ସୋମ୍ୟଙ୍କ ପାଇଁ ନ୍ୟାୟ ଭିକ୍ଷା। ଦୋଷୀ ବୁଲୁଛି ବାହାରେ ।

ତେବେ ଆଜି ସୋମ୍ୟଙ୍କ ଉପରେ ଆହୁରି କିଛି ବଡ଼ ଅପଡେଟ ଆସିଛି ଯାହା ଆପଣ ମାନଙ୍କର ଜାଣିବା ନିହାତି ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଖବର ନେଇକି ଆସିଛୁ। ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଆଉ ଏକ ମାମଲା ସାମ୍ନାକୁ ଆସିଥିବା କଥା ଉପରେ। ସୋମ୍ୟ ରଂଜନଙ୍କର ମୃତ୍ୟୁର ଏତେ ଦିନ ପରେ ମଧ୍ୟ ତାଙ୍କ ବାବଦରେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ତାଙ୍କ ମୃତ୍ୟୁକୁ ପ୍ରାୟ ତିନି ସପ୍ତାହ ହେଇଯିବା ପରେ ବି ପୋଲିସ ହାତରେ ଏଯାଏ କିଛି ବି ଲାଗିନାହିଁ। ଏଯାଏ ତାଙ୍କ ହାତ ଖାଲି ରହିଛି। ଏହା ବାବଦରେ ବଡ଼ ଖବର ପ୍ରକାଶ କରିଛି ପୋଲିସ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ବଡ଼ ଖବର। ଆଜି ଆପାଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

samya

ତେବେ ଆପଣ ଯେପରିକି ଜାଣନ୍ତି କି ସୋମ୍ୟଙ୍କର ମୃତ୍ୟୁକୁ ଏଯାଏ ୨୩ଦିନ ହେଇସାରିଛି ଆଉ ପୋଲିସ ହାତରେ ଏଯାଏ କିଛି ଲାଗି ନଥିବାରୁ ତାଙ୍କ ପରିବାର ଲୋକ ସିବିଆଇ ତଦନ୍ତ ଦାବି କରିଛନ୍ତି। ତାଙ୍କ ମୃତ୍ୟୁ ଉପରେ ପୋଲିସ କିଛି କରୁନାହିଁ ବୋଲି କୁହାଯାଉଛି। ତେବେ ପୋଲିସ ନିଜର କାର୍ଯ୍ୟ ଜାରି ରଖିଛି। ତେବେ ଏହା ଉପରେ ପୋଲିସ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ତଥା ତାଙ୍କ ସମେତ ଆହୁରି ୨୪ ଜଣ କର୍ମଚାରୀଙ୍କ ପଚରା ଉଚୁରା କରିସାରିଲାଣି ମାତ୍ର ଏଯାଏ ଏହାର ରହସ୍ୟ ଉପରୁ ପରଦା ହଟୁନାହିଁ।

ତେବେ ଏହା ପଛରେ କାରଣ କଣ ଅଛି ତାହା ଏଯାଏ ଜଣା ପଡ଼ିନାହିଁ। ତେବେ ପୋଲିସ ତାଙ୍କୁ କିଛି ପ୍ରଶ୍ନ ପଚାରିଛି ଆଉ ତାହା ଆମେ ଆଜି ଜାଣିବା। ଏହି ପ୍ରଶ୍ନ କରାଯିବା ପରେ ପୋଲିସକୁ ବିଦ୍ୟା ଭାରତୀଙ୍କ ମୋବାଇଲରୁ ମିଳିଛି ଦୁଇଟି ଫୋଟୋ। ଏହି ପ୍ରକାର ଆହୁରି ଅନେକ ତଥ୍ୟ ଉପରେ ପୋଲିସ ନିଜର ହାତ ବାଣ୍ଟୁଛି।

vidya

ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ ଉପରେ ଅଭିଯୋଗ କରିବାରେ ଲାଗିଛନ୍ତି। ତାଙ୍କ ଭାଇଙ୍କର କହିବା କଥା କି ଏଯାଏ ପୋଲିସ କାହାକୁ ଅଭିଯୁକ୍ତ ସାବ୍ୟସ୍ତ କରିପାରିନାହିଁ।

ସୋମ୍ୟଙ୍କ ଭାଇ କହିଲେ,” ଆମେ ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ଏକ ନିରପେକ୍ଷ ତଦନ୍ତ ଦାବି କରୁଛୁ। କାରଣ ପୋଲିସ ଏହି ଘଟଣାକୁ ଘଣ୍ଟ ଘୋଡେଇବା ପାଇଁ ଚାହେଁ। ଯାହା ଉପରେ ଅଭିଯୋଗ ଲାଗିଛି ଆଉ ଦଫା ୩୦୨ ଲାଗିଛି ତାହାକୁ ପୋଲିସ ତାଙ୍କ ଘରେ ଆସି ପଚରା ଉଚୁରା କରୁଛି ଯାହା କି ଜମା ବି ଗ୍ରହଣୀୟ ନୁହଁ। ଏହା ଉପରେ ପୋଲିସ କାମ କରିବା ଦରକାର।

Leave a Reply

Your email address will not be published. Required fields are marked *