ଆଜିର ବଡ଼ ଖବର। ପୁଣି ହୋଇପାରେ ଲକଡାଉନ

ନମସ୍କାର ଆଜି ଆମେ ଆପଣଙ୍କ ପାଖରେ ଆଜିର କିଛି ବଡ ଖବର ନେଇକି ଆସିଛୁ ଯାହା ଆପଣଙ୍କର ଜାଣିବା ନିହାତି ଦରକାର। ତେବେ ଆପଣ ଏହି ଖବର ମାନଙ୍କ ବାବଦରେ ଜାଣିବାକୁ ହେଲେ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଏହାପର ବଡ଼ ଖବର କି ଅକ୍ଟୋବର ମାସରେ କୋଭିଡ଼ର ତୃତୀୟ ଲହରୀ ଶିଖର ଛୁଇଁପାରେ। ବଢ଼ିପାରେ ଦୈନିକ ସଂକ୍ରମଣ। ଆଇସିଏମଆର ଏହା ଉପରେ ପ୍ରଧାନ ମନ୍ତ୍ରୀଙ୍କର କାର୍ଯ୍ୟାଳୟ ପିଏମଓ କୁ ସୂଚନା ପ୍ରଦାନ କରିଛି। ଏହା ଏକ ବଡ଼ ସମସ୍ୟା ହେଇପାରେ। ଏହି ଲହରୀ ଦ୍ୱାରା ଶିଶୁମାନେ ସର୍ବାଧିକ ପ୍ରଭାବିତ ହେଇ ପାରନ୍ତି।।ଏହା ବାବଦରେ ଗୃହ ମନ୍ତ୍ରଣାଳୟକୁ ଆମର ସ୍ୱାସ୍ଥ୍ୟ କମିଟି ସୂଚନା ପ୍ରଦାନ କରିଛି। ଏହି ସମୟରେ ଆମ ଦୈନିକ କରୋନା ସଂକ୍ରମଣ ଅହେତୁକ ଭାବରେ ବୃଦ୍ଧି ପାଇପାରେ ବୋଲି ସୂଚନା ପ୍ରଦାନ କରା ଯାଇଛି।

corona

ତେବେ ଏହା ପର ବଡ଼ ଖବର ଏହା କି ରାଜ୍ୟରେ କମ ବର୍ଷା ଉପରେ ନେଇ ବଡ଼ ପ୍ଲାନ କରା ଯାଇଛି। ଏହା ଉପରେ ରାଜ୍ୟ କୃଷି ମନ୍ତ୍ରଣାଳୟ ପକ୍ଷରୁ କିଛି ଯୋଜନା କରା ଯାଇଛି। ରାଜ୍ୟର ଅଧିକାଂଶ ଅଂଚଳ ମାନଙ୍କରେ ମୌସୁମୀ ପାଇଁ ଅଧିକ ବର୍ଷା ହେଇନାହିଁ ଆଉ ତାହା ଏକ ଚିନ୍ତାର କାରଣ ହେଇଛି। ତେବେ ୧୫ଟି ଜିଲ୍ଲାର ପ୍ରାୟ ୩୦ଟି ବ୍ଲକରେ ଆବଶ୍ୟକତା ଠାରୁ କମ ବର୍ଷା ହେଇଛି ଆଉ ଏହା ଉପରେ ବିଶେଷ ସୂଚନା ପ୍ରଦାନ କରା ଯାଇଛି। ସୂଚନା ଦେଇଛନ୍ତି କୃଷି ସଚିବ ସୁରେଶ ବଶିଷ୍ଠ।

ସୁପ୍ରିମ କୋର୍ଟ ଗଲେ ପ୍ରଦୀପ। ତେବେ ଲୋକାଯୁକ୍ତ ମାନଙ୍କର ସୂଚନା ପ୍ରଦାନ କରିବା ପାଇଁ ସୁପ୍ରିମ କୋର୍ଟ ଠାରେ ପହଂଚି ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ସେ ଲୋକାଯୁକ୍ତ ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ସେଠାରେ ପହଂଚି ଯାଇଛନ୍ତି। ସର୍ବଚ ନ୍ୟାୟାଳୟରେ ଲୋକାଯୁକ୍ତ ଜାଲ ଦକୁମେଂଟ ଦେଇଥିବା କଥା ସେ ଅଭିଯୋଗ ଆଣିଛନ୍ତି।

pradip

କେନ୍ଦ୍ରରେ ଚାକିରୀ କରିଥିବା ଲୋକ ତଥା ଏହି କର୍ମଚାରୀ ମାନଙ୍କୁ ଆଉ ଏକ ବଡ ଘୋଷଣା। ଏବେ ତାଙ୍କର ଦରମା ଅଥବା ପେନସନ ସହ ମିସିକି ଆସିବ ଆହୁରି ୪,୫୦୦ ଟଙ୍କା। ତେବେ ଏହି ମହାମାରୀ କାଳରେ ଯେଉଁମାନେ ଚିଲଡ଼ରେନ ଏଜୁକେସନ ଆଳିଏନ୍ସ ଅଥବା ସିଇଏ କ୍ଲେମ କରିପାରିନଥିଲେ ସେମାନେ କରିପାରିବେ। ଆଉ ତାହା ପାଇଁ ଅଧିକାଂଶ ପଇସା ଯୋଗେଇ ଦିଆ ଯାଉଛି।

ତେବେ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ଆସିଯାଇଛି। ଆପଣ ଏହାର ଲାଭ ଉଠାନ୍ତୁ। ଆପଣ ଜାଣନ୍ତି କି ୯.୫୭ କୋଟି କୃଷକ ପରିବାର ପାଇଁ ପ୍ରଧାନମଂତ୍ରୀ କୃଷକ ଯୋଜନା କରି ପ୍ରାୟ ୧୯,୫୫୦ କୋଟି ଟଙ୍କା ଜାରି କରିଛନ୍ତି। ଏହାର ନବମ କିସ୍ତି ଅଗଷ୍ଟ ୯.୦୦ ତାରିଖରେ ଭାରତରେ ଜାରି ହେଇ ସାରିଛି।

ଭୂମିହୀନ ମାନଙ୍କୁ ବସୁନ୍ଧରା ଭୂମି ଯୋଜନା ଦ୍ୱାରା ଜମି ଦେବା ଉପରେ ଏବେ ଭିଜିଲାନ୍ସର ରେଡ଼ ଚାଲିଛି। ଭିଜିଲାନ୍ସର ୯.୦୦ଟି ଟିମ ଏହି ଚଢ଼ାଉ କରିଛି। ଏହାର ଦୁର୍ନୀତି ଉପରେ ଏବେ ଭିଜିଲାନ୍ସର ଚଢ଼ାଉ।

Leave a Reply

Your email address will not be published. Required fields are marked *