ସାଧୁ ବାଣୀ – ଏହି 2ଟି ମନ୍ତ୍ର ରାତିରେ ଶୋଇବା ପୂର୍ବରୁ ଜପ କରନ୍ତୁ ସବୁ ମନସ୍କାମନା ପୂରଣ ହେବ |

rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଧାର୍ମିକ ଉପଦେଶ ଏବଂ ଗ୍ରନ୍ଥ ମାନଙ୍କରେ ଏମିତି ଶକ୍ତି ରହିଛି ଯେଉଁ ମାନେ ଆଣର ଦୁଖଃ ଏବଂ ସମସ୍ୟା ର ନିବାରଣ କରିପାରେ । ଏହି କଥାରେ କୈଣସି ସଂନ୍ଦେହ ନାହିଁ କି ଯେବେ ବି ଆମେ ମାନେ ସମସ୍ୟା ରେ ପଡିଥାଉ ତେବେ ଆମେ ମାନେ ଶାସ୍ତ୍ରୀିୟ ଉପାୟ ଗୁଡିକୁ କରିଥାନ୍ତି । ଜାହାକୁ ଆପଣ ମାନେ ଚମତ୍କାର ବୋଲି ବି କହିପାରନ୍ତି । କିନ୍ତୁ ଶାସ୍ତ୍ର ରେ ଆମର ପ୍ରତ୍ୟେକ ସମସ୍ୟା ର ସମାଧାନ ରହିଛି । ତେବେ ଆମେ ନିର୍ଦ୍ଦେଶ ସହିତ ଏହି ଉପାୟ କରିଥାନ୍ତି ।

ତେବେ ଆମେ ନିଶ୍ଚିତ ସଫଳ ହୋଇପାରିବା । ଏଥିପାଇଁ ଆମେ ମାନେ ଆଜି ଆପଣ ମାନଙ୍କୁ ହନୁମାନ ଚାଳିଶା ମାଧ୍ୟମରେ ଏମିତି କିଛି ଉପାୟ ବିଷୟ ରେ କହିବୁ । ଜାହା ଆପଣ ମାନଙ୍କ ଜିବନ କୁ ସୁଖ ମୟ କରିଦେବ । ଭଗବାନ ହନୁମାନଙ୍କୁ ସମର୍ପିତ ହନୁମାନ ଚାଳିଶା ବିଷୟ ରେ କିଏବା ଜାଣି ନାହାଁନ୍ତି । ହେଲେ କଣ ଆପଣ ମାନେ ଏହି ଚମତ୍କାର ରହସ୍ୟ କଣ ଅଟେ । ପୈରାଣିକ କଥା ଦ୍ୱାରା ଆମେ ଏହି ବିଷୟ ରେ କହିବୁ ।

hanuman

ସେମିତି ରେ ଆପଣ ମାନେ ଜାଣିଥିବେ ହନୁମାନ ଙ୍କୁ ଛୋଟ ବେଳେ ଯେତେବେଳେ ଭୋକ ଲାଗିଥିଲା ତେବେ ସେ ଆକାଶ ରେ ଥିବା ସୂର୍ଯ୍ୟ ଙ୍କୁ ଫଳ ବୋଲି ଭାବି ସୂର୍ଯ୍ୟ ଙ୍କୁ ଗିଳିବା ପାଇଁ ଆଗକୁ ବଢିଥିଲେ । ହେଲେ ଯେତେ ବେଳେ ଦେବରାଜ ଇନ୍ଦ୍ର ଦେଖିବାକୁ ପାଇଲେ ତେବେ ଶସ୍ତ୍ର ର ପ୍ରହାର କରିଲେ । ଯେଉଁକାରଣ ରୁ ସେ ମୂର୍ଚ୍ଛିତ ହୋଇଗଲେ ।

ହନୁମାନ ଙ୍କ ମୃର୍ଚ୍ଚିତ ହେବା ପରେ ବାୟୁଦେବ ଙ୍କୁ ଜଣା ପଡିଥିଲା ତେବେ ସେ ବହୁତ କ୍ରୋଧିତ ହୋଇଥିଲେ । ଏବଂ ଯେତେବେଳେ ସମସ୍ତେ ଜାଣିବାକୁ ପାଇଥିଲେ କି ହନୁମାନ ଭଗବାନ ଶିବଙ୍କ ଏକ ଅବତାର ଅଟନ୍ତି ତେବେ ସମସ୍ତ ଦେବତା ମିଶି ବହୁତ ଶକ୍ତି ପ୍ରଦାନ କରିଥିଲେ । ହନୁମାନ ଚାଳିଶା ର ମନ୍ତ୍ରୀ କୁ ଶନିବାର ଏବଂ ମଙ୍ଗଳବାର କୁ ଜପ କରିବା ବହୁତ ଶୁଭ ବୋଲି ବିବେଚନା କରାଯାଏ । ତେବେ ଏହି ହନୁମାନ ଚାଳିଶା ରେ ବହୁତ ଚୈଉପାହୀ ରହିଛି ଜାହାର ପାଠ କରିଲେ ଆପଣ ମାନେ ସବୁ ଦୁଖଃ ରୁ ମୁକ୍ତି ପାଇବେ । ତେବେ ପ୍ରଥମଟି ହେଲା ଭୂତ ପିଶାଚ ନିକଟ ନାହିଁ ଆବେ !

hanuman

ମହାବୀର ଜବ ନାମ ସୁନାବେ !! ଏହା ସେହି ମାନଙ୍କୁ କହିବା ଆବଶ୍ୟକ ଯେଉଁମାନଙ୍କୁ କାହାର ଭୟ ରହିଥାଏ । ସେହି ପରି ଦ୍ୱତୀୟଟି ହେଲା ନାସୈ ରୋଗ ହରେ ସବ ପୀତା ! ଜପତ ନିରନ୍ତର ହନୁମତ ବୀରା !! ଯଦି କେହି ରୋଗବାନ ଦ୍ୱାରା ପୀଡିତ ହୋଇ ରହିଥାନ୍ତି । ତେବେ ସେମାନେ ଏହି ଚୈପାହୀ କୁ ଯପ କରିବା ଜରୁରୀ ଅଟେ । ତେବେ ଏହା ଥିଲା ହନୁମାନ ଜୀ ଙ୍କର ବିଶେଷ ଦୁଇଟି ଚୈପାହୀ ଜାହାର ଜପ କରିବା ଦ୍ୱାରା ଜିବନ ର ସବୁ ଅସୁବିଧା ଦୂର ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *