୨୪ ବର୍ଷ ବୟସରେ ଏହି ହିରୋଇନଙ୍କର ହେଲା ରହସ୍ୟ ଜନକ ମୃ-ତ୍ୟୁ।

ମୃତ୍ୟୁ ହେଉଛି ଏଇ ଜୀବନର ଗୋଟିଏ ମାତ୍ର ସତ୍ୟ। କାହାର କେତେବେଳେ ସମୟ ସରିଯିବ କାହାକୁ ବି ଜଣା ନାହିଁ କିନ୍ତୁ କମ ବୟସରେ ମୃତ୍ୟୁ ହେବା ବହୁତ୍ ଦୁଃଖଦ। ସେଇ ଭଳି ଏକ ଦୁଃଖଦ ଖବର ସିନେମା ଜଗତରୁ ସାମ୍ନାକୁ ଆସିଛି।

ତେବେ ଆଜି ଆଉ ଏକ ବଡ଼ ଦୁଃଖଦ ଖବର ଆମ ସାମ୍ନାକୁ ଆସୁଛି। ଆମେ ଆପଣଙ୍କ ପାଖରେ ଏକ ବଡ ପରଦାର ଖବର ନେଇକି ଆସିଛୁ।ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଆସୁଛି ବଡ ଦୁଃଖଦ ଖବର । ଜଣେ ଅଭିନେତ୍ରଙ୍କର ଏକ ରହସ୍ୟ ଜନକ ମୃତ୍ୟୁ ହୋଇଯାଇଛି ତାହା ବିଷୟରେ ବିସ୍ତାର ଭାବରେ ଜାଣିବା ପାଇଁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ।

Alexander

ଏହି ଅଭିନେତ୍ରୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଦୁଃଖର ଛାୟା ଖେଳି ଯାଇଛି । ୨୪ ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କର ମୃତ୍ୟୁ ହେଇଛି। ଏହା ଏକ ଆତ୍ମହତ୍ୟା ହୋଇଥିବାର ସନ୍ଦେହ କରାଯାଉଛି। ଏବେ ଆଊ ଆମ ଗହଣରେ ନାହାନ୍ତି ସେଇ ଅଭିନେତ୍ରୀ। ୨୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଇଛି। ତାଙ୍କର ଏହି ସନ୍ଦେହ ଜନକ ମୃତ୍ୟୁରେ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର ହେଇଛି। ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି।

ଦୀର୍ଘଦିନ ହେଲା ଏଇ ଅଭିନେତ୍ରୀ ଡିପ୍ରେସନର ଶିକାର ହୋଇଥିଲେ। ତାଙ୍କ ବଏଫ୍ରେଣ୍ଡ ଠାରୁ ବ୍ରେକ ଅପ୍ ହେବା ପରେ ସିଏ ଏକୁଟିଆ ରହୁଥିବାର ଏକ ଗାଆଁ ଲୋକ ମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାର ସତ୍ୟା ସତ୍ୟ କିଛି ସାମ୍ନାକୁ ଆସିନାହିଁ। ପୋଲିସ ତଦନ୍ତ ଜାରି ରଖିଛି ।

ଏବେ ପୋଲିସ ଉକ୍ତ ବଏଫ୍ରେଣ୍ଡକୁ ପଚରା ଉଚ୍ଚତା କରିବାର ସମ୍ଭାବନା ରହିଛି। ଅନ୍ୟପଟେ ୨୦୧୯ ରେ ଅଭିନେତ୍ରୀ ଜଣକ ଚେନ୍ନାଇ ର ଜଣେ ଫୋଟୋଗ୍ରାଫରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ସେତେ ବେଳେ ପୋଲିସ ଅଭିଯୁକ୍ତ ଫୋଟୋଗ୍ରାଫରଙ୍କୁ ଗିରଫ କରିଥିଲା। ଖବର ଅନୁସାରେ ଅଭିନେତ୍ରୀ ଆଲେକ୍‌ଜାଣ୍ଡରା ମୃତ୍ୟୁ ପରେ ଏବେ ତାଙ୍କୁ ମଧ୍ୟ ପୋଲିସ ତାଙ୍କୁ ମଧ୍ୟ ପଚାର ଉଚ୍ଚରା କରିପାରେ ବୋଲି ଜଣା ପଡୁଛି।

al

ସୂଚନା ଅନୁସାରେ ଅଭିନେତ୍ରୀ ଜଣକ ସାଉଥ୍ ମୁଭୀ କଞ୍ଚନା ୩ ରେ ଅଭିନୟ କରିଥିଲେ। ତେବେ ବର୍ତ୍ତମାନ ଆଊ ଆମ ଗହଣରେ ନାହାନ୍ତି ଅଭିନେତ୍ରୀ ଆଲେକ୍‌ଜାଣ୍ଡରା ଜାଭି। ତାଙ୍କର ଏକ ସନ୍ଦେହ ଜନକ ଦୁଃଖଦ ମୃତ୍ୟୁ ହୋଇଛି। ତାଙ୍କର ଗୋଆ ସ୍ତିତ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସଂଦେହ କରିଥିବାର ସୂଚନା ମିଳିଛି। ଅଭିନେତ୍ରୀ ଆଲେକ୍‌ଜାଣ୍ଡରା ଜାଭିଙ୍କ ପରଲୋକ ଗଣନରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ଶୁଣି ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *