ଆଜିର ବଡ଼ ଖବର। ଏହି ଦିନଠୁ ପୁଣି ହେବ ଲକଡାଉନ

lock

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ଆମେ ଆପଣଙ୍କ ପାଇଁ ସକାଳର ଖବର ଯାହା କି ରାଜ୍ୟର ଭିତର ଦୁନିଆର ଖବର ବାବଦରେ କହିବାକୁ ଯାଉଛୁ। ଆମର ସକାଳର କିଛି ବଡ଼ ଖବର ଆପଣଙ୍କ ପାଖକୁ ଆସିବ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ସେହି ବଡ଼ ଖବର।

ଆଜିର ପ୍ରଥମ ବଡ଼ ଖବର ଏହା କି ରିଲ ଲାଫ ହିରୋ ବବି ତାଙ୍କ ପଡ଼ୋଶୀଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଲେ। ତାଙ୍କୁ ବନ୍ଧୁକ ମୁନରେ ଧମକ ଦେଇଥିଲେ। ତେବେ ଖବର ଅନୁସାରେ ବବି ମିଶ୍ର ଏବେ ଭୁବନେଶ୍ୱରର ନାୟପଲ୍ଲୀ ଜେଲରେ ଅଛନ୍ତି ଆଉ ତାହା ତାଙ୍କ ପଡୋଶୀଙ୍କ ସହ ଝଗଡା କାରଣରୁ ହେଇଛି। ତାଙ୍କ ପଡୋଶୀ ତପି ମିଶ୍ର ବବିଙ୍କ ଉପରେ ସଙ୍ଗୀନ ଅଭିଯୋଗ ନେଇକି ଆସିଛନ୍ତି।ବଲିଉଡର ଅନେକ ଲୋକ ତଥା ଅଭିନେତା ଏହା ଉପରେ ଚର୍ଚା କରୁଛନ୍ତି।

babi m

ଏହାପର ବଡ଼ ଖବର ଏହା କି ଆସିଲା ଲଘୁଚାପ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ଆଉ ଏହାଦ୍ୱାରା କିଛି ଜିଲ୍ଲା ମାନଙ୍କ ଉପରେ ପୁଣି ଥରେ ବର୍ଷା ହେବାକୁ ଯାଉଛି। ଏହି ସବୁ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ପଶ୍ଚିମ ଓଡିଶା ଉପରେ ଆସିଥିବା ଏକ ରିପୋର୍ଟ ଅନୁସାରେ ସମୁଦ୍ର ପତ୍ତନ ଠାରୁ ଏହା ୧.୫ କିମି ଉଚ୍ଚରେ ଅଛି। ଖୁବ ଜଲଦି ଏହା ଓଡିଶା ଉପରେ ବର୍ଷା କରିବାକୁ ଯାଉଛି।

କ୍ୟାବିନେଟ ର ବଡ଼ ନିଷ୍ପତ୍ତି। ଓଡିଶା ଇ ଭେହିକିଲ ମାନଙ୍କୁ ମଞ୍ଜୁରୀ ମିଲିଯିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପତ୍ତନାୟକଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ଓଡ଼ିଶାର ବୈଦ୍ୟୁତିକ ଯାନ ମାନଙ୍କୁ ମଞ୍ଜୁରୀ ମିଳିବାକୁ ଯାଉଛି। ଏହାଦ୍ୱାରା ୨୦୨୫ ସୁଦ୍ଧା ପ୍ରାୟ ୨୦% ବୈଦ୍ୟୁତିକ ଯାନ ମାନଙ୍କୁ ମଞ୍ଜୁରୀ ମିଳିବାକୁ ଯାଉଛି।

ଏହାପର ବଡ଼ ଖବର ଏହା କି ବିଳମ୍ବରେ ହେଉ ବରଂ କରୋନା ବିରୋଧୀ ଲଢେଇ ଗତି ପ୍ରାପ୍ତ କରିଛି। ଶୁକ୍ରବାର ଦିନ ଆମ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କ କୋଭିଡ ଭ୍ୟାକ୍ସିନ ଦିଆ ଯାଇଛି। ଏହା ଉପରେ ମଞ୍ଜୁରୀ ଦେଇଛନ୍ତି ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ମଂଜୁକ ମାଣ୍ଡିଆ। ଏହି ସଫଳତାରେ ଆମ ପ୍ରଧାନ ମନ୍ତ୍ରୀ ବି ବହୁତ ଅଧିକ ଖୁସି ଅଛନ୍ତି।

modi

ଆଜିଠାରୁ ଶ୍ରୀମନ୍ଦିର ଭକ୍ତ ମାନଙ୍କ ପାଇଁ ବନ୍ଦ ରହିବ। ଶନିବାର ଆଉ ରବିବାର ଦିନ ଶଟ ଡାଉନ ରହୁଥିବାରୁ ମନ୍ଦିର ଭକ୍ତ ମାନଙ୍କ ପାଇଁ ବନ୍ଦ ରହିବ। ଆଉ ଜନ୍ମାଷ୍ଟମୀ ଦିନ ମଧ୍ୟ ଭକ୍ତ ମାନଙ୍କ ଭିଡରୁ କୋଭିଡ ସଂକ୍ରମଣ ଅଧିକ ହେଇପାରେ ବୋଲି ସେଦିନ ମନ୍ଦିର ବନ୍ଦ ରହିବ।

ତେବେ କାବୁଲ ବିସ୍ଫୋରଣର ବଦଲା ନେଲା ଆମେରିକା । କାବୁଲ ବିସ୍ଫୋରଣ ପରେ ଆତଙ୍କବାଦୀ ମାନଙ୍କର କ୍ୟାମ୍ପ ଉପରେ ଆକ୍ରମଣ କରିଛି ଆମେରିକା ଆଉ ସେଥିରେ ଆତଙ୍କବାଦୀ ମାନେ ନିହତ ହେଇଛନ୍ତି ମାତ୍ର କେହି ସାଧାରଣ ଲୋକ ମରିନାହାନ୍ତି ବୋଲି ଦାବି କରିଛି ଆମେରିକା।

Leave a Reply

Your email address will not be published. Required fields are marked *