ଚନ୍ଦା ମୁଣ୍ଡରେ କେଶ ଝଡ଼ିବା ବନ୍ଦ ହେଇଯିବ। କରନ୍ତୁ ଏହି ଗୋଟିଏ କାମ

ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ବହୁତ ଶାନ୍ତି ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ ଆପଣ ନିଜର ମୁଣ୍ଡରୁ କେଶ ଝଡ଼ିବା ଉପରେ ବହୁତ ଅଧିକ ଚିନ୍ତିତ ଥିବେ। ଏହା ଉପରେ ଆପଣ ଅନେକ ପ୍ରକାରର ଟଙ୍କା ମଧ୍ୟ ଖର୍ଚ କରୁଥିବେ ଆଉ ସେହି ରାସାୟନିକ ଜିନିଷ ମାନ ଆଣି ଆପଣ ଲଗାଉ ବି ଥିବେ। ମାତ୍ର ଆପଣ ନିଜର ସମସ୍ୟାରୁ ଏଯାଏ ମୁକ୍ତି ପାଇ ନାହାନ୍ତି। ତେବେ ଆଜି ଆମେ ଆପଣଙ୍କ ସମସ୍ୟାର ଏକ ବଡ ସମାଧାନ ନେଇକି ଆସିଛୁ ଯାହା କି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ଖୁବ ଜଲଦି କରିବାରେ ସହାୟକ ହେଇଯିବ। ତେବେ ଆପଣ ଆଜି ଏପରି ଏକ ଉପାୟ ଜାଣିବାକୁ ଯାଉଛନ୍ତି। ଆଉ ବିଳମ୍ବ ନକରି ଚାଲନ୍ତୁ ଆରମ୍ଭ କରିବା।

Hair

ତେବେ ଆପଣ ପ୍ରଥମେ ଏହା ଜାଣି ରଖନ୍ତୁ କି ଅନ୍ୟାନ୍ୟ ଯେତେ ବି ଉପାୟ ଅଛି ଏହି ଉପାୟ ସବୁଠୁ ଅଧିକ ଲାଭକାରୀ ହେଇପାରେ କାରଣ ଏହା ଆପଣଙ୍କର କେଶ ଝଡ଼ିବା କମ କରିବ ତାହା ହି ନୁହଁ ବରଂ ଏହା ଆପଣଙ୍କର ଚନ୍ଦା ମୁଣ୍ଡରେ ମଧ୍ୟ କେଶ ଉଠେଇବ। ଏହା ସମ୍ପୂର୍ଣ ଆୟୁର୍ବେଦିକ ଅଟେ ଆଉ ତାହା ବାବଦରେ ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଆପଣଙ୍କୁ ନିଜର କେଶ ଝଡ଼ିବା ଅଟକାଇବା ପାଇଁ ଆଉ ଚନ୍ଦା ମୁଣ୍ଡରେ କେଶ ଉଠେଇବା ପାଇଁ ଯାହା ସବୁଠୁ ପ୍ରଥମେ ଦରକାର ତାହା ହେଉଛି ଡାଳିମ୍ବ ଗଛର ପତ୍ର। ଆପଣଙ୍କୁ ଏହା ପାଇବା ଜମା ବି ସହଜ ହେବ ନାହିଁ କାରଣ ଏହା ଆପଣଙ୍କ ବାଡ଼ି ମାନଙ୍କରେ ସହଜରେ ମିଳିଯିବ ଅଥବା ଆପଣ ଏହାକୁ କେଉଁଠାରେ ଖୋଜି ଖୋଜି ମଧ୍ୟ ପାଇ ଯାଇପାରିବେ। ତେବେ ଆପଣ ଏହାକୁ ଖୋଜି ଖୋଜି ନିଅନ୍ତୁ ଆଉ ପାଖାପାଖି ୧୦୦ ଗ୍ରାମ ଡାଳିମ୍ବ ପତ୍ର ଆଣନ୍ତୁ।

Hair loss

ଏହାକକୁ ଆପଣ ପେଶୀ ଦିଅନ୍ତୁ ଆଉ ତାହାର ଏକ ପେଷ୍ଟ ବାହାର କରନ୍ତୁ। ଏକ ଛଣା ଆଣି ସେଥିରୁ ସବୁ ରସ ବାହାର କରିଦିଅନ୍ତୁ। ତାହାପରେ ଆପଣ ଏହାର ଖଦଡାକୁ ପ୍ରାୟ ୨୫୦ଗ୍ରାମ ସୋରିଷ ତେଲରେ ପକାନ୍ତୁ ଆଉ ତାହାପରେ ସେହି ରସ ମଧ୍ୟ ପକାନ୍ତୁ। ତାକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ ଆଉ ତାହାପରେ ଆପଣ ତାକୁ କମ ଫ୍ଲେମରେ ଫୁଟେଇ ଦିଅନ୍ତୁ। ଫୁଟେଇବା ପରେ ଆପଣ ତାହାକୁ ଭଲ ଭାବରେ ଛାଣି ନିଅନ୍ତୁ ଆଉ ଆପଣଙ୍କ ଯାଦୁକାରୀ ତେଲ ପ୍ରସ୍ତୁତ ହେଇଯିବ।

ଆପଣ ଏହାକୁ ରାତିରେ ଶୋଇବା ସମୟରେ ଯେତେବେଳେ କେଶରେ ତେଲ ଲଗାଉଛନ୍ତି ସେତେବେଳେ ଲଗାଇ ପାରିବେ ଅଥବା ଆପଣ ତାହାକୁ ଅନ୍ୟାନ୍ୟ ସମୟ ମାନଙ୍କରେ ମଧ୍ୟ ଲଗାଇ ପାରିବେ।

Leave a Reply

Your email address will not be published. Required fields are marked *