ ଆପଣ କେତେ ଟଙ୍କାରୁ ସେଠାରେ ନିଜର ବ୍ୟାପାର ଆରମ୍ଭ କରିପାରିବେ ତାହା ବାବଦରେ ଆଜି ଆମେ କଥା କହିବା ଆଉ ତାହା ହୁଏତ ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ସାବ୍ୟସ୍ତ ହେଇପାରେ। ଆଜି ଆମେ ସବୁଠୁ କମ ଟଙ୍କା କହିବୁ ଯାହା ବ୍ୟବହାର କରି ଆପଣ ସୁରଟ ଠାରେ ନିଜର ବ୍ୟାପାର ଆରମ୍ଭ କରିପାରିବେ।

ଏହି କମ୍ପାନୀର ନାମ ରହିଛି ଆଜମେରା ଫ୍ୟାସନ। ଏହି କମ୍ପାନୀ ସୁରଟ ଠାରେ ନିଜର ହି ଜିନିଷ ବନାଉଛି ଆଉ ସେହିଠାରେ ବହୁତ କମରୁ କମ ପଇସାରେ ଆପଣଙ୍କୁ ଜିନିଷ ମିଳିଯିବ। ଆପଣ କମ ପଇସା ଖର୍ଚ୍ଚ କରିବା ପରେ ହି ଜିନିଷ ପାଇପାରିବେ। ତେବେ ଯଦି ଆପଣ ଏହି କମ୍ପାନୀ ଦେଖିବାକୁ ଚାହାଉଛନ୍ତି ତାହେଲେ ଆପଣ ଏଠାକୁ ଯାଇପାରିବେ ଆଉ ତାଙ୍କର ରହିବା ପାଇଁ ଘର ଆଉ ଅନ୍ୟାନ୍ୟ ଜାଗା ମଧ୍ୟ ଅଛି। ଆପଣ ତାହା ଭିଜିଟ କରିପାରିବେ। ଆପଣ ତାହା ଦେଖି ମଧ୍ୟ ପାରିବେ।

bi

ଯଦି ଆପଣ ମ୍ୟାଟେରିଆଲ କଥା କହିବା ତାହେଲେ ଆପଣ ମାନଙ୍କୁ ଏଠାରେ ନାନା ପ୍ରକାରର ଶାଢ଼ୀ ମିଳିଯିବ ଆଉ ତାହା ସହିତ ଅନେକ ପ୍ରକାରର ଡ୍ରେସ ମଧ୍ୟ ମିଳିଯିବ। ଆପଣଙ୍କ ପାଖରେ ଶାଢ଼ୀର ଅଭାବ ରହିବ ନାହିଁ। ଆପଣଙ୍କୁ ୫୦ ଟଙ୍କା ତଥା ୧୦୦ ଟଙ୍କା ଠାରୁ ଆରମ୍ଭ କରି ବହୁତ ଅଧିକ ଦାମୀ ଦାମୀ ଶାଢ଼ୀ ମଧ୍ୟ ମିଳିଯିବ। କେବଳ ଶାଢ଼ୀ ନୁହଁ ବରଂ ଆପଣଙ୍କୁ କୁର୍ତି ତଥା ଡ୍ରେସ ଇତ୍ୟାଦି ମଧ୍ୟ ମିଳିଯିବ।

ଏବେ ପ୍ରଶ୍ନ ଆସେ କି ଆପଣ ଏହି ବ୍ୟାପାର କେତେ ଟଙ୍କା ଠାରୁ ଆରମ୍ଭ କରିପାରିବେ। ତେବେ ଯଦି ଆପଣଙ୍କ ପାଖରେ ୫୦୦୦ ଟଙ୍କା ଅଛି ଅଥବା ୧୦ ହଜାର ଟଙ୍କା ଅଛି ତାହେଲେ ସେତିକିରୁ ଆପଣ ନିଜର ବ୍ୟାପାର ଆରମ୍ଭ କରିପାରିବେ।

Leave a Reply

Your email address will not be published. Required fields are marked *