ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍କ୍ରାପ୍ ପୋଲିସି ର ଶୁଭାରମ୍ଭ କରିଲେ ପ୍ରଧାନମନ୍ତ୍ରୀ ମୋଦି ନୂଆ ଗାଡି କିଣିଲେ ପଞୀକରଣ ପାଇଁ ଦେବାକୁ ପଡିବ ନାହିଁ କୈଣସି ଅର୍ଥ । ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଏହି ନୀତି ସାଧାରଣ ପରିବାର କୁ ସବୁ ଉପାୟ ରେ ଉପକୃତ କରିବ । ପ୍ରଥମ ଲାଭ ହେଉଛି ପୁରୁଣା କାର କୁ ସ୍କ୍ରାପ୍ କରିବା ପାଇଁ ଏକ ସାର୍ଟିଫିକେଟ ଦିଆଯିବ । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ସାର୍ଟିଫିକେଟ ରହିବ ତାଙ୍କୁ ଏକ ନୂତନ ଗାଡି କିଣିବାରେ ପଞୀକରଣ କରିବା ପାଇଁ କୈଣସି ଟଙ୍କା ଦେବାକୁ ପଡିବ ନାହିଁ । ଏବଂ ଏହା ସହିତ ସେମାନଙ୍କୁ ସଡକ ଟେକ୍ସ ରେ କିଛି ରିହାତି ଦିଆଯିବ ।
ଦ୍ୱତୀୟ ସୁବିଧା ହେବ କି ରକ୍ଷଣାବେକ୍ଷଣା ମୂଲ୍ୟ ମରାମତି ମୂଲ୍ୟ ପୁରୁଣା ଯାନର ଇନ୍ଧନ ମଧ୍ୟ ସଞ୍ଚୟ ହେବ । ଜାହା ସିଧାସଳଖ ଜିବନ ସହିତ ଯୋଡିତ ପୁରୁଣା ଜାନ ପୁରୁଣା ଟେକ୍ନୋଲୋଜି ପାଇଁ ସଡଖ ଦୂର୍ଘଟଣା ବହୁତ ଅଧିକ ବୋଲି ଆଶଂକା କରାଜାଉଛି । ଚତୁର୍ଥ ପ୍ରଦ୍ୟୁଷଣ ହେତୁ ଏହାର ଆମର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ହ୍ରାସ କରିବ ।
ତେବେ ପରବର୍ତି ଖବରଟି ହେଲା ଆପଣଙ୍କ ପାଖରେ ରହିଛି କି PF ଏକାଉଣ୍ଟ ଘଣ୍ଟାକ ମଧ୍ୟରେ ଆପଣଙ୍କୁ ମିଳିବ ଏକ ଲକ୍ଷ ଟଙ୍କା । ଦୁନିଆଁ ରେ ଲୋକମାନଙ୍କ ପାଖରେ ଟଙ୍କା ସହିତ ଯୋଡିତ ସମସ୍ୟା ମାନ ରହିଛି । ଯଦି ଆପଣ ମାନଙ୍କୁ ବି ଟଙ୍କା ଆବଶ୍ୟକ ରହିଛି ତେବେ ଚିନ୍ତା କରନ୍ତୁ ନାହିଁ ଯଦି ଆପଣ ମାନେ ଚାକିରୀ କରୁଛନ୍ତି ଏବଂ ଆପଣଙ୍କ ପାଖରେ PF ଏକାଉଣ୍ଟ ରହିଛି ତେବେ ଘଣ୍ଟାକ ମଧ୍ୟରେ ଆପଣ ମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ।
କୋରନା ମହାମାରୀ କୁ ଧ୍ୟନରେ ରଖି PF ଏକାଉଣ୍ଟ ଧାରୀ ଙ୍କ ପାଇଁ ଟଙ୍କା ଉଠାଇବାର ନିୟମ କୁ ପରିବର୍ତନ କରିଛନ୍ତି । ଏଣିକି PF ଏକାଉଣ୍ଟ ଧାରୀଙ୍କୁ ଆଉ 7 ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଏବଂ ଏବେ କେବଳ ଘଣ୍ଟାକ ମଧ୍ୟରେ ଆପଣ ମାନେ ଏକ ଲକ୍ଷ୍ୟ ଟଙ୍କା ଆବେଦନ କରିପାରିବେ । ଆପଣ ଯେକୈଣସି ପ୍ରକାରର ମେଡିକାଲ ଜରୁରୀ କାଳିନ ପରିସ୍ଥିତିରେ ଟଙ୍କା ଉଠେଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।